ଆତ୍ମନିର୍ଭରଶୀଳ ହେବେ କୁଷ୍ଠ ରୋଗୀଙ୍କ ପିଲା
ଭୁବନେଶ୍ୱର: କୁଷ୍ଠ ରୋଗରୁ ମୁକ୍ତି ପାଇଥିବା ଲୋକଙ୍କର ପୁନର୍ବାସ ପାଇଁ ରାଜ୍ୟ ସରକାରଙ୍କ ନିଆରା ପ୍ରୟାସ । ସମ୍ମାନ ସହ ସମାଜରେ ବଞ୍ଚିବା ପାଇଁ ଆରମ୍ଭ କଲେ ନୂଆ ଯୋଜନା । ଆତ୍ମନିର୍ଭରଶୀଳ କରାଇବା ସହ ପିଲାଙ୍କ ପାଠ ପଢା ଖର୍ଚ୍ଚ ପାଇଁ ସ୍କଲାରସିପ୍ର ବ୍ୟବସ୍ଥା କଲେ ରାଜ୍ୟ ସରକାର ।!-->…