Odia News Portal
Yearly Archives

2020

ନୀଳାଚଳ ଇସ୍ପାତରୁ ପୁଞ୍ଜି ପ୍ରତ୍ୟାହାର ନିଷ୍ପତ୍ତି

ନୂଆଦିଲ୍ଲୀ() ନୂଆଦିଲ୍ଲୀ() ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍‌ରୁ ପୁଞ୍ଜି ପ୍ରତ୍ୟାହାର ପାଇଁ କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି ହୋଇଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ NINLରେ ଥିବା ୬ଟି ଅଂଶୀଦାରଙ୍କ…

ପେଟ୍ରୋଲ ଲିଟର ପିଛା ୧୫୦ ଟଙ୍କା

ଭୁବନେଶ୍ୱର() ଆଜି ଭାରତ ବନ୍ଦର ଭରପୁର ଫାଇନା ଉଠାଇଲେ ତେଲ ବେପାରୀ । ପେଟ୍ରୋଲ ପମ୍ପ ବନ୍ଦ ଥିବାରୁ କିଛି ବେପାରୀ ରାସ୍ତା କଡରେ ଡିଜେଲ, ପେଟ୍ରୋଲ ଚଢା ଦରରେ ବିକୁଛନ୍ତି ।ଲିଟର ପିଛା ଶହେ କହୁଥିଲେ ବି ଉକ୍ତ ବୋତଲରେ ଥିବା ପେଟ୍ରୋଲ ଏକ ଲିଟର ଭଳି ଦେଖାଯାଉ ନାହିଁ । ସାରା ଦେଶ…

୧୧ ଯାଏ ବର୍ଷା

ଭୁବନେଶ୍ୱର() ବର୍ଷା ନେଇ ସତର୍କ ରହିବାକୁ ଜିଲ୍ଲାପାଳମାନଙ୍କୁ ରାଜସ୍ୱ ବିଭାଗର ଚିଠି । ଆଜି ଠାରୁ ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଂଚଳରେ ବର୍ଷା ସମ୍ଭାବନା ରହିଛି । ଆଜି ସୁନ୍ଦରଗଡ,ଝାରସୁଗୁଡା ଆଦି ୧୧ଟି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲି ଆଭ୍ୟନ୍ତରୀଣ ଓଡିଶାର…

ବିମାନ ଦୁର୍ଘଟଣାରେ ୧୭୦ ଜଣ ମୃତ

ତେହରାନ() ଇରାନ୍‌ର ରାଜଧାନୀ ତେହରାନ ସ୍ଥିତ ଇମାମ ଖୁମୈନି ବିମାନ ବନ୍ଦରରେ ବୋଇଂ ୭୩୭ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ୧୭୦ ଜଣ ପ୍ରାଣ ହରାଇଥିବା ଜଣାପଡିଛି । ଏଥିରେ ମୋଟ୍ ୧୮୦ ଯାତ୍ରୀଥିଲେ । ଇରାନୀ ନ୍ୟୁଜ୍ ଏଜେନ୍ସିର ସୂଚନା ଅନୁଯାୟୀ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଉଡାଣ…

ଇରାନ୍ କ୍ଷେପଣାସ୍ତ୍ର ମାଡରେ ୮୦ ନିହତ

ତେହେରାନ()  ପ୍ରତିଶୋଧ ନେବାକୁ ପଣ କରିଥିବା ଇରାନ ଏବେ ପ୍ରକ୍ରିୟା ଆରମ୍ଭ କରିଛି। ଗତକାଲି ବିଳମ୍ବିତ ରାତିରେ ଇରାନ ପକ୍ଷରୁ ଇରାକରେ ଥିବା ଆମେରିକାର ୨ଟି ଏୟାରବେସ ଉପରେ ମିସାଇଲ ମାଡ଼ କରାଯାଇଛି। ଇରାନର କ୍ଷେପଣାସ୍ତ୍ର ମାଡରେ ଅତିକମ୍ରେ ୮୯ ନିହତ । ଏପରି ଦାବି କରିଛି ତେହେରାନ । ଏହା…

ବିଜ୍ଞାପନ ପାଇଁ ବିବାଦରେ ଅକ୍ଷୟ

ମୁମ୍ବାଇ()  ବଲିଉଡ୍ ଅଭିନେତା ଅକ୍ଷୟ କୁମାର ଏକ ନାମୀଦାମୀ ବ୍ରାଣ୍ଡ ଓ୍ବାଶିଂ ପାଉଡରର ବିଜ୍ଞାପନ କରି ଏବେ ବିବାଦ ଘେରକୁ ଚାଲିଆସିଛନ୍ତି। ମରାଠା ଯୋଦ୍ଧାଙ୍କ ପରିହାସ କରିଥିବା ନେଇ ଅକ୍ଷୟଙ୍କ ନାଁରେ ଅଭିଯୋଗ ହୋଇଛି। ରିପୋର୍ଟ ମୁତାବକ , ମରାଠା ଯୋଦ୍ଧାଙ୍କ ରାଜା ହୋଇଥିବା ଅକ୍ଷୟ…

ପୁଣି ଘୁଞ୍ଚିଲା ଶ୍ରୀମନ୍ଦିର ଶୁଣାଣି

ନୂଆଦିଲ୍ଲୀ() ପୁଣି ୪ସପ୍ତାହ ଘୁଞ୍ଚିଲା ଶ୍ରୀମନ୍ଦିର ଶୁଣାଣି ।ପରିଚାଳନା କମିଟି ରିପୋର୍ଟରେ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ଦୁଇ ସପ୍ତାହ ଭିତରେ ପୁଣି ରିପୋର୍ଟ ଦାଖଲ କରିବାକୁ ଆମିକସ୍ କ୍ୟୁରୀଙ୍କୁ ନିର୍ଦେଶ ଦେଇଛନ୍ତି କୋର୍ଟ। ଆଜି ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର…

ବାରିପଦା ପାଇଁ ନବୀନଙ୍କ ବଡ ଘୋଷଣା

ବାରିପଦା () ଆଜି ମୁଖ୍ୟମନ୍ତ୍ରୀ ବାରିପଦାରେ ବିଭିନ୍ନ ଜନହିତକାରୀ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଭାରତ ବନ୍ଦ ଯୋଗୁଁ କଡା ସୁରକ୍ଷା ଭିତରେ ମୁଖ୍ୟମନ୍ତ୍ରୀ ବାରିପଦା ଗସ୍ତ କରିଛନ୍ତି । ଗସ୍ତ ଅବସରରେ ଜିଲ୍ଲାର ଉନ୍ନତି ପାଇଁ ଅନେକ ଘୋଷଣା କରିଛନ୍ତି…

ପୁରୀରେ ପ୍ରଭାବ ଦେଖିବାକୁ ମିଳିଲା ଭାରତ ବନ୍ଦର

ପୁରୀ : ଦେଶରେ ମୋଦି ସରକାରଙ୍କ ଜନ ବିରୋଧୀ, ଶ୍ରମିକ, କୃଷକ ବିରୋଧୀ ନୀତିକୁ ବିରୋଧ କରି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଆଜି ଦିନିକିଆ ଧର୍ମଘଟ ଡାକରା ଦିଆଯାଇଛି। ଭାରତ ବନ୍ଦ ଡାକରାରେ ଗଡିବନି ଗାଡି଼। ଟ୍ରେଡ ୟୁନିଅନ ଡାକରାରେ ବୁଧବାର ଭାରତ ବନ୍ଦ। ଏହାର ପ୍ରଭାବ ପୁରୀରେ ଦେଖିବାକୁ…

ରକ୍ତଚାପ ନିୟନ୍ତ୍ରଣ କରିଥାଏ ବିଟ୍‌ 

ଶୀତଦିନେ ବଜାରରେ ପ୍ରଚୁର ପରିମାଣରେ ବିଟ୍‌ ମିଳିଥାଏ। ଏହା ପାଟି ସୁଆଦିଆ ନ ହେଲେ ମଧ୍ୟ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। ବିଶେଷକରି ରକ୍ତଚାପ ରୋଗୀଙ୍କ ପାଇଁ ଏହା ବହୁ ଉପକାରୀ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଏକ ଗବେଷଣା କରି ସୂଚାଇଛନ୍ତି। ପ୍ରାୟ ୬୮ ଲୋକଙ୍କୁ ନେଇ ଏକ ପରୀକ୍ଷା କରାଯାଇଥିଲା।…