Odia News Portal
Yearly Archives

2020

ନିୟମ ଭାଙ୍ଗିଲେ ଜେଲ ସହିତ ୧ କୋଟିର ଫାଇନ

ନୂଆଦିଲ୍ଲୀ()  ପ୍ରଦୂଷଣ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବଡ ପଦକ୍ଷେପ ଗ୍ରହଣ କରାଯାଇଛି । ଦିଲ୍ଲୀ-ଏନସିଆର ଅଞ୍ଚଳରେ ପ୍ରଦୂଷଣ ନିୟମ ଉଲ୍ଲଂଘନ କଲେ ଏଣିକି ୧ କୋଟିର ଅର୍ଥ ଦଣ୍ଡ ସହିତ ୫ ବର୍ଷର କାରାଦଣ୍ଡ ପ୍ରଦାନ କରାଯିବ । ଏ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଅଧ୍ୟାଦେଶ ଜାରି…

ଡିଏନଏରୁ ସ୍ପଷ୍ଟ ହେଲା ସୀମାଞ୍ଚଳ ମୃତ

ଭୁବନେଶ୍ୱର() ରାଜଧାନୀ ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ଏକ ବଡ଼ ଖବର ସାମନାକୁ ଆସିଛି । ଡିଏନଏ ରିପୋର୍ଟ ଅନୁସାରେ ନିଖୋଜ ସୀମାଞ୍ଚଳ ପରିଡ଼ା ମୃତ ବୋଲି ସ୍ପଷ୍ଟ ହୋଇଛି । ଏନେଇ ଗୁରୁବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ…

ଆପୋଲୋ ହସ୍ପିଟାଲସ୍‌ ପକ୍ଷରୁ ପୋଷ୍ଟ-କୋଭିଡ୍ ରିକଭରି କ୍ଲିନିକ୍ସର ଉନ୍ମୋଚନ

ଭୁବନେଶ୍ୱର() ଆପୋଲୋ ହସ୍ପିଟାଲ୍‌ସ, ଭୁବନେଶ୍ୱର ପକ୍ଷରୁ ଆଜି ପୋଷ୍ଟ-କୋଭିଡ୍ ରିକଭରି କ୍ଲିନିକ୍ସକୁ ଉନ୍ମୋଚନ କରାଯାଇଛି । ଯେଉଁ ରୋଗୀମାନେ କୋଭିଡ୍‌ରୁ ଆରୋଗ୍ୟ ଲାଭ କରିଛନ୍ତି କିନ୍ତୁ ଏହି ସଂକ୍ରମଣର ମଧ୍ୟମ ଓ ଦୀର୍ଘମିଆଦୀ ପ୍ରଭାବ ଦ୍ୱାରା ପୀଡ଼ିତ ସେମାନଙ୍କ ପାଇଁ ଏହି ପୋଷ୍ଟ-କୋଭିଡ୍…

ମମତା ସରକାରଙ୍କୁ ସୁପ୍ରିମକୋର୍ଟଙ୍କ କଡାବାଣୀ

ନୂଆଦିଲ୍ଲୀ() ସୋସିଆଲ୍ ମିଡିଆ ପୋଷ୍ଟ ନେଇ ମମତା ସରକାରଙ୍କୁ ସୁପ୍ରିମକୋର୍ଟଙ୍କ କଡାବାଣୀ । କହିଲେ ସାଧାରଣ ଲୋକଙ୍କୁ ପୋଲିସ କରିପାରିବ ନାହିଁ ହଇରାଣ । ମାମଲାରେ ମମତା ସରକାରଙ୍କୁ ଭତ୍ସନା କରି ସୁପ୍ରିମକୋର୍ଟ କହିଛନ୍ତି ସୋସିଆଲ୍ ମିଡିଆ ପୋଷ୍ଟ ବାହାନାରେ ସାଧରଣ ଅଭିବ୍ୟକ୍ତିର…

ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ

ଅହମଦାବାଦ() ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ବିୟୋଗ। ଦୀର୍ଘ ଦିନର ଅସୁସ୍ଥତା ପରେ ଗୁରାବାର ତାଙ୍କର ଦେହାନ୍ତ ହୋଇଛି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ତାଙ୍କୁ ଅହମ୍ମଦାବାଦର ଷ୍ଟିରଲିଂ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସେ ଆଜି ଶେଷ ନିଶ୍ୱାସ…

ଆଜି ଆଉ ୧୩ ମୁଣ୍ଡ ନେଲା କରୋନା

ଭୁବନେଶ୍ବର() ଆଜି ୧୬୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୨୯୭କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ଭୁବନେଶ୍ୱର,…

ଆଉ ୧୬୧୭ କରୋନା ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୮୭ ହଜାର ପାର

ଭୁବନେଶ୍ବର() ୨୪ ଘଣ୍ଟା ମଧ୍ୟରେ ୧୬୧୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୮୭୦୯୯ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ…

ବୋମା ବିସ୍ପୋରଣ, ଜଣେ ମୃତ, ୨ ଗୁରୁତର

ଗଞ୍ଜାମ() ଗଞ୍ଜାମ ବଡଗଡ ଭୀମପୁର ଗାଁରେ ଆଜି ଘଟିଯାଇଛି ଏକ ଅଭାବନୀୟ ଘଟଣା । ସେହି ଅଞ୍ଚଳରେ ବୋମା ବିସ୍ପୋରଣ ହୋଇଥିବା ସୂଚନା ମିଳିଛି । ଏହି ବୋମା ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଶେରଗଡ ମେଡିକାଲରେ ଚିକିତ୍ସା ନିମନ୍ତେ…

ଡ୍ରାଇଭରଙ୍କ ନାରେ ୨୮ କୋଟିର ଜିଏସଟି ଠକେଇ ଅଭିଯୋଗ

ଭୁବନେଶ୍ବର()  ଜଣେ ଡ୍ରାଇଭରଙ୍କ ନାମରେ ୨୮ କୋଟିର ଜିଏସଟି ଠକେଇ ଅଭିଯୋଗ ଆସିଛି । ଏନେଇ ଜିଏସଟି ବିଭାଗ ପକ୍ଷରୁ ରାଉରକେଲାର ଜନୈକ ଡ୍ରାଇଭରଙ୍କୁ ନୋଟିସ ମଧ୍ୟ ଜାରି କରାଯାଇଛି । ୨୮ କୋଟି ୨୮ ଲକ୍ଷର ଠକେଇ ସହିତ ୪ କୋଟିର ଫାଇନ ପାଇଁ ମଧ୍ୟ ନୋଟିସ ଜାରି କରାଯାଇଛି । ତେବେ ସେ ଏହା…

ବାଜିରେ ଲାଗିଛି ସାଂସଦ ଓ ମନ୍ତ୍ରୀଙ୍କ ପତିଆରା

ଭୁବନେଶ୍ୱର() ରାଜ୍ୟରେ ଅନୁଷ୍ଠିତ ହେଉଥିବା ଦୁଇଟି ଉପନିର୍ବାଚନରେ ଏବେ ପ୍ରାର୍ଥୀ ଓ ଦଳ ସହିତ ସାଂସଦ ଓ ମବୀଙ୍କ ପତିଆରା ମଧ୍ୟ ବାଜିରେ ଲାଗିଛି । ଉପନିର୍ବାଚନ ହେଉଥିବା ଦୁଇ ଜିଲ୍ଲାରୁ ଜଣେ କରି ମବୀ ଥିବାବେଳେ ଦୁଇ ଦଳ ହରାଇଥିବା ଆସନରେ ମଧ୍ୟ ଉଭୟ ଦଳର ସାଂସଦମାନେ ଅଛନ୍ତି । ତେଣୁ…