Odia News Portal
Monthly Archives

June 2021

ଆଜି କରିସ୍ମା କପୁରଙ୍କ ଜନ୍ମଦିନ

ମୁମ୍ବାଇ: କରିସ୍ମା କପୁର । ଏହି ନାମ ହିଁ ଟଥେଷ୍ଟ । ସମସ୍ତେ ଏହି ଅଭିନେତ୍ରୀଙ୍କୁ ଜାଣନ୍ତି । ୯୦ ଦଶକରେ ବଲିଉଡ଼ରେ ତାଙ୍କର ବେଶ ପତିଆରା ଥିଲା । ଆଜି ମଧ୍ୟ ସେ ବେଶ ସୁନ୍ଦର ଦେଖାଯାଉଛନ୍ତି । ଆଜି ହେଉଛି ଏହି ସୁନ୍ଦରୀ ଅଭିନେତ୍ରୀ କରିସ୍ମା କପୁରଙ୍କ ଜନ୍ମଦିନ । ୪୭ ବର୍ଷ ବୟସରେ ପାଦ

ପଟାଙ୍ଗୀର ପୂର୍ବତନ ବିଧାୟିକା ଚନ୍ଦ୍ରମା ସାନ୍ତାଙ୍କ ବିୟୋଗ

କୋରାପୁଟ: କୋରାପୁଟ ଜିଲ୍ଲା ପଟାଙ୍ଗୀ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ଚନ୍ଦ୍ରମା ସାନ୍ତାଙ୍କ ପରଲୋକ । ହୃଦରୋଗରେ ପିଡିତ ହୋଇ ଦୀର୍ଘଦିନ ହେବ ଚିକିତ୍ସିତ ହେଉଥିଲେ । ଆଜି ତାଙ୍କ ବାସ ଭବନ ମାଳତିପୁଟ ପଞ୍ଚାୟତ ସିପାଇପୁଟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସକାଳ ୭ଟାରେ ସେ

ସ୍ତ୍ରୀର ତଣ୍ଟି କାଟି ହତ୍ୟା କଲା ସ୍ୱାମୀ

ଜଟଣୀ: ସାତ ଜନ୍ମଲାଗି ସାଥୀ ହୋଇ ରହିବାକୁ ଅଗ୍ନୀକୁ ସାକ୍ଷୀ ରଖି ବାହା ହୋଇଥିଲେ । ମାତ୍ର ଗୋଟିଏ ଜନ୍ମ ଅଧା ନହେଉଣୁ ସ୍ତ୍ରୀକୁ ହତ୍ୟା କରିଛି ସ୍ୱାମୀ । ସାମାନ୍ୟ କଥାକଟିରୁ ହତ୍ୟା ଅଭିଯୋଗ । ଋଣ କିସ୍ତି ଶରଗ୍ଦଗ୍ଦକ୍ଟ ନପାରିବାକ କଥାରୁ ସ୍ତ୍ରୀକୁ ଧରୁଆ ଅସ୍ତ୍ରରେ କାଟିଦେଲା ସ୍ୱାମୀ ।

ଆସୁଛି ତ୍ରୈଲୋକ୍ୟଙ୍କ ଆଉ ଏକ ନୂଆ ଗୀତ

ଭୁବନେଶ୍ୱର: ମୁଁ ଇସ୍କୁଲରେ ପଢ଼ୁଛି, ମୁଁ ପ୍ରଥମ ଶ୍ରେଣୀରେ ପଢ଼ୁଛି । ମୁଁ କଣ ଶୁଣିଲେ ଯେ ଏଇ ସ୍କୁଲ ଉଠି ଯାଉଛି । ପ୍ରଥମ ଶ୍ରେଣୀରେ ପଢ଼ୁଥିବା ବାଲିପାଟଣା ଆମଣାକୁଦ ଗାଁର ତ୍ରୈଲୋକ୍ୟ ରାୟଙ୍କ ଏହି ବାଇଟ୍ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ଏପରିକି ତାଙ୍କ ଡାଇଲକକୁ ନେଇ ଗୀତ ମଧ୍ୟ

ଆତ୍ମହତ୍ୟା କଲେ ସ୍କୁଲ ଶିକ୍ଷକ

ନୂଆଦିଲ୍ଲୀ : ବିଷାଦଗ୍ରସ୍ତ କଲା ମହମାରୀ । ଆତ୍ମହତ୍ୟା କଲେ ଘରୋଇ ସ୍କୁଲ ଶିକ୍ଷକ । ରାଜଧାନୀ ଦିଲ୍ଲୀରେ ଜଣେ ସ୍କୁଲ ଶିକ୍ଷକ ଆତ୍ମହତ୍ୟା କରିବା ପରେ ଚାରିଆଡ଼େ ହଇଚଇ ସୃଷ୍ଟି ହୋଇଛି । ବିଗତ ଦୁଇ ବର୍ଷ ଧରି ବେତନ ନମିଳିବାରୁ ଚିନ୍ତାରେ ଥିଲେ ଶିକ୍ଷକ । ଲକଡାଉନ୍ ସମୟରେ ଘର ଚଳାଇବା

ଭୁବନେଶ୍ୱର ଏକ ନମ୍ବର ହାଟ ବନ୍ଦ ନିର୍ଦ୍ଦେଶ ଦେଲା ବିଏମସି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ପ୍ରସିଦ୍ଧ ଏକ ନମ୍ବର ହାଟକୁ ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ବନ୍ଦ ନିର୍ଦ୍ଦେଶ ଦେଲା ବିଏମସି । ଉଭୟ ହୋଲସେଲର ଓ ଣିଟେଲର ବ୍ୟବସାୟୀଙ୍କ ଲାଗି ବନ୍ଦ ରହିବ ହାଟ । କୋଭିଡ ସଂକ୍ରମଣ ବଢ଼ିବା ଆଶଙ୍କାରେ ବିଏମସି ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି । ତେବେ ଏଠାରେ

ଅନଲାଇନରେ ହେବ ୟୁଜି ପିଜି ପରୀକ୍ଷା

ଭୁବନେଶ୍ୱର: ୟୁଜି ପିଜି ପରୀକ୍ଷା ନେଇ ଆଜି ସବୁ ଡିଗ୍ରୀ କଲେଜର ଅଧ୍ୟାପକଙ୍କ ସହ ବୈଠକ କରିଛନ୍ତି ମନ୍ତ୍ରୀ ଅରୁଣ ସାହୁ । ତେବେ ଚଳିତ ବର୍ଷ ଅନଲାଇନରେ ପରୀକ୍ଷା ଦେବେ ଛାତ୍ର ଛାତ୍ରୀ । ପିଲାଙ୍କ ପରିକ୍ଷା ଦାୟିତ୍ୱ ନେବେ ଶିକ୍ଷକ । ପ୍ରତି ଶିକ୍ଷକଙ୍କ ମନିଟରିଙ୍ଗରେ ରହିବେ କିଛି ଛାତ୍ର

ଆଜିଠୁ ଯୁକ୍ତ ୨ ଛାତ୍ର ଛାତ୍ରୀଙ୍କୁ ମିଳିବ ଆଡମିଟ୍ କାର୍ଡ଼

ଭୁବନେଶ୍ୱର: ଜୁଲାଇ ୩୧ ସୁଦ୍ଧା +୨ ଫଳ ପ୍ରକାଶ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସଇ) ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଆସନ୍ତା ଜୁଲାଇ ଶେଷ ସୁଦ୍ଧା ଫଳ ପ୍ରକାଶ କରିବା ଲାଗି ସିଏଚ୍ଏସ୍ଇ ମଧ୍ୟ ଯୋଜନା ପ୍ରସ୍ତୁତ କରୁଛି ।

ବିନା ପରୀକ୍ଷାରେ ଆଜି ପ୍ରକାଶ ପାଇବ ମେଟ୍ରିକ ରେଜଲ୍ଟ

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ମେଟ୍ରିକ ରେଜଲ୍ଟ । ଚଳିତବର୍ଷ କରୋନା କଟକଣାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇନଥିଲେ । ମାତ୍ର ଆଜି ଅପରାହ୍ନ ୪ଟାରେ ପ୍ରକାଶ ପାଇବ ରେଜଲ୍ଟ । ସଂଧ୍ୟା ୬ଟା ପରେ ବୋର୍ଡ ୱେବସାଇଟ୍ରେ ଫଳାଫଳ ଉପଲବ୍ଧ ହେବ । www.bseodisha.ac.in ଓ

ଆକାଶ ପାଠକଙ୍କୁ ମିଳିଲା ଜାମିନ୍‌

କଟକ: ଟାଟା କମ୍ପାନୀରେ ଚାକିରୀ ଦେବା ଅଭିଯୋଗରେ ଫସିଥିବା ଆଇଏଫଏସ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କୁ ଆଜି ହାଇକୋର୍ଟରୁ ମିଳିଛି ସର୍ତ୍ତମୂଳକ ଜାମିନ । ବୈଦ୍ୟନାଥପୁର ଥାନାରେ ହୋଇଥିବା ମାମଲାରେ ତାଙ୍କୁ ମିଳିଛି ଜାମିନ୍ । ତେବେ ସେ ଖୁବଶୀଘ୍ର ଜେଲରୁ ମୁକୁଳିବେ ବୋଲି ତାଙ୍କ ଓକିଲା