Odia News Portal
Yearly Archives

2020

ଏସସିବି ସଂପ୍ରସାରଣ କାର୍ଯ୍ୟର ସମୀକ୍ଷା କଲେ 5T ସଚିବ

କଟକ() କଟକ ଏସସିବି ମେଡିକାଲ କଲେଜ ହେବ ବିଶ୍ୱସ୍ତରୀୟ । ଗତ ଜାନୁଆରୀ 23 ତାରିଖରେ ମୁଖ୍ୟମନ୍ତ୍ରୀ କରିଥିବା ଘୋଷଣା ଅନୁଯାୟୀ କାମ ଆରମ୍ଭ ହୋଇଛି । ଆଜି ଭୋରରୁ 5ଟି ସଚିବ ଏହି କାର୍ଯ୍ୟର ସ୍ଥିତି ପରଖିବାକୁ କଟକରେ ପହଞ୍ଚିଛନ୍ତି । ସାଙ୍ଗରେ ପୂର୍ତ୍ତ ଓ ଶକ୍ତି ସଚିବଙ୍କ ସହ କେନ୍ଦ୍ରାଞ୍ଚଳ…

ରାମ ବିଳାଶ ପାସଓ୍ଵାନଙ୍କ ପରଲୋକ

ନୂଆଦିଲ୍ଲୀ() କେନ୍ଦ୍ର ଖାଦ୍ୟମନ୍ତ୍ରୀ ତଥା ଲୋକଜନ ଶକ୍ତି ପାର୍ଟି ନେତା ରାମ ବିଳାଶ ପାସଓ୍ଵାନଙ୍କ ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା । କିଛିଦିନ ତଳେ ଦିଲ୍ଲୀର ଏକ ହସପିଟାଲରେ ତାଙ୍କର ହାର୍ଟ ସର୍ଜରୀ ହୋଇଥିଲା । ଦୀର୍ଘ ଦିନ ହେଲାଣି ସେ ଅସୁସ୍ଥ ହୋଇ ହସ୍ପିଟାଲରେ…

ପୁରୀ ଶ୍ରୀମନ୍ଦିର ଖୋଲିବା ନେଇ ଆସନ୍ତା କାଲି ଆଲୋଚନା

ଭୁବନେଶ୍ୱର() ଦୀର୍ଘ ୬ ମାସ ପରେ ରାଜ୍ୟରେ ବନ୍ଦ ରହିଥିବା ପ୍ରମୁଖ ମନ୍ଦିରଗୁଡ଼ିକୁ ଖୋଲିବା ନେଇ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି । ଦେବୋତ୍ତର ବିଭାଗ ଅଧୀନରେ ଥିବା ମନ୍ଦିରଗୁଡ଼ିକୁ ଖୋଲିବା ପାଇଁ ସରକାର ଯୋଜନା ରହିଛି ।…

ମହିଳାମାନେ ନିଜ ଅଧିକାର ସାବ୍ୟସ୍ତ କରିବା ଆବଶ୍ୟକ: ମାନେକା ଗାନ୍ଧୀ

ଭୁବନେଶ୍ୱର() ମହିଳାମାନେ ଯେ ସମାଜରେ ପକ୍ଷପାତିତାର ଶିକାର ହୁଅନ୍ତି ଏହି ପୁରୁଣା କାଳିଆ ଚିନ୍ତାଧାରାକୁ ପଛରେ ପକାଇ ସେମାନେ ନିଜ ଅଧିକାର ସାବ୍ୟସ୍ତ କରିବା ସହ ଅନ୍ୟମାନଙ୍କୁ ଏଥିପାଇଁ ପ୍ରେରଣା ଦେବା ଉଚିତ୍ ବୋଲି ସାଂସଦ ମାନେକା ଗାନ୍ଧୀ କହିଛନ୍ତି । ପ୍ରତ୍ୟେକ ମହିଳା ଅନ୍ୟ…

ମୃତାହତଙ୍କ ପ୍ରତି ସହାୟତା ଘୋଷଣା

ଭୁବନେଶ୍ୱର() ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣାରେ ମୃତାହତଙ୍କ ପ୍ରତି ସହାୟତା ଘୋଷଣା କରିଛି ଇଣ୍ଡିଆନ୍ ଅଏଲ୍ । ମୃତକଙ୍କ ପରିବାରକୁ ୮ ଲକ୍ଷ ଟଙ୍କାର ସହାୟତା ରାଶି ଯୋଗାଇ ଦିଆଯିବ । ଗୁରୁତର ଆହତଙ୍କୁ ୪ ଲକ୍ଷ ଓ ଆହତଙ୍କୁ ୧ ଲକ୍ଷ ଟଙ୍କା ମିଳିବ ।…

ସାହିତ୍ୟରେ ଲୁଇସ୍‌ ଗ୍ଲୁକଙ୍କୁ ନୋବେଲ୍‌

ନୂଆଦିଲ୍ଲୀ ()  ସାହିତ୍ୟ କ୍ଷେତ୍ର ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ଆମେରିକା କବୟିତ୍ରୀ ଲୁଇସ୍‌ ଗ୍ଲୁକ୍‌ଙ୍କୁ ଚଳିତ ବର୍ଷ ପାଇଁ ସାହିତ୍ୟରେ ସମ୍ମାନଜନକ ନୋବେଲ୍‌ ପୁରସ୍କାର ମିଳିବ ନେଇ ଘୋଷଣା କରାଯାଇଛି । ଲୁଇସ୍‌ଙ୍କ ଅନନ୍ୟ କାବ୍ୟାତ୍ମକ ସ୍ବର ପାଇଁ ତାଙ୍କୁ ଏହି…

ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ-୨୦୨୦କୁ ଓଡିଶା ରିସର୍ଚ୍ଚ ସ୍କଲାର୍ ଆସୋସିଏସନର ସ୍ୱାଗତ

ଭୁବନେଶ୍ୱର() ଓଡିଶା ବିଧାନସଭାରେ ସଦ୍ୟ ପାଳିତ ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ- ୨୦୨୦ ଏକ ଐତିହାସିକ, ଅନନ୍ୟ, ସମୟୋଚିତ ଏବଂ ଛାତ୍ର ସପକ୍ଷବାଦୀ । ସେଥିପାଇଁ ଓଡିଶା ରିସର୍ଚ୍ଚ ସ୍କଲାର ଆସୋସିଏସର କର୍ମକର୍ତ୍ତାଗଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ସୁଦକ୍ଷ ଉଚ୍ଚଶିକ୍ଷା ମନ୍ତ୍ରୀ…

ଲିକେଜରୁ ନିଆଁ ଲାଗି ବିସ୍ଫୋରଣ ହୋଇଛି: ପେସୋ

ଭୁବନେଶ୍ୱର()  ରାଜଧାନୀର ରାଜଭବନ ନିକଟସ୍ଥ  ପେଟ୍ରୋଲ ପମ୍ପରେ ବିସ୍ଫୋରଣ ପରେ ଅଗ୍ନିକାଣ୍ଡ ଘଟଣାରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା  ଏଲପିଜି ଲିକେଜରୁ ନିଆଁ ଲାଗି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ଘଟଣାର ପ୍ରାଥମିକ ତଦନ୍ତ ପରେ  ପେଟ୍ରୋଲିୟମ ଆଣ୍ଡ ଏକ୍ସପ୍ଲୋସିଭ ସେଫ୍ଟି…

ମାଂସ ଖଣ୍ଡର ହେବ DNA ଟେଷ୍ଟ

ଭୁବନେଶ୍ୱର()  ରାଜଧାନୀର ରାଜଭବନ ନିକଟସ୍ଥ  ପେଟ୍ରୋଲ ପମ୍ପରେ ବିସ୍ଫୋରଣ ପରେ ଅଗ୍ନିକାଣ୍ଡ ଘଟଣାରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଘଟଣା ସ୍ଥଳରୁ ମିଳିଥିବା ମାଂସ ଖଣ୍ଡ ଫୋରେନସିକ ଲ୍ୟାବ ପଠାଯାଇଥିବାବେଳେ  ଆବଶ୍ୟକ ପଡ଼ିଲେ ତାହାର ଡିଏନଏ ଟେଷ୍ଟ ମଧ୍ୟ କରାଯିବ ।…

ଗଂଜାମ ମଡେଲକୁ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ପ୍ରଶଂସା

ନୂଆଦିଲ୍ଲି ()  କୋରୋନା ମହାମାରୀର ମୁକାବିଲା କ୍ଷେତ୍ରରେ ଓଡିଶା ସରକାରଙ୍କ ଗଂଜାମ ମଡେଲ ସବୁଆଡେ ପ୍ରଶଂସିତ ହେଉଛି । ଗଂଜାମ ଜିଲ୍ଲାରେ କୋରୋନା ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଆପଣାଯାଇଥିବା ଏହି ମଡେଲକୁ ଏବେ ବ୍ରିଟେନର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ବି ପ୍ରଶଂସା କରିଛି ।…