Odia News Portal
Monthly Archives

February 2021

ବାଇ-ଲ’ ପ୍ରତ୍ୟାହାର କରୁ କେନ୍ଦ୍ର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବାଇ-ଲ’ ପ୍ରତ୍ୟାହାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ । ଅନନ୍ତବାସୁଦେବ ଓ ବ୍ରହ୍ମେଶ୍ୱର ମନ୍ଦିରରୁ କେନ୍ଦ୍ର ପ୍ରସ୍ତାବିତ ବାଇ-ଲ’କୁ ତୁରନ୍ତ ପ୍ରତ୍ୟାହାର କରୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ସମ୍ବେଦନଶୀଳ ଧାର୍ମିକ ପ୍ରସଙ୍ଗରେ କେନ୍ଦ୍ରୀୟ ସଂସ୍ଥା କୌଣସି

ନକ୍ସଲଙ୍କ ବିସ୍ପୋରଣ ଯୋଜନା ପଣ୍ଡ

ଝାଡ଼ଖଣ୍ଡ: ନକ୍ସଲଙ୍କ ବିସ୍ପୋରଣ ଯୋଜନା ପଣ୍ଡ । ଶକ୍ତିଶାଳୀ ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କଲେ ଯବାନ । ଝାଡ଼ଖଣ୍ଡ ସିଂହଭୂମ ଜିଲ୍ଲା ଚାଇବାସା-ଗୋଇଲକେରା ରାସ୍ତାରେ ଯବାନଙ୍କୁ ଟାର୍ଗେଟ କରି ଏହି ନବନିର୍ମିତ ସଡ଼କ ଉପରେ ବିସ୍ଫୋରକ ଖଞ୍ଜି ଥିଲେ ମାଓବାଦୀ । ପ୍ରତିଦିନ ଏହି ରାସ୍ତା ଦେଇ କମ୍ବିଂ

ଚାଷୀଙ୍କୁ ମିଳିବ ‘କାଳିଆ’ ତୃତୀୟ କିସ୍ତି

ତୃତୀୟ କିସ୍ତିରେ ମିଳିବ ‘କାଳିଆ’ ଟଙ୍କା । ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ ଡିବିଟି ଜରିଆରେ ଦିଆଯିବ କାଳିଆ ଟଙ୍କା । କ୍ଷୁଦ୍ର ଓ ନାମମାତ୍ର ଚାଷୀ , ଭୂମିହୀନ ଚାଷୀ ପରିବାରକୁ ୨୦୨୦-୨୧ର କାଳିଆ ସହାୟତା ପ୍ରଦାନ କରାଯିବ । ଆଜି ଅପରାହ୍ନ ୫ଟାରେ ଆନୁଷ୍ଠାନିକ ଭାବେ ଏହାର ଘୋଷଣା କରିବେ

କୋଟିଆ ମାମଲା: ଆନ୍ଧ୍ରକୁ ଜବାବ୍ ତଲବ ନୋଟିସ

କୋରାପୁଟ: ସୁପ୍ରିମକୋର୍ଟରେ କୋଟିଆ ମାମଲାର ଶୁଣାଣି | କୋଟିଆରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ପ୍ରସଙ୍ଗରେ ଶୁକ୍ରବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଓଡ଼ିଶାର ଆବେଦନ ଉପରେ ପ୍ରତିପକ୍ଷ ଆନ୍ଧ୍ରକୁ ଜବାବ ତଲବ ନୋଟିସ ହୋଇଛି ।ଆସନ୍ତା ଶୁକ୍ରବାର ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ

ମହିଳାଙ୍କୁ ମାରି ଖାଇଲା ବାଘ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ପୁଣି ଖେଳିଛି ବାଘ ଆତଙ୍କ । ଜଙ୍ଗଲକୁ କାଜୁ ତୋଳି ଯାଇଥିବା ମହିଳାଙ୍କୁ ମାରି ଖାଇଲା ବାଘ । ମହିଳାଙ୍କ ମୃତଦେହ ଜଙ୍ଗଲରେ ପଡ଼ିଥିବା ବେଳେ ବାଘ ଭୟରେ ମୃତଦେହ ଆଣିପାରିନାହାନ୍ତି ପରିବାର ଲୋକ । ବନବିଭାଗ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିନଥିବା ଅଭିଯୋଗ ହୋଇଛି ।

ବିଜେଡି ନିଷ୍ପତ୍ତି ଉପରେ ବିରୋଧୀ ଦଳର ନଜର

 ଭୁବନେଶ୍ୱର : ପିପିଲି ଉପନିର୍ବାଚନକୁ ସମ୍ମାନ ରକ୍ଷା ଭାବେ ଲଢିବାକୁ ଯାଉଥିବା ବିଜେପି ଓ କଂଗ୍ରେସ ପ୍ରାର୍ଥୀଚୟନ ନେଇ ନିଜର ପତ୍ତା ଖୋଲୁନାହିଁ । ଉଭୟ ବିରୋଧିଦଳ ଏବେ ବିଜେଡି ସମେତ ମହାରଥୀ ପରିବାର ଉପରେ ତୀକ୍ଷ୍ଣ ନଜର ରଖିଥିବାବେଳେ ବିଜେଡି ବି କିଛି ସ୍ପଷ୍ଟ କରୁନାହିଁ । ତେଣୁ କୌଣସି

ହିଞ୍ଜିଳି ବିକାଶ ପାଇଁ ୨୮କୋଟି

ହିଞ୍ଜିଳିକାଟୁ: ହିଞ୍ଜିଳିକାଟୁରେ ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ । ଗୁରୁବାର ଗଞ୍ଜାମ ଜିଲ୍ଲା ହିଞ୍ଚିଳିକାଟୁରେ ୨୮କୋଟି ଟଙ୍କାର ୧୪ଟି ପ୍ରକଳ୍ପ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ

ଈଶ୍ୱର ବେହେରାଙ୍କୁ ଆଜୀବନ ସଜ୍ଜା

ବାଲେଶ୍ୱର: ଈଶ୍ୱର ବେହେରାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ବାଲେଶ୍ୱର ଅତିରିକ୍ତ ଜିଲ୍ଲା ଦୌରା ଜଜ୍ । ଆଇଏସଆଇ ଲିଙ୍କ୍ ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା ଈଶ୍ୱରଙ୍କର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି । ବାଲେଶ୍ୱର ଚାନ୍ଦିପୁର ପ୍ରତିରକ୍ଷା ଗବେଷଣା କେନ୍ଦ୍ରର ଅସ୍ଥାୟୀ ଫଟୋ

ଖୋଲିଲା ମୁଣ୍ଡବିହୀନ ମହିଳାଙ୍କ ମର୍ଡର ମିଷ୍ଟ୍ରି

ଭୁବନେଶ୍ୱର: ମୁଣ୍ଡବିହୀନ ମହିଳାଙ୍କ ହତ୍ୟା ରହସ୍ୟ ଉପରୁ ପର୍ଦ୍ଦା ହଟିଛି | ପ୍ରେସମିଟ ଜରିଆରେ ରହସ୍ୟର ଖୁଲାସା କଲେ ପୋଲିସ କମିଶନର ସୁଧାଂଶୁ ଷଢଙ୍ଗୀ |ପୋଲିସ କମିଶନର କହିଥିଲେ କି,ଏହା ଏକ ଜଘନ୍ୟ ଓ ରହସ୍ୟମୟୀ ହତ୍ୟାକାଣ୍ଡ ଥିଲା | ମୃତ ମହିଳାଙ୍କ ପରିଚୟ ଜାଣିବା ଆମ ପାଇଁ ସବୁ ଠାରୁ ବଡ

ଗଣ୍ଡି, କଟାମୁଣ୍ଡର ହେବ ଡିଏନ ପ୍ରୋଫାଇଲିଂ

ଭୁବନେଶ୍ୱର: ଚନ୍ଦକା ଦାସପୁର ମହିଳାଙ୍କ ମୁଣ୍ଡକାଟି ହତ୍ୟା ଘଟଣାରେ ପୋଷ୍ଟମର୍ଟମ ପାଇଁ ପଠାଗଲା ଜବତ କଟାମୁଣ୍ଡ | ଗଣ୍ଡି ଏବଂ ମୁଣ୍ଡ ସମାନ ମହିଳାଙ୍କର କି ନାହିଁ ତାହା ପରୀକ୍ଷା କରାଯିବ | ଜବତ ଗଣ୍ଡି ଏବଂ ମୁଣ୍ଡ ମୃତ ମହିଳାଙ୍କର କି ନୁହଁ ତାହା ଡିଏନ ପ୍ରୋଫାଇଲିଂ ଦ୍ୱାରା ଜଣାଯିବ |