Odia News Portal
Monthly Archives

April 2021

ରେଡିଓରେ ସମ୍ବାଦ ପରିବେଷଣ ନେଇ ସୋଆ କମ୍ୟୁନିଟିର ଅଭିନବ ପ୍ରୟାସ

ଭୁବନେଶ୍ୱର: ସୂଚନା ଏପରି ଏକ ମାଧ୍ୟମ ଯାହାଦ୍ୱାରା ଆଜି ମଣିଷ ପ୍ରଗତି ପଥରେ ଆଗେଇ ଚାଲିଛି । ପୂର୍ବରୁ ଲୋକଙ୍କୁ କୌଣସି ବିଷୟରେ ଜାଣିବା ପାଇଁ ଅନେକ ପ୍ରୟାସ କରିବାକୁ ପଡ଼ୁଥିଲା । କିନ୍ତୁ ବର୍ତମାନ ଇଣ୍ଟରନେଟ୍ ଯୁଗରେ ସୂଚନା ଏବେ ହାତ ପାହନ୍ତାରେ ଉପଲବ୍ଧ । କିନ୍ତୁ ସେହି ସୂଚନା ଠିକ୍ ନା

ଯାତ୍ରା ଜଗତକୁ ଡବଲ ଝଟକା

ଭୁବନେଶ୍ବର: ଯାତ୍ରା ଜଗତକୁ ଡବଲ ଝଟକା । ଗୋଟିଏ ଦିନରେ ଚାଲିଗଲା ଦୁଇ ବରିଷ୍ଠ କଳାକାରଙ୍କ ଜୀବନ । ମଙ୍ଗଳବାର ସକାଳେ ହାସ୍ୟ ଅଭିନେତା ଜଗବନ୍ଧୁ ରାଉତ(ଜଗା)ଙ୍କ ମୃତ୍ୟୁ ଘଟିଥିବା ବେଳେ ରାତିରେ ଅଭିନେତା ତୃପ୍ତି ପଣ୍ଡା ଆରପାରିକୁ ଚାଲିଯାଇଛନ୍ତି। ମଞ୍ଚରେ ହସାଇ ହସାଇ ବେଦମ କରୁଥିବା

ବିଜୟଠୁ ୧ ରନ ପଛରେ ରହିଗଲା ଡିସି

ଅହମ୍ମଦାବାଦ: ରୋମାଞ୍ଚକର ମୁକାବିଲା ଦିଲ୍ଲୀ କ୍ୟାପିଟାଲ୍ସ ୧ ରନରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନିକଟରୁ ପରାସ୍ତ ହୋଇଛି। ରୋମାଞ୍ଚରେ ଭରପୂର ଏହି ମ୍ୟାଚରେ ଆରସିବି ପ୍ରଥମେ ବ୍ୟାଟିଂ କରି ୫ ୱିକେଟ୍ ହରାଇ ୧୭୧ ରନ୍ କରିଥିଲା । ଜବାବରେ ଦିଲ୍ଲୀ ୪ ୱିକେଟ ହରାଇ ୧୭୦ ରନ୍ କରି ମାତ୍ର ୧

ସାହିତ୍ୟ ସାଧକଙ୍କ ବିୟୋଗରେ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ

ଭୁବନେଶ୍ୱର- ଯାହାଙ୍କ ପାଖେ ଶବ୍ଦ ବି ନିଶବ୍ଦ ହୋଇ ଯାଉଥିଲା ସେ ହେଉଛନ୍ତି ବିଶିଷ୍ଟ ସାହିତ୍ୟ ସାଧକ ମନୋଜ ଦାସ । ତାଙ୍କ ପରଲୋକରେ କେବଳ ଓଡ଼ିଶା ନୁହେଁ ସମଗ୍ର ଭାରତୀୟ ସାହିତ୍ୟ ଜଗତରେ ଏକ ଯୁଗର ଅନ୍ତ ଘଟିଛି । ଦୀର୍ଘ ୮ ମାସ ଧରି ପୁଡୁଚେରୀରେ ରହି ଚିକିତ୍ସିତ ହେଉଥିଲେ । ପୁଡୁଚେରୀ

ଚାଲିଗଲେ ଓଡ଼ିଆ ସାହିତ୍ୟର ମଉଡମଣି

ଭୁବନେଶ୍ୱର : ବିଶିଷ୍ଟ ସାରସ୍ୱତ ସାଧକ ତଥା ଓଡ଼ିଆ ସାହିତ୍ୟର ମଉଡମଣି ମନୋଜ ଦାସଙ୍କର ଆଜି ପରଲୋକ ହୋଇଛି । ମୃତୁ୍ୟବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ପୁଡୁଚେରୀ ସ୍ଥିତ ଅରବିନ୍ଦ ଆଶ୍ରମ ନର୍ସିଂହୋମ୍ରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କର

ବିପର୍ଯ୍ୟୟର ମୁକାବିଲା ଆମର ମୂଳମନ୍ତ୍ର: ମୁଖ୍ୟମନ୍ତ୍ରୀ

*ଔଷଧ ମହଜୁବ ଓ ଅକ୍‌ସିଜେନ ଯୋଗାଣ ଉପରେ ଗୁରୁତ୍ୱ | *ପ୍ରତି ଜୀବନ ରକ୍ଷା ପାଇଁ ଆମର ପ୍ରୟାସ ଜାରି ରହିଛି | *ଗୋଟିଏ ସଂକ୍ରମଣ କମିଲେ ଚାପ କମିବ | *ତ୍ରୁଟି ଶୂନ୍ୟ ଯୋଜନା ପାଇଁ ଜିଲ୍ଲାପାଳ,ଏସପିଙ୍କୁ ନିର୍ଦ୍ଦେଶ |

ପ୍ରଥମ ଲହର ଠାରୁ ଦ୍ୱିତୀୟ ଲହର କରୁଛି ଅଧିକ ସଂକ୍ରମଣ

ଭୁବନେଶ୍ୱର: କରୋନା ସ୍ଥିତିକୁ ନେଇ ସୂଚନା ଦେଲେ ରାଜ୍ୟ ସରକାର । କରୋନାର ଦ୍ୱିତୀୟ ଲହରକୁ ନେଇ ବିଭିନ୍ନ ପରାମର୍ଶ ଦେଇଛନ୍ତି ବିଷେଶଜ୍ଞ । ପୂର୍ବରୁ କୋଭିଡ ସହ ଲଢି ଆମେ ସଫଳତା ପାଇଛନ୍ତି । ଦ୍ୱିତୀୟ ଲହରକୁ ନେଇ ଜନସାଧାରଣ ଆତଙ୍କିତ ଅଛନ୍ତି । କୋଭିଡ ଦ୍ୱିତୀୟ ଲହରକୁ ମୁକିବିଲା କରିବାକୁ

କରୋନା ଲଢ଼େଇରେ ନବୀନ ରାଷ୍ଟ୍ରନାୟକ

ଭୁବନେଶ୍ୱର: ଦୀର୍ଘ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ଧରି ଓଡିଶାର ମାଟି, ପାଣି, ପବନ ସହ ଜଡିତ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଆଙ୍କ ସୁଖ ଦୁଃଖର ସାଥୀ ହୋଇଛନ୍ତି । ଅନେକ ବିପତ୍ତି ସମୟରେ ମୁଖ୍ୟମନ୍ତ୍ରୀ ଆଗକୁ ଆସି ସାହସର ସହ ମୁକାବିଲା କରିଛନ୍ତି । କେବଳ ରାଜ୍ୟ ନୁହେଁ ଦେଶ

ପଶ୍ଚିମ ଓଡ଼ିଶା ଦାୟିତ୍ୱରେ ୧୨ ବରିଷ୍ଠ ଓଏଏସ୍

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୧୨ ଓଏଏସଙ୍କୁ ପଠାଗଲା ପଶ୍ଚିମ ଓଡ଼ିଶା | ପଶ୍ଚିମ ଓଡ଼ିଶାରେ କରୋନା ସଂକ୍ରାମିତଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ସେଥିପାଇଁ ୧୨ ଓଏଏସ୍ କରୋନା ମୁକାବିଲା ପାଇଁ ପଶ୍ଚିମ ଓଡ଼ିଶା ପଠା ଯାଇଛି। ତୁରନ୍ତ ସଂପୃକ୍ତ

ସୋସିଆଲ ମିଡ଼ିଆରେ ଚର୍ଚ୍ଚାରେ ‘ପିପିଇ କିଟ୍ ବାହାଘର’

କେରଳ: କୋଭିଡ ହସ୍ପିଟାଲରେ ପଡ଼ିଲା ହାତ ଗଣ୍ଠି । ପିପିଇ କିଟ୍ ପିନ୍ଧି ବିବାହ ବେଦୀରେ ବସିଲେ କନିଆଁ । ଆଉ ସାତ ଜନମର ସାଥି ହେଲେ କେରଳର ଏହି ନବ ଦମ୍ପତ୍ତି । କେରଳର ଏମିତି ଏକ ବାହାଘର ଏବେ ଚର୍ଚ୍ଚାରେ ରହିଛି । ବର ଜଣକ ବିଦେଶରେ ରହି ଚାକିରି କରନ୍ତି । ବିଦେଶରୁ ଫେରି କରୋନା