Odia News Portal
Yearly Archives

2020

ନିୟମ ନମାନିଲେ ଦୃଢ କାର୍ୟ୍ୟାନୁଷ୍ଠାନ

ଭୁବନେଶ୍ୱର() କରୋନା କଟକଣା ମଧ୍ୟରେ ସମସ୍ତ ପେଣ୍ଡାଲରେ ପୂଜା ପାଉଛନ୍ତି ମା’ । ପର୍ବଣର ମହକ କରୋନା ପାଇଁ ଫିକା ପଡ଼ିଛି । ପୂଜାରେ ଭକ୍ତଙ୍କ ଦର୍ଶନ ଉପରେ କଟକଣା ପରେ ଏବେ ବିସର୍ଜନ ଉପରେ ବି ଲାଗିଛି କଟକଣା । ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଜାରି କରିଥିବା କଟକଣାକୁ ପାଳନ କରିବାକୁ…

ପୁଣି ଶୁଭିଲାଣି ମାନ୍ୟବର ମାନ୍ୟବର

ଭୁବନେଶ୍ୱର() ବ୍ୟାକ୍‌ କରୁଛନ୍ତି ସାରଥି ! ସୋସିଆଲ ମିଡିଆରେ ସାରଥିଙ୍କ ନୂଆ ଷଡ଼ଯନ୍ତ୍ର ! ଅନୁଗାମୀଙ୍କୁ ମୋହରା କରି ଦେବତା ହେବାକୁ ନୂଆ ଭାଣ୍ଡାମି । ଏଥର ବାରିମୂଳ ନୁହେଁ ଅଜ୍ଞାତ ସ୍ଥାନରୁ ପ୍ରବଚନ । ପୁଣି ଶୁଭିଲାଣି ମାନ୍ୟବର ମାନ୍ୟବର । ଅନର୍ଗଳ ପ୍ରବଚନ ଦେଉଛନ୍ତି ସାରଥି ଓରଫ ସନ୍ତୋଷ…

ଦଶହରା ବକସିସ୍ ଦେଇ ଦେଇ ନେତାଏ ଅସ୍ତ ବ୍ୟସ୍ତ

ଭୁବନେଶ୍ୱର() ଉପ ନିର୍ବାଚନ ଦାୟିତ୍ୱରେ ନେତାଙ୍କୁ ଏବେ ଦଶହରା ବକ୍‍ସିସ୍‍ ଅଡୁଆ  ହୋଇଛି । ଭୋଟରଙ୍କ ଠାରୁ ଆରମ୍ଭ କରି କର୍ମୀଙ୍କ ପର୍ଯ୍ୟନ୍ତ ସମସ୍ତେ ଏବେ ଦଶହରା ଖର୍ଚ୍ଚ ମାଗୁଥିବାରୁ କାହାକୁ କେତେ ଦେବେ ଓ ଏହାର ଫଳ କ’ଣ ହେବ ତାହାକୁ ନେଇ ନେତା ଅଡୁଆରେ ପଡିଥିବାବେଳେ ଭୋଟରମାନେ କିନ୍ତୁ…

ଆଉ ୧୫ ମୁଣ୍ଡ ନେଲା କରୋନା, ରାଜଧାନୀରୁ ସର୍ବାଧିକ

ଭୁବନେଶ୍ବର() ଆଜି ୧୬୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୫ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୨୨୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୁନ୍ଦରଗଡ, ମୟୂରଭଞ୍ଜ ଓ…

ଆଜି ଆଉ ୧୬୯୫ କରୋନା ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୭୯ ହଜାର ପାର

ଭୁବନେଶ୍ବର() ୨୪ ଘଣ୍ଟା ମଧ୍ୟରେ ୧୬୯୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୭୯୫୮୨ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ…

କର୍ମଚାରୀଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ୱର()  ଉପନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କ ପାଇଁ ଆଜି ଘୋଷଣା ହୋଇଛି ଅନୁକମ୍ପା ରାଶି । ପୁଲିଂ କର୍ମଚାରୀ ଓ କେନ୍ଦ୍ରୀୟ ସଶସ୍ତ୍ର ସୁରକ୍ଷା ବଳଙ୍କ ପାଇଁ ଏହି ଘୋଷଣା ହୋଇଛି । କରୋନାରେ ଆକାନ୍ତ ହୋଇ ମୃତ୍ୟୁ ହେଲେ ମିଳିବ ଅନୁକମ୍ପା ରାଶି । ମୃତକଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କାର…

୭ ଦିନରେ ଆସିବ କରୋନା ଟିକା

ୱାଶିଂଟନ() ଲୋକଙ୍କ ପାଖରେ କରୋନା ଟିକା କେବେ ପହଞ୍ଚିବ? ତା’କୁ ନେଇ ଚାଲିଥିବା ବିତର୍କ ଉପରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସେ କହିଛନ୍ତି, ବର୍ତ୍ତମାନ କରୋନା ଟିକା ପ୍ରସ୍ତୁତ ହୋଇଯାଇଛି ଓ ଆସନ୍ତା ସପ୍ତାହକ ମଧ୍ୟରେ ଏହା ବଜାରକୁ ଆସିବ। ଆମେରିକା…

ପୂର୍ବ ଭାରତର ଏକମାତ୍ର ବିଶ୍ୱବିଦ୍ୟାଳୟ ଭାବେ ସୋଆକୁ କ୍ୟୁଏସ୍ ଆଇ-ଗଜ୍ ଡାଇମଣ୍ଡ ରେଟିଂ ସମ୍ମାନ

ଭୁବନେଶ୍ୱର()  ଚଳିତବର୍ଷ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଂ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗରେ ଦେଶର ୨୦ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ସ୍ଥାନ ପାଇଥିବା ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟ) ହାସଲ କରିଛି ଆଉ ଏକ ସଫଳତା । ପୂର୍ବ…

ନିଟ ପରୀକ୍ଷାରେ ସୋଆ ଆଇ.ଏଚ୍.ଏସ୍.ଇ ର ଛାତ୍ରଛାତ୍ରୀଙ୍କ ସଫଳତା

ଭୁବନେଶ୍ୱର() ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ + ୨  ମହାବିଦ୍ୟାଳ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ହାୟର୍ ସେକେଣ୍ଡାରୀ ଏଜୁକେସନ୍ର ୮ ଜଣ  ଛାତ୍ରଛା ସର୍ବଭାରତୀୟ ମେଡିକାଲ୍ ପ୍ରବେଶିକା ପରୀକ୍ଷା (ନିଟ୍)ରେ କୃତିତ୍ୱର ସହ ସମ୍ମାନ ଜନକ ସ୍ଥାନ (ର୍ୟାଙ୍କ) ରଖି ସଫଳତା ହାସଲ କରିଛନ୍ତି । ନିଟରେ…

ଭୁବନେଶ୍ୱରରୁ ଆଉ ୧୮୯ ପଜିଟିଭ, ୧୪୨ ଲୋକାଲ କେସ

ଭୁବନେଶ୍ୱର() ଆଜି ଭୁବନେଶ୍ୱରରୁ ୧୮୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୪୭ ଓ ସ୍ଥାନୀୟ ଅଞ୍ଚଳରୁ ୧୪୨ ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ଆଜି ୨୬୭ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଭୁବନେଶ୍ୱରରେ କରୋନା ପଜିଟିଭଙ୍କ ସଂଖ୍ୟା ୨୮ ହଜାର ୨୯୯ କୁ…