Odia News Portal
Monthly Archives

June 2021

ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରିବା ଅଭିଯୋଗରେ ଯୁବକ ଗିରଫ

ଭୁବନେଶ୍ୱର: ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ ଯୁବକ । ପ୍ରତ୍ୟାଖାନ କରିବା ପରେ ବିଭିନ୍ନ ଧମକ ଦେଇଥିଲା ଦୁର୍ବୁତ୍ତ । ଶେଷରେ ଯୁବତୀଙ୍କ ବିବାହ ଅନ୍ୟତ୍ର ଠିକ ହେବା ପରେ ଫଟୋରେ ଅଶ୍ଳିଳତା ରଖି ସୋସିଆଲ ମିଡିଆରେ ଭାଇରାଲ କରିଥିଲା । ଥାନାରେ ମାମଲା ରୁଜୁ ହେବା ପରେ ପୋଲିସ ଅଭିଯୁକ୍ତକୁ

ମଦ ଦୋକାନ ତାଲା ଭାଙ୍ଗି ଲୁଟିନେଲେ

ବଲାଙ୍ଗୀର: ଲକଡାଉନରେ ମାତିଛନ୍ତି ଲୁଟେରା । କେତେବେଳେ ଲୁଗା ଦୋକାନରୁ ଚୋରି କଲେଣି ତ ଆଉ କେତେବେଳେ ରାସନ ଦୋକାନରୁ । ଆଉ ଏବେ ମଦ ଦୋକାନ ତାଲା ଭାଙ୍ଗି ମଦ ନେଇଯାଇଥିବା ଖବର ଆସିଛି । ବଲାଙ୍ଗୀର ଜିଲ୍ଲା କଦମପଡ଼ାରେ ଥିବା ମଦ ଦେକାନରେ ଚୋରି ହୋଇଥିବା ଅଭିଯୋଗ ହୋଇଛି । ୫ଲକ୍ଷ ଟଙ୍କାରୁ

ନାଗିନ୍ ଡ୍ୟାନ୍ସ କଲେ ନିଲମ୍ବିତ ହେଲେ…

ଯାଜପୁର: ତହସିଲଦାରଙ୍କୁ ନାଗିନ୍ ଡ୍ୟାନ୍ସରେ ନାଚିବା ପଡ଼ିଲା ମହଙ୍ଗା । ଭାଇ ବାହାଘରରେ ଧୁମ୍ ନାଚିଲେ । କୋଭିଡ କଟକଣାକୁ ଅବମାନନା କରିଥିବା କାରଣରୁ ଚାକିରୀରୁ ନିଲମ୍ବିତ ହୋଇଛନ୍ତି ସୁକିନ୍ଦା ତହସିଲଦାର ବୁଲବୁଲ ବେହେରା । ଭାଇ ବାହାଘରରେ ନାଚିବା ନେଇ ମାନବାଧିକାର କମିସନ ପକ୍ଷରୁ ଚଳିତ

ରାଜଧାନୀରେ କିନ୍ନରଙ୍କ ଟିକାକରଣ ଆରମ୍ଭ

ଭୁବନେଶ୍ୱର: ବିଏସି ପକ୍ଷରୁ ରାଜଧାନୀରେ କିନ୍ନରଙ୍କୁ ସ୍ୱତନ୍ତ୍ର ଭାବେ ଦିଆଯାଉଛି ଟିକା । ବିନା ସ୍ଲଟ ବୁକିଂରେ ସେସନ ଜରିଆରେ ଟିକା ଦିଆଯାଉଛି । ସଖା ତରଫରୁ ସମସ୍ତ କିନ୍ନରଙ୍କ ତାଲିକା ପ୍ରସ୍ତୁତ କରାଯାଇ ଟିକାକରଣ କରାଯାଉଛି । ୟୁନିଟ୍ ୯ ଭୁବନେଶ୍ୱରସ୍ଥିତ ବାଳକ ବିଦ୍ୟାଳୟରେ ୧୦୦ଜଣ

ପରଲୋକରେ ଓଡ଼ିଆ ଆଇଏସ ଡ. ଗୁରୁପ୍ରସାଦ ମହାପାତ୍ର

ଭୁବନେଶ୍ୱର: କରୋନାର ଚାଲିଗଲା ଓଡ଼ିଆ ଆଇଏଏସ ଅଫିସର ଡ. ଗୁରୁପ୍ରସାଦ ମହାପାତ୍ରଙ୍କ ଜୀବନ । ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ DPIITର କେନ୍ଦ୍ର ସଚିବ ଥିଲେ । ଗୁରୁପ୍ରସାଦ ମହାପାତ୍ର ୧୯୮୬ ବ୍ୟାଚ ଗୁଜରାଟ କ୍ୟାଡର ଆଇଏଏସ ଅଫିସର ଥିଲେ ।

ବାହାବେଦୀ ବଦଳରେ ମଶାଣୀ ଗଲା ବର

ଭଦ୍ରକ: ଲଗ୍ନ ସରିଥିଲା । ନିମନ୍ତ୍ରଣ ପତ୍ର ବି ବଂଟା ହୋଇଥିଲା । ଆଜି ବାହା ବେଦୀରେ ବସିଥାନ୍ତା ବର । ଦାଣ୍ଡ ଦୁଆରେ ଯୋଡି ନାଗରା ଆଉ ଶୁଭବିବାହର ଚିତ୍ର ବି ଅଙ୍କା ହୋଇଥିଲା । ହେଲେ ନିମିଶକେ ସବୁ କିଛି ଛାରଖାର କରିଦେଲା କରୋନା । ବାହୁନି କାନ୍ଦୁଛି ମା , ଛାତିର କୋହକୁ ଚାପି ପାରୁନି

ନଜର ପକାନ୍ତୁ ଦେଶର କରୋନା ଅପଡେଟ୍ ଉପରେ…

ନୂଆଦିଲ୍ଲୀ: ଦେଶରେ ତଳମୁହାଁ କରୋନା ମିଟର । ୨ହଜାର ତଳକୁ ରହିଛି କରୋନା ମୃତ୍ୟୁ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍ଜନିତ ମହାମାରୀ ସଂକ୍ରମଣସଂଖ୍ୟା ୬୦ ହଜାରରୁ କିଛି ଅଧିକ ଥିବା ବେଳେ ମୃତ୍ୟୁସଂଖ୍ୟା ୧.୬ ହଜାରରୁ ସାମାନ୍ୟ ଅଧିକ ଥିବା ରେକର୍ଡ କରାଯାଇଛି। ଗତକାଲି

ଆଜି ରାହୁଲ ଗାନ୍ଧୀଙ୍କ ଜନ୍ମଦିନ

ନୂଆଦିଲ୍ଲୀ: ଆଜି କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କ ଜନ୍ମଦିନ । ତାଙ୍କ ଜନ୍ମଦିନକୁ ଦିଲ୍ଲୀ କଂଗ୍ରେସ ସେବା ଦିବସ ରୂପେ ପାଳନ କରିଛି । ଆଜି ଦିଲ୍ଲୀରେ ଗରୀବ ଲୋକଙ୍କୁ ମାଗଣାରେ ରନ୍ଧା ଖାଦ୍ୟ ବଣ୍ଟନ କରିବ ଦଳ । ମାସ୍କ, ସାନିଟାଇଜର ଓ ମେଡିସିନ କିଟ୍ ମଧ୍ୟ ଲୋକଙ୍କୁ ବଣ୍ଟାଯିବ ।

ତପୁମିଶ୍ରଙ୍କ ଚିକିତ୍ସା ଲାଗି ବିଭିନ୍ନ ମହଲରୁ ମିଳୁଛି ସହଯୋଗ

ଭୁବନେଶ୍ୱର: ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ତପୁମିଶ୍ର କରୋନାରେ ଆକ୍ରାନ୍ତ ଅଛନ୍ତି । ତାଙ୍କ ଚିକିତ୍ସାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ସହଯୋଗ ଲୋଢ଼ିଛନ୍ତି ପରିବାର । ବିଭିନ୍ନ ମହଲରୁ ମଧ୍ୟ ସହଯୋଗ ମିଳିଥିବା କହିଛନ୍ତି ତାଙ୍କ ପରିବାର । ତପୁ ମିଶ୍ରଙ୍କ ଚିକିତ୍ସା ନିମନ୍ତେ

ମିଲଖାଙ୍କ ପରଲୋକରେ କ୍ରୀଡ଼ା ଜଗତରେ ଶୋକର ଛାୟା

ନୂଆଦିଲ୍ଲୀ: ଭାରତୀୟ ଦୌଡ଼କୁଦ ଜଗତର କିମ୍ବଦନ୍ତୀ ପୁରୁଷ ମିଲ୍ଖା ସିଂହଙ୍କ ପରଲୋକ ଘଟିଛି, ସେ କରୋନା ପରବର୍ତ୍ତୀ ଜଟିଳତାରେ ପୀଡିତ ଥିଲେ ଓ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ଗତ ମେ’ ମାସରେ ସେ କରୋନାରେ ଆକ୍ରାନ୍ତ ହେବା ପରେ ସୁସ୍ଥ