Odia News Portal
Monthly Archives

May 2021

ଜାଣନ୍ତୁ ‘ବ୍ଲାକ ଫଙ୍ଗସ’ର ଲକ୍ଷଣ ଏବଂ ଉପଚାର….

ଭୁବନେଶ୍ବର: ଦେଶରେ କରୋନା ସଂକ୍ରମିତ ବ୍ୟକ୍ତିମାନଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢି ଚାଲିଥିବା ସମୟରେ ଏବେ ବ୍ଲାକ ଫଙ୍ଗସ୍ ବଡ଼ ସମସ୍ୟା ହୋଇ ସାମ୍ନାକୁ ଆସିଛି।ତେବେ ଆସନ୍ତୁ ଜାଣିବା ଏହି ରୋଗର ଲକ୍ଷଣ ଏବଂ ଉପଚାର ପ୍ରକ୍ରିୟା ବିଷୟରେ:- 'ବ୍ଲାକ ଫଙ୍ଗସ’ର ଲକ୍ଷଣ ମଧ୍ୟରେ ଆଖି କିମ୍ବା ନାକ

କମୁଛି ସଂକ୍ରମଣ: ଦିନକରେ ୯୭୯୩ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଧିରେ ଧିରେ କମୁଛି ସଂକ୍ରମଣ ।ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୯୭୯୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୫୪୬୬୬ ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୨୫୯ ଜଣ ସ୍ଥାନୀୟ ବାସିନ୍ଦା

ରାଜ୍ୟରେ ବ୍ଲାକ୍ ଫଙ୍ଗସ୍ ରୋଗୀ ଚିହ୍ନଟ, ଆସନ୍ତୁ ଜାଣିବା ଏହା ବିଷୟରେ

ଭୁବନେଶ୍ୱର : ଓଡିଶାରେ ଚିହ୍ନଟ ହେଲେ ବ୍ଲାକ୍ ଫଙ୍ଗସ୍ ରୋଗୀ । ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କ ପାଖରେ ବ୍ଲାକ୍ ଫଙ୍ଗସ୍ ଚିହ୍ନଟ ହୋଇଛି । ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ଭଲ ଅଛି ବୋଲି ଡିଏମଇଟିଙ୍କ ପକ୍ଷରୁ ପ୍ରେସ୍ ରିଲିଜ୍

ଇସ୍ପାତ୍ ପ୍ଲାଣ୍ଟଦ୍ୱାରା ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ବୃଦ୍ଧି

ନୂଆଦିଲ୍ଲୀ/ଭୁବନେଶ୍ୱର : କୋଭିଡ-୧୯ର ସଂକଟ ସମୟରେ ଦେଶରେ ଇସ୍ପାତ୍ କାରଖାନା ଦ୍ୱାରା ଉତ୍ପାଦିତ ଲିକୁଇଡ୍ ମେଡ଼ିକାଲ ଅକ୍ସିଜେନ(ଏଲଏମଓ)ର ଯୋଗାଣ ଓ ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ନିଆଯାଉଥିବା ପଦକ୍ଷେପ ନେଇ ସୋମବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଇସ୍ପାତ୍

ବ୍ୟବସାୟୀଙ୍କୁ ଗଞ୍ଜାମ ଜିଲ୍ଲାପାଳଙ୍କ ଚେତାବନୀ

-ଚିକିତ୍ସା କ୍ଷେତ୍ରରେ କୌଣସି ଅବହେଳା ହେବ ନାହିଁ – ଜିଲ୍ଲାପାଳ - ପଞ୍ଚସୂତ୍ରୀ ନିୟମ ନମାନିଲେ ୧୯ ଯାଏଁ ଦୋକାନ ବନ୍ଦ -ରିପୋର୍ଟ ପଜିଟିଭ ଥିଲେ ବାହାଘରକୁ ମିଳିବନି ଅନୁମତି

ଦିଲ୍ଲୀକୁ ୧୩୩ ଟନ୍ ଅକ୍ସିଜେନ୍ ପରିବହନ

ଭୁବନେଶ୍ୱର : ପ୍ରଥମ ଥର ପାଇଁ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳରୁ ଟାଟା ଷ୍ଟିଲ୍ ସାଇଡିଂ, ଜାଖପୁରା ଠାରୁ ଲିକ୍ୱିଡ୍ ମେଡିକାଲ୍ ଅକ୍ସିଜେନ୍ ପଠାଯାଇଛି । ୧୩୩.୨୦ ଟନ୍ ଲିକ୍ୱିଡ୍ ମେଡିକାଲ୍ ଅକ୍ସିଜେନ୍ ଜାଖପୁରାରୁ ଦିଲ୍ଲୀକୁ ପରିବହନ କରାଯାଇଥିଲା । ସାତଟି କ୍ରାଓଜେନିକ୍ ଟ୍ୟାଙ୍କର୍

ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି : ଟିକା ସଂଗ୍ରହ ପାଇଁ ଡକାଯିବ ଗ୍ଲୋବାଲ ଟେଣ୍ଡର

ଟିକା ସଂଗ୍ରହ ପାଇଁ ଡକାଯିବ ଗ୍ଲୋବାଲ ଟେଣ୍ଡର । ରାଜ୍ୟବାସୀଙ୍କୁ ଯେମିତି ଟିକା ସୁବିଧାରେ ଉପଲବ୍ଧ ହୋଇପାରିବ, ସେନେଇ ପଦକ୍ଷେପ ନେଇଛନ୍ତି ସରକାର । ଟିକା ସଂଗ୍ରହ କରିବା ପାଇଁ ଗ୍ଲୋବାଲ ଟେଣ୍ଡର ଡାକିବେ ରାଜ୍ୟ ସରକାର । ଗ୍ଲୋବାଲ ଟେଣ୍ଡର ଜାରି ପାଇଁ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି

ସଂକ୍ରମଣକୁ ଟକ୍କର ଦେଉଛି ସୁସ୍ଥ, ୯୭୦୬ ସୁସ୍ଥ

ଭୁବନେଶ୍ୱର : ରାଜ୍ୟରେ ୧୦ ହଜାର ଉପରେ ସଂକ୍ରମଣ ରହୁଥିବାବେଳେ ରେକର୍ଡ ପରିମାଣରେ ସୁସ୍ଥ ହେଉଛନ୍ତି ।ରାଜ୍ୟରେ ଆଜି ୯୭୦୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୭୮୭ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୧୧୦୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ

ଦିଲ୍ଲୀ, ଗୋଆ ଟ୍ରେନ୍ ଯାତ୍ରୀଙ୍କ ପାଇଁ କଠିନ ନିୟମ

ଭୁବନେଶ୍ୱର ; ଟ୍ରେନ୍ ଦ୍ୱାରା ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଦିଲ୍ଲୀ ଏବଂ ଗୋଆ ସରକାରଙ୍କ ପକ୍ଷରୁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋଟୋକଲ୍ (SOP) ଜାରି କରାଯାଇଛି। ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶରୁ ଟ୍ରେନ ଯୋଗେ ଦିଲ୍ଲୀ ଯାଉଥିବା ଏବଂ ଦେଶର ଯେକୌଣସି ସ୍ଥାନରୁ ଗୋଆ ଯାଉଥିବା