Odia News Portal
Monthly Archives

January 2021

ଭୋକିଲା ପେଟକୁ ଦାନା ଯୋଗାଇବ ଅନ୍ନପୂର୍ଣ୍ଣା

ଭୁବନେଶ୍ୱର: ଏଣିକି ରାଜଧାନୀରେ କେହି ଭୋକରେ ଶୋଇବେନି । ରାସ୍ତାକଡରେ କେହି ଅଖିଆ ରହିବେନି । ଭୋକିଲା ପେଟରେ ଆଉଟୁପାଉଟୁ ହେଉଥିବା ଲୋକଙ୍କ ପାଖରେ ଖାଇବା ପହଞ୍ଚାଇବା ଅନ୍ନପୂର୍ଣ୍ଣା । କ୍ଷୁଧାମୁକ୍ତ ଓଡିଶା ପାଇଁ ଆଜି ଲୋକାର୍ପିତ ହୋଇଛି ଅନ୍ନପୂର୍ଣ୍ଣା ଚାରିଟେବୁଲ ଟ୍ରଷ୍ଟ । ଭୁବନେଶ୍ୱର

ଏଏନଏମ୍ ଧାରଣା ପଛରେ ବଡ଼ ଧରଣର ରାକେଟ୍,୩ ଗିରଫ

ଭୁବନେଶ୍ୱର : ଏଏନଏମ ଧାରଣା ପଛରେ ରହିଛି ବଡ଼ ଧରଣର ରାକେଟ । ଲୋୟର ପିଏମଜିରେ ଧାରଣାରତ ଏଏନଏମକର୍ମୀଙ୍କୁ ପ୍ରଲୋଭିତ କରି ଟଙ୍କା ଆଦାୟ କରୁଛନ୍ତି ଦଲାଲ । ଏନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।। ଏଏନ୍‌ଏମ୍‌ଙ୍କୁ ଠକେଇ କରିଥିବା ଘଟଣାରେ ନିଜ ଆଡୁ ମାମଲା ରୁଜୁ

ସ୍କୁଲ ଫି ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଶୁଣାଣି

ଭୁବନେଶ୍ୱର : ହାଇକୋର୍ଟରେ ସ୍କୁଲ ଫି ମାମଲା ପ୍ରସଙ୍ଗର ଶୁଣାଣି । ରାଜ୍ୟ ସରକାର ଦେଇଥିବା ରିହାତି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାକୁ ଅନୁମତି ଦେଲେ କୋର୍ଟ । କୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ହୋଇଥିବା ଉଚ୍ଚସ୍ତରୀୟ କମିଟିର ନିଷ୍ପତ୍ତି ଗ୍ରହଣ କରିବା ଲାଗି ଆଜି ନିର୍ଦ୍ଦେଶ ଦେଇଛନ୍ତି

ଉଚ୍ଚଶିକ୍ଷା ସଂରକ୍ଷଣ ପାଇଁ ଗଠନ ହେଲା କମିଟି

ଭୁବନେଶ୍ୱର : ସରକାରୀ ସ୍କୁଲ ବିଦ୍ୟାର୍ଥୀଙ୍କ ପାଇଁ ଇଞ୍ଜିନିୟରିଂ ଓ ମେଡିକାଲ ଶିକ୍ଷାରେ ସ୍ଥାନ ସଂରକ୍ଷଣ ବାବଦରେ ରାଜ୍ୟ କ୍ୟାବିନେଟର ନିଷ୍ପତିକୁ କାର୍ଯ୍ୟକାରୀ କରିବା ଲାଗି ଆବଶ୍ୟକ ପରାମର୍ଶ ଦେବା ନିମନ୍ତେ ଓଡ଼ିଶା ସରକାର ଏକ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଗଠନ କରିଛନ୍ତି ।

୧୩୧୦ ଗ୍ରାମ୍ ବ୍ରାଉନସୁଗାର ଜବତ

ଭୁବନେଶ୍ୱର : ରାଜ୍ୟରେ ଏବେ ବଢିଛାଲିଛି ବ୍ରାଉନସୁଗାର କାରବାର । ୧ କିଲୋ ୩୧୦ ଗ୍ରାମର ଧଳାଜହର ଖୋର୍ଦ୍ଧା ବାଇପାସରୁ ଜବତ କରାଯାଇଛି । ଖୋର୍ଦ୍ଧା କାଇପଦର ଏସ.କେ ଅନୱରକୁ ଏହି ଘଟଣାରେ ଗିରଫ କରିଯାଇଛି । ଅନୱର ନିକଟରୁ ୧ କିଲୋ ୩୧୦ ଗ୍ରାମର ବ୍ରାଉନସୁଗାର ସହ ବାଇକ ମଧ୍ୟ ଜବତ ହୋଇଛି ।

ଆଉ ଜଣଙ୍କ ଜୀବନ ନେଲା ମହାମାରୀ

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୩୦ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୮୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ରାଜ୍ୟରେ ଆଉ ୨୩୦ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୩୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୧୧୫୧ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା

ଗ୍ୟାସ୍ ଲିକ୍ ଟ୍ରାଜେଡ଼ି : ପୁଣି ଜଣେ ନିଲମ୍ବିତ

ରାଉରକେଲା : ଗତକାଲି ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଗ୍ୟାସ୍ ଲିକ୍ ଯୋଗୁଁ ୪ ଠିକା ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ଏହି ଦୁର୍ଘଟଣାରେ ୧୦ ଜଣ ଅସୁସ୍ଥ ମଧ୍ୟ ହୋଇପଡ଼ିଥିଲେ। ଏହି ଘଟଣାରେ ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ ସିଇଓ ଗତକାଲି ୨ ଡିଜିଏମଙ୍କୁ ନିଲମ୍ବିତ କରିଥିବା ବେଳେ ଆଜି ସେଫ୍ଟି

ରାଜ୍ୟ ସରକାରଙ୍କୁ ଟାର୍ଗେଟ

କଟକ : ମାହାଙ୍ଗା ବିଜେପି ନେତାଙ୍କ ହତ୍ୟା ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ପ୍ରଭାରୀ ଡି ପୁରନ୍ଦେଶ୍ୱରୀ । ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କୁ କାହିଁକି ଗିରଫ କରାଯାଉନାହିଁ ବୋଲି ପ୍ରଶ୍ନ ପଚାରିଛନ୍ତି ପୁରନ୍ଦେଶ୍ୱରୀ । ଏତଲାରେ ମନ୍ତ୍ରୀଙ୍କ ନାଁ ଥିବା ବେଳେ ପୁଲିସ

୨୦ ଲକ୍ଷ ଟଙ୍କାର ଧଳା ଜହର ଜବତ

ପୁରୀ : ଆଜି ପୁରୀରୁ ବିପୁଳ ପରିମାଣର ବ୍ରାଉନସୁଗର ଜବତ ହୋଇଛି। ସିଦ୍ଧ ମହାବୀର ଲେବୁଲ କ୍ରସିଂରୁ ୨୦୦ ଗ୍ରାମ ବ୍ରାଉନସୁଗର ଅବକାରୀ ବିଭାଗ ଦ୍ୱାରା ଜବତ କରାଯାଇଛି । ଯାହାର ମୂଲ୍ୟ ଅନୁମାନିକ ୨୦ ଲକ୍ଷ ଟଙ୍କା ହେବ । ଏହି ଘଟଣାରେ ୨ ବ୍ରାଉନସୁଗର ବେପାରୀଙ୍କୁ ଗିରଫ କରିଛି ପୋଲିସ । ଗିରଫ