Sign in
Sign in
Recover your password.
A password will be e-mailed to you.
Monthly Archives
April 2021
ବେଡରେ କଣ ନେବାକୁ ଚାହାଁନ୍ତି କରୀନା : ମଦ, ପଜାମା ଓ …
ନୂଆଦିଲ୍ଲୀ: ବି-ଟାଉନ୍ ବେଗମ୍ ଅଭିନେତ୍ରୀ କରୀନା କପୁର ଖାନଙ୍କ ଡିସକଭରି ପ୍ଲସରେ ଷ୍ଟାର୍ ବନାମ ଫୁଡ ନାମକ ପ୍ରଥମ କୁକରୀ ଶୋ ଚହଳ ସୃଷ୍ଟି କରିସାରିଛି। ଏହାର ପ୍ରୋମୋ କିଛି ଦିନ ପୂର୍ବରୁ ଉନ୍ମୋଚିତ ହୋଇଥିଲା ଏବଂ ଅନ୍ଲାଇନ୍ରେ ଏକ ଉତ୍ସାହ ସୃଷ୍ଟି କରିଥିଲା | ତେବେ ଏହି ଶୋ ରେ କରୀନା!-->…
ଓଡ଼ିଶା ପହଞ୍ଚିଲା ଫେରାର ଗ୍ୟାଙ୍ଗଷ୍ଟର ହାଇଦର
ଭୁବନେଶ୍ବର: ଓଡ଼ିଶାରେ ଫେରିଲା ଫେରାର ଗ୍ୟାଙ୍ଗଷ୍ଟର ହାଇଦର । ତେଲେଙ୍ଗାନାରୁ ଆଜି ହାଇଦରକୁ ଭୁବନେଶ୍ବର ଅଣା ଯାଇଛି । ସୂଚନା ଅନୁଯାୟୀ, ହାଇଦର ତେଲେଙ୍ଗାନାରୁ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚବା ପରେ କଡା ସୁରକ୍ଷା ମଧ୍ୟରେ ବିମାନ ବନ୍ଦରରୁ କଟକ ନିଆଯାଉଛି ।
ଆଜି ଜେଏମଏଫସି!-->!-->!-->…
ରାଜ୍ୟରେ ରେକର୍ଡ଼ ସଂଖ୍ୟକ ସଂକ୍ରମିତ: ଦିନକରେ ୩୧୦୮ ଚିହ୍ନଟ
*ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୩୪ ଜଣ ଆକ୍ରାନ୍ତ ଚିହ୍ନଟ ।
ସଙ୍କଟ ମୋଚନ ପାଲଟିଲେ ପୁଲିସ୍ କମିଶନର
*ଓଡିଶା ପୁଲିସ୍ରେ ଗତ ୫ଦିନ ଧରି ଲାଗିଥିବା କଳାଦାଗକୁ ଛଡାଇବାରେ ଗ୍ରହଣ କଲେ ପ୍ରମୁଖ ଭୂମିକା ।
*ଧୈର୍ଯ୍ୟର ସହ ସମସ୍ୟାକୁ ସାମ୍ନା ସହ ହାଇଦରକୁ ନିଶ୍ଚିତ ଗିରଫ କରାଯିବ ବୋଲି ଦେଇଥିଲେ ଦୃଢୋକ୍ତି ।
*ଫେରାର କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦରକୁ କଲେ ଗିରଫ ।
ମୋରିସଙ୍କ ଧମାକାରେ ରୟାଲ୍ସ ବିଜୟୀ
ମୁମ୍ବାଇ : କ୍ରିସ ମୋରିସଙ୍କ ଧମାକାରେ ଜବରଦସ୍ତ ବିଜୟ ହାସଲ କରିଛି ରାଜସ୍ଥାନ ରୟାଲ୍ସ । ଗତ ମ୍ୟାଚରେ ସହଜ ବିଜୟରୁ ଅଳ୍ପକେ ପରାଜୟବରଣ କରିଥିବା ରାଜସ୍ଥାନ କିନ୍ତୁ ଏହି ମ୍ୟାଚ୍ରେ ପରାଜୟମୁହାଁ ମ୍ୟାଚକୁ ଜିତିନେଇଛି । ଦିଲ୍ଲୀ କ୍ୟାପିଟାଲ୍ସ ରାଜସ୍ଥାନ ରୟାଲ୍ସ ଆଗରେ ୧୪୮ ରନର ବିଜୟ!-->…
ଆଇପିଏଲ ୨୦୨୧: ଦିଲ୍ଲୀ କ୍ୟାପିଟାଲ୍ସର ବ୍ୟାଟିଂ ବିପର୍ଯୟ
ମୁମ୍ବାଇ: ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଆଜି ଚଳିତ ଆଇପିଏଲର ୭ମ ମ୍ୟାଚ ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ ରାଜସ୍ଥାନ ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଚଳିତ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ଏପର୍ୟ୍ୟନ୍ତ!-->…
ଧରାପଡ଼ିଲା ହାଇଦର
ଭୁବନେଶ୍ୱର : କଟକ ଏସସିବି ମେଡିକାଲରୁ ଚମ୍ପଟ ମାରି ପୋଲିସ ସହ ୫ ଦିନର ଲୁଚକାଳି ଖେଳ ପରେ ଶେଷରେ ଧରାପଡିଲା କୁଖ୍ୟାତ ଅପରାଧି ଗ୍ୟାଙ୍ଗଷ୍ଟର ହାଇଦର । ଚର୍ଚ୍ଚା ହେଉଥିଲା ଯେ, ହାଇଦର ବାଂଲାଦେଶ ପଳାଇଯାଇଥିବା ସୂଚନା ମିଳିଥିଲା । ତେବେ ସବୁ କଳ୍ପନାଜଳ୍ପନା ଅନ୍ତ ଘଟିଛି । ହାଇଦରକୁ!-->…
ଆନ୍ତଃରାଜ୍ୟ ବସ ଚଳାଚଳ ଉପରେ କଟକଣା
ଭୁବନେଶ୍ବର: ରାଜ୍ୟ ବାହାରକୁ ଯାଉଥିବା ବସର ଗମନାଗମନ ଉପରେ କଡା କଟକଣା ଲଗାଇଛନ୍ତି । ପୂର୍ବରୁ ଛତିଶଗଡ ଯାଉଥିବା ବସଗୁଡିକର ଯାତାୟତ ଉପରେ ସରକାର ରୋକ ଲଗାଇଥିବା ବେଳେ ଆସନ୍ତା ୧୯ରୁ ଆନ୍ତଃରାଜ୍ୟ ବସ ଚଳାଚଳ ଉପରେ କଟକଣା ଲଗାଇବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ତେବେ ରାଜ୍ୟ ଭିତରେ!-->…
