Odia News Portal
Yearly Archives

2020

କରୋନା ନେଲା ଆଉ ୧୫ ଜୀବନ, ମୟୂରଭଞ୍ଜରୁ ସର୍ବାଧିକ

ଭୁବନେଶ୍ୱର () ରାଜ୍ୟରେ କରୋନାରେ ଆଉ ୧୫ ଜଣଙ୍କ ଜୀବନ ଯାଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତୁ୍ୟ ସଂଖ୍ୟା ୧୧୯୬ରେ ପହଞ୍ଚôଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଅନୁଗୁଳ, ଓ ମୟୂରଭଞ୍ଜ ଜିଲାରୁ ସର୍ବାଧିକ ୩ ଜଣ କରୋନା…

ଆଉ ୧୯୧୩ ପଜିଟିଭ୍‌ , ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ବର()  ରାଜ୍ୟରେ ଆଜି ୧୯୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୧୦୯ ଜଣ ଚିହ୍ନଟ ହୋଇଥିବାବେଳେ ୮୦୪ଟି ଲୋକାଲ କେସ୍‌ ରହିଛି।…

୬ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର()  ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଅବପାତର ରୂପ ନେବାକୁ ଯାଉଛି । ଏହାର ପ୍ରଭାବରେ ରାଜ୍ୟର ଦକ୍ଷିଣ ଓ ଉପକୂଳବର୍ତ୍ତୀ ଜିଲାରେ ପ୍ରବଳ ବର୍ଷା ଲାଗି ରହିବ । ଆଜି ପାଇଁ ୬ଟି ଜିଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।…

ମହାପ୍ରଭୁଙ୍କ ପାଇଁ ନିର୍ମାଣ ହେବ ଆଉ ଏକ ସ୍ୱର୍ଣ୍ଣ ଅଳଙ୍କାର ସେଟ

ପୁରୀ() ଜଗନ୍ନାଥଙ୍କ ପାଇଁ ନିର୍ମାଣ ହେବ ଆଉ ଏକ ସେଟ ସ୍ୱର୍ଣ୍ଣ ଅଳଙ୍କାର । ଏନେଇ ଜଣେ ଭକ୍ତ ପ୍ରଦାନ କରିବେ ସ୍ୱର୍ଣ୍ଣ । ପୂର୍ବରୁ ଏକ ସେଟ ସ୍ୱର୍ଣ୍ଣ ଅଳଙ୍କାର ମହାପ୍ରଭୁଙ୍କର ରହିଛି । ତେବେ ଦାନସୂତ୍ରରେ ମିଳିବାକୁ ଏହି ସ୍ୱର୍ଣ୍ଣରେ ଆଉ ଏକ ଅଳଙ୍କାର ସେଟ୍ ନିର୍ମାଣ କରାଯିବ ।…

ଅଣ୍ଟୁନି ଦରମା, ପ୍ରଧାନମନ୍ତ୍ରୀ ପଦ ପାଇଁ କରୁଛନ୍ତି ପଶ୍ଚାତାପ

ଲଣ୍ଡନ() ଦରମା ଯାହା ମିଳୁଛି ସେଥିରେ ପରିବାର ପ୍ରତିପୋଷଣ କରିବା ଅସମ୍ଭବ । ପତ୍ନୀ ଓ ୬ ସନ୍ତାନଙ୍କୁ ନେଇ ପରିବାର । ସ୍ୱଳ୍ପ ଦରମାରେ ଚଳିବା ମୁସ୍କିଲ । ତା ଉପରେ ପୂର୍ବ ପତ୍ନୀଙ୍କ ରକ୍ଷଣାବେକ୍ଷଣ କଥା ବି ବୁଝିବାକୁ ପଡ଼ୁଛି । ଏତେ ସବୁ ଖର୍ଚ୍ଚ ତୁଲାଇବା ପରେ ପକେଟରେ ଅଧଲାଟିଏ ବଳୁ ନାହିଁ…

ଜମିବାଡି ବିବାଦରୁ ଟ୍ରିପଲ ମର୍ଡର

କୁଚିଣ୍ଡା() କୁଚିଣ୍ଡା ମହୁଲପାଲି ଥାନା ଲପଡା ଗାଁରେ ହୋଇଛି ଟ୍ରିପଲ ମର୍ଡର । ଜମିବାଡି ବିବାଦକୁ କେନ୍ଦ୍ର କରି ପଡୋଶୀଙ୍କ ଆକ୍ରମଣରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଆକ୍ରମଣରେ ଗୋଟିଏ ପରିବାରର ଝିଅ, ଜ୍ୱାଇଁ ଓ ଶାଶୂ ମୃତ ହୋଇଥିବା ଜଣାପଡିଛି । ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ଅଭିଯୁକ୍ତ…

ଭୁବନେଶ୍ୱରରୁ ଆଉ ୨୩୯ ପଜିଟିଭ, ୧୭୬ ଲୋକାଲ କେସ

ଭୁବନେଶ୍ବର() ଆଜି ଭୁବନେଶ୍ୱରରୁ ୨୩୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୬୩ ଓ ସ୍ଥାନୀୟ ଅଞ୍ଚଳରୁ ୧୭୬ ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ଆଜି ୩୦୨ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଭୁବନେଶ୍ୱରରେ କରୋନା ପଜିଟିଭଙ୍କ ସଂଖ୍ୟା ୨୭ ହଜାର ୯୦୯ କୁ…

୩୭୦୦ କୋଟିର ଦୀପାବଳି ବୋନସକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

ନୂଆଦିଲ୍ଲୀ()  କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର । ସମସ୍ତ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ସରକାର ବୋନସ ଘୋଷଣା କରିଛନ୍ତି । ବୋନସ ପାଇଁ ୩୭୩୭ କୋଟିର ଅର୍ଥରାଶି ମଞ୍ଜୁର କରାଯାଇଥିବା ବେଳେ ବୁଧବାର ଏହାକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି । କେନ୍ଦ୍ର ସୂଚନା ଓ…

ଏକ ତଦନ୍ତ ସମ୍ପର୍କରେ NIA ଛାତ୍ରକୁ ପଚରାଉଚରା କରୁଛି

ଭୁବନେଶ୍ୱର()  ଭୁବନେଶ୍ୱରରେ ଜଣକୁ ଏନଆଇଏ ଉଠାଇ ନେବା ପ୍ରସଙ୍ଗରେ  ନିଜର ପ୍ରତିକ୍ରିୟା ରଖିଛନ୍ତି ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ।  ସେ କହିଛନ୍ତି ଯେ, ଏନଆଇଏ କରୁଥିବା ଏକ ତଦନ୍ତ ସଂକ୍ରାନ୍ତରେ ଜଣେ ଛାତ୍ରକୁ ପଚରାଉଚୁରା ହେଉଛି ।  ଆମେ ପାଇଥିବା ସୂଚନା ଅନୁସାରେ ଏହି…

ଭୁବନେଶ୍ବରରୁ ଉଠାଇନେଲା NIA

ଭୁବନେଶ୍ୱର() ଦେଶରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ରାଜଧାନୀ ଭୁବନେଶ୍ୱରରୁ ଜଣେ ବ୍ୟକ୍ତିଙ୍କୁ ଉଠାଇନେଇଛି ଏନଆଇଏ । ଆତଙ୍କବାଦୀ ସନ୍ଦେହରେ ବ୍ୟକ୍ତଙ୍କୁ ଉଠାଇ ନେଇଥିବା ସୂଚନା ମିଳିଛି । କ୍ରାଇମବ୍ରାଞ୍ଚ ଓ ଏନଆଇଏ ପକ୍ଷରୁ ମିଳିତ ବ୍ୟକ୍ତିଙ୍କୁ ଜେରା…