Odia News Portal
Monthly Archives

April 2021

ରାଜ୍ୟରେ ସାଙ୍ଘାତିକ ସ୍ଥିତି: ୨୪ ଘଣ୍ଟାରେ ୪୪୪୫ ପଜିଟିଭ୍

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୪୪୫ କରୋନା ପଜିଟିଭ୍ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୬୮୨୫୮ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୮୭୧ଜଣ ସ୍ଥାନୀୟ ବାସିନ୍ଦା ରହିଥିବା ବେଳେ ୨୫୭୪ ଜଣ କ୍ବାରେଣ୍ଟାଇନ୍‌ରେ

ହାଇଦର ଗ୍ୟାଙ୍ଗରେ ଲେଡି କୁଇନ୍

କଟକ : ତେଲେଙ୍ଗାନାରୁ ହାଇଦର ଧରାପଡ଼ିବା ପରେ ଗୋଟିଏ ପରେ ଗୋଟିଏ ରୋଚକ ତଥ୍ୟ ସାମ୍ନାକୁ ଆସୁଛି । ଜେଲ୍ ଭିତରେ ଥାଇ ହାଇଦର ନିଜର ଦବଦବା କାଏମ ରଖିବାକୁ ଚାହୁଁଥିଲା । ପୁଣି ଥରେ ବଟି ମାଗିବା ପରେ ହାଇଦର ଫସିଗଲା । ସେପଟେ ମେଡ଼ିକାଲରୁ ଚମ୍ପଟ ମାରିବା ପରେ ପୁଅର ଗାର୍ଲଫ୍ରେଣ୍ଡ ପୋଲିସ

କୁମ୍ଭମେଳାରୁ ଓଡ଼ିଶା ଫେରୁଛନ୍ତି ଭକ୍ତ

ଭୁବନେଶ୍ୱର : କୁମ୍ଭମେଳାରୁ ଓଡ଼ିଶା ଫେରୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଗାଇଡଲାଇନ୍ ଜାରି କରାଯାଇଛି । ଏହି ଅବସରରେ ଓଡିଶା ଫେରିଛନ୍ତି ୧୫୬ ଜଣ ବ୍ୟକ୍ତି । କୁମ୍ଭ ମେଳାରେ ସଂକ୍ରମଣ ବଢିବା ପରେ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଆସ୍ଥାର ମହାକୁମ୍ଭକୁ ସମୟ ପୂର୍ବରୁ ସମାପନ କରାଯାଇଛି । ଏପର

ସୁନା ଝିଅକୁ ନବୀନଙ୍କ ଶୁଭେଚ୍ଛା

ଭୁବନେଶ୍ୱର,୧୮ା୪: ସୁନା ଝିଅ ଝିଲ୍ଲିଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସିନିୟର ଏସିଅ।ନ ୱେଟଲିପ୍ଟିଂ ଚାମ୍ପିୟନସିପରେ ୪୫ କିଲୋ କ୍ୟାଟେଗୋରୀରେ ମୋଟ ୧୫୭ କେଜି ଭାରୋତ୍ତୋଳନ କରି ଓଡ଼ିଶାର ଝିଲି ଦଳବେହେରା ସ୍ୱର୍ଣ୍ଣ ପଦକ ଜିଣି ଓଡ଼ିଶାକୁ ଗର୍ବିତ କରିଛନ୍ତି । ଏହି