Sign in
Sign in
Recover your password.
A password will be e-mailed to you.
Monthly Archives
January 2021
ଆସୁଛି ଧୋନିଙ୍କ ନୂଆ ୱେବସିରିଜ୍
ନୂଆଦିଲ୍ଲୀ: କ୍ରିକେଟର ମହେନ୍ଦ୍ର ସିଂହ ଧୋନି କ୍ରିକେଟ୍ ମଇଦାନରେ କମାଲ କରିଥିବା ଆପଣ ବହୁ ବାର ଦେଖିଛନ୍ତି। ବର୍ତ୍ତମାନ ଧୋନି ଚାଷ କାମରେ ମଧ୍ୟ ନିଜର ଜି-ଜାନ୍ ଲଗେଇ ଦେଇଛନ୍ତି । ରାଞ୍ଚି ସ୍ଥିତ ନିଜ ଫାର୍ମ ହାଉସରେ ସେ ଅର୍ଗାନିକ ପନିପରିବା ଚାଷ କରୁଛନ୍ତି। ବଜାରରେ ଧୋନିଙ୍କ ଫାର୍ମ!-->…
ମାଟ୍ରିକ ପରୀକ୍ଷା ଫି’ ଛାଡ଼ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଦଶମ ପରୀକ୍ଷା ଫି’ ଛାଡ଼ କଲେ ମୁଖ୍ୟମନ୍ତ୍ରୀଙ୍କୁ । ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ହେବାକୁ ଥିବା ମାଟ୍ରିକ ପରୀକ୍ଷା ନିମନ୍ତେ ପିଲାମାନଙ୍କ ପରୀକ୍ଷା ଫିସ୍ ଛାଡ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।!-->…
କରୋନା ପଜିଟିଭ୍ ନାହାନ୍ତି ସାଇନା ନେହ୍ୱାଲ
ନୂଆଦିଲ୍ଲୀ: ଥାଇଲ୍ୟାଣ୍ଡ ଓପନରେ ବୁଧବାର ଖେଳିପାରନ୍ତି ସାଇନା ନେହ୍ୱାଲ । ବ୍ୟାଡମିଣ୍ଟନ ଷ୍ଟାର ସାଇନା କରୋନା ପଜିଟିଭ୍ ନାହାନ୍ତି। ପ୍ରଥମେ ଯେଉଁ ରିପୋର୍ଟ ଆସିଥିଲା ତାହା ଭୁଲ ବୋଲି ବ୍ୟାଡମିଣ୍ଟନ ଆସୋସିଏସନ୍ ଅଫ ଇଣ୍ଡିଆ (ବିଏଆଇ) ପକ୍ଷରୁ ସୂଚନା ମିଳିଛି । ପ୍ରଥମେ ଖବର ଆସିଥିଲା!-->…
ରକ୍ତ ରଞ୍ଜିତ ହେବ ସୁଲିଆ ପୀଠ
ବଲାଙ୍ଗୀର: ବଲାଙ୍ଗିର ପ୍ରସିଦ୍ଧ ସୁଲିଆ ଯାତ୍ରା ଆୟୋଜନ ନେଇ ନିଷ୍ପତ୍ତି । ୧୯ ତାରିଖରେ ସୁଲିଆ ଯାତ୍ରା ହେବ । ଖଇରିଗୁଡ଼ା ଠାରେ ସୁଲିଆ ଯାତ୍ରା କମିଟି ପକ୍ଷରୁ ବୈଠକରେ ନିଷ୍ପତ୍ତି ହୋଇଛି । ତେବେ ସବୁଥର ଭଳି ଏଥର ମଧ୍ୟ ବଳି ପକାଯିବ ବୋଲି ନିଷ୍ପତ୍ତି ହୋଇଛି। କୋଭିଡ଼ କଟକଣା ମାନି!-->…
ବାହାଘର ପ୍ରୋସେସନ୍ ପାଇଁ ମିଳିଲା ଅନୁମତି
ଭୁବନେଶ୍ୱର: କରୋନା କଟକଣା ମଧ୍ୟରେ ବିବାହ ଉତ୍ସବ ପାଇଁ ବରଯାତ୍ରୀଙ୍କ ପ୍ରୋସେସନ୍ ନିମନ୍ତେ ରାଜ୍ୟ ସରକାର ତରଫରୁ ମିଳିଲା ଅନୁମତି | ଏଣିକି ବର ଯିବାବେଳେ ବାଜା-ବାଣ ଓ ରୋଷଣୀ କରି ବରଯାତ୍ରୀମାନେ ଯାଇପାରିବେ । ତେବେ ଏହି ଲୋକଙ୍କ ସଂଖ୍ୟା ସର୍ବାଧିକ ୨୦୦ ହେବ ଏବଂ ସମସ୍ତ ପ୍ରକାରର କୋଭିଡ୍!-->…
ଭ୍ୟାକ୍ସିନ ସେଣ୍ଟରରେ ପହଁଚିଲା କୋଭିସିଲ୍ଡ
ଭୁବନେଶ୍ୱର: ବିମାନବନ୍ଦରରୁ ସିଧା ରାଜ୍ୟ ଭ୍ୟାକ୍ସିନ ସେଣ୍ଟରକୁ ଗଲା କୋଭିସିଲ୍ଡ ଟିକା । ଅପରାହ୍ନ ୩ଟା ୪୦ ମିନିଟରେ ଭୁବନେଶ୍ୱରରେ ଟିକା ପହଁଚିବା ପରେ ୩ଟି ସ୍ୱତନ୍ତ୍ର ଭ୍ୟାକ୍ସିନ୍ ଭ୍ୟାନ ଯୋଗେ ରାଜ୍ୟ ଟୀକା ଭଣ୍ଡାରକୁ ଆସିଛି କୋଭିସିଲ୍ଡ ଟିକା ।
ତେବେ ପୁଣେର ସେରମ!-->!-->!-->!-->!-->…