Odia News Portal
Monthly Archives

April 2021

କରୋନା ସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ସାଙ୍ଘାତିକ ହେଉଥିବା ସମୟରେ ହସ୍ପିଟାଲରେ ବେଡ୍ ଅଭାବ, ଆକ୍ରାନ୍ତଙ୍କୁ ଚିକିତ୍ସାରେ ଅବହେଳା ଓ ଅକ୍ସିଜେନର ଅଭାବ ଭଳି ସମସ୍ୟା ସାମ୍ନାକୁ ଆସିବାରେ ଲାଗିଛି । ତେଣୁ ଦେଶରେ କରୋନା ସ୍ଥିତି ଓ ଏହାର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ଭିତିଭୂମିର ସମୀକ୍ଷା

ରାଜ୍ୟରେ ଆଜି ୬୨୧୫ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୨୧୫ କରୋନା ପଜିଟିଭ୍ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୯୪୬୯୪ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୬୧୧ଜଣ ସ୍ଥାନୀୟ ବାସିନ୍ଦା ରହିଥିବା ବେଳେ ୩୬୦୪ ଜଣ କ୍ବାରେଣ୍ଟାଇନ୍‌ରେ

ସହରୀ ଉନ୍ନୟନ ଭିତ୍ତିକ କାର୍ଯ୍ୟକ୍ରମରେ ଏସଏଚଜି ମିଶନଶକ୍ତି ମହିଳା

ଭୁବନେଶ୍ୱର: ମିଶନଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କୁ ଆତ୍ମ ନିର୍ଭରଶୀଳ କରାଇବା ଏବଂ ସେମାନଙ୍କର ଜୀବନ ଓ ଜୀବିକା ପ୍ରୋତ୍ସାହନ ଉଦେଶ୍ୟରେ ୧୦ ହଜାର ରୁ ଉର୍ଦ୍ଧ ମିଶନଶକ୍ତି ମହିଳାସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ଦ୍ୱାରା ବିଭିନ୍ନ ସହରୀ

କଟକଣାମୁକ୍ତ ଅମ୍ଲଜାନ ପରିବହନ

ନୂଆଦିଲ୍ଲୀ : କରୋନାର ଦ୍ୱିତୀୟ ଲହର ସହ ଲଢ଼ୁଥିବା ଭାରତ ଏବେ ଅମ୍ଲଜାନ ଅଭାବ ସହ ଲଢ଼ୁଛି । ଦେଶରେ ବିଭିନ୍ନ ରାଜ୍ୟରେ ଅମ୍ଲଜାନର ଅଭାବ ଦେଖାଦେଉଥିବା ବେଳେ ଏହା ଏବେ ସରକାରଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଲାଣି । ଅମ୍ଲଜାନ ଅଭାବରୁ ଦେଶର ବିଭିନ୍ନ କୋଣରେ କରୋନା ଅ ।କ୍ରାନ୍ତଙ୍କ ମୃତ୍ୟୁ

ମହାରାଷ୍ଟ୍ର ଅଭିମୁଖେ ଅକ୍ସିଜେନ୍ ଏକ୍ସପ୍ରେସ୍

ଭୁବନେଶ୍ୱର : ଭାରତୀୟ ରେଳବାଇର ପ୍ରଥମ ଅକ୍ସିଜେନ୍ ଲୋଡ୍ ରୋଲ୍ ଅନ୍-ରୋଲ୍ ଅଫ୍ (ରୋରୋ) “ଅକ୍ସିଜେନ୍ ଏକ୍ସପ୍ରେସ୍” ଆଜି ସନ୍ଧ୍ୟାରେ ବିଶାଖାପାଟନମ୍ ର ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ଼ରୁ ମହାରାଷ୍ଟ୍ର ଅଭିମୁଖେ ଯାତ୍ରା କରିଅଛି | ଏହା ପଶ୍ଚିମ ଭାରତର ବିଭିନ୍ନ ଅଞ୍ଚଳରେ ବିଭିନ୍ନ

ପାଡିକଲଙ୍କ ଶତକ, ଆରସିବିର ଚତୁର୍ଥ ବିଜୟ

ମୁମ୍ବାଇ: ଆଇପିଏଲ୍‌ର ୧୪ଶ ସଂସ୍କରଣରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ବିଜୟ ଯାତ୍ରା ଜାରି ରହିଛି। ଦେବଦତ୍ତ ପାଡିକଲଙ୍କ ଆଇପିଏଲରେ ପ୍ରଥମ ଶତକ ଏବଂ ଅଧିନାୟକ ବିରାଟ କୋହଲିଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଆରସିବି ରାଜସ୍ଥାନ ରୟାଲ୍ସକୁ ଏକ ତରଫା ମ୍ୟାଚ୍‌ରେ ପରାସ୍ତ କରିଛି। ଚାରି