Odia News Portal
Monthly Archives

June 2021

ନିର୍ମାଣ ହୋଇନି ନୂଆ ବ୍ରିଜ, ପୁରୁଣାକୁ ଭାଙ୍ଗି ଦେଲା ପ୍ରଶାସନ

ଭଦ୍ରକ: ନୂଆ ବ୍ରିଜ ନିର୍ମାଣ ପାଇଁ ଭଙ୍ଗା ହେଲା ପୁରୁଣା ବ୍ରିଜ । ଭଦ୍ରକ କୁଆଁସ ସ୍ଥିତ ସାଳନ୍ଦୀ ନଦୀ ଉପରେ ଥିବା ଅର୍ଜୁନ ବ୍ରିଜକୁ ଭଙ୍ଗା ହେବାକୁ ବିତିଗଲାଣି ପ୍ରାୟ ୮ ମାସ । କିନ୍ତୁ ଏ ପର୍ଯ୍ୟନ୍ତ ଆରମ୍ଭ ହୋଇନି ନୂଆ ବ୍ରିଜ କାମ । ବ୍ରିଜ ଭାଙ୍ଗିିବାର ଆବଶ୍ୟକ ନଥାଇ ମଧ୍ୟ ରାତା ରାତି

ବ୍ରିଜ ଫଟାଇଦେଲେ ବାଲି ମାଫିଆ

ଧର୍ମଶାଳା : ଫାଟିକି ଆଁ କଲାଣି ଦୀର୍ଘ ୧୫ ବର୍ଷର ବ୍ରିଜ୍‌ । ଏଭଳି ଦୃଶ୍ୟ ହେଉଛି ଯାଜପୁର ଜିଲ୍ଲା ଧର୍ମଶାଳା ଅନ୍ତର୍ଗତ କାଏମା ବ୍ରିଜ୍‌ର । ଗତ କିଛି ଦିନ ହେଲାଣି ଉତରପ୍ରତାପ ବାଲିଘାଟରୁ ଆରଡି ରୋଡରେ ଏହି ବ୍ରିଜ ଦେଇ ଟ୍ରିପ୍‌୍ ଟ୍ରିପ୍ ବାଲି ନେଇ ଯାତାୟତ କରୁଛନ୍ତି ବାଲି ମାଫିଆ ।

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୨ଜୀବନ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥର ହାତୀବାରି ପେଟ୍ରୋଲ ପମ୍ପ ନିକଟରେ ରବିବାର ମଧ୍ୟ ରାତ୍ରରେ ଏକ କ୍ୟାମ୍ପର ଅଜଣା ୧୨ଚକିଆ ଟ୍ରକ ପଛରେ ଧକ୍କା ଦେଇ ଦୁର୍ଘଟଣା ଗ୍ରସ୍ଥ ହୋଇଛି । ଦୁର୍ଘଟଣାରେ କ୍ୟାମ୍ପରରେ ଥିବା ଜଣେ ଯୁବକଙ୍କର ଘଟଣା ସ୍ଥଳରେ ମୃତ୍ୟୁ

ପହିଲି ରଜରେ ଦୋକାନ ଖୋଲିଥିଲେ, ସିଲ୍ କଲା ବିଏମସି

ଭୁବନେଶ୍ୱର: ପହିଲି ରଜରେ ଲୁଗା ଦୋକାନ ଖୋଲିଥିଲେ । ଭଲ ଦି ପଇସା ପାଇବା ଆଶା ରଖିଥିଲେ ଦୋକାନୀ । ହେଲେ କରୋନା କଟକଣାକୁ ଅମାନ୍ୟ କରିବାରୁ ସିଲ୍ ହେଲା ଦୋକାନ । ରାଜଧାନୀ ଭୁବନେଶ୍ୱରସ୍ଥିତ ପଟିଆ ହାଟରେ ଆଜି ସକାଳୁ ସକାଳୁ ଦେଖିବାକୁ ମିଳିଥିଲା ଲୋକଙ୍କ ଭିଡ଼ । ବଡ଼ ବଡ଼ ସୋ’ରୁମ ବନ୍ଦ

ବିଧବା ମହିଳାଙ୍କ ହାତ ଗୋଡ଼ ବାନ୍ଧି ପିଟିଲେ ପଡୋଶୀ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା କାଳିଆପଦା ଗାଁରୁ ଆସିଲା ଅଭାବନୀୟ ଖବର । ଜଣେ ବିଧାବା ମହିଳାଙ୍କ ହାତଗୋଡ଼ ବାନ୍ଧି ପିଟିଲେ ପଡୋଶୀ । ତାଙ୍କ ଚରିତ୍ରକୁ ସନ୍ଦେହ କରି ମାଡ଼ ମାରିଥିବା ଅଭିଯୋଗ ହୋଇଛି । କୁଆମରା ଫାଣ୍ଡିରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି

ଭୁବନେଶ୍ୱରରେ କାର୍ଯ୍ୟକ୍ଷମ ହେଲା ଇକମୋ ମେସିନ୍‌

ଭୁବନେଶ୍ୱର: ଆଉ ଇକମୋ ଚିକିତ୍ସା ଲାଗି ବାହାରକୁ ଯିବାକୁ ପଡ଼ିବନି । ଏଥରକ ଭୁବନେଶ୍ୱରରେ ଉପଲବ୍ଧ ହେବ ଏହି ଚିକିତ୍ସା ସୁବିଧା । ଭୁବନେଶ୍ୱର କିମ୍ସରେ କାର୍ଯ୍ୟକ୍ଷମ ହୋଇଛି ମେସିନ । ସଫଳତାର ସହ ମେସିନ କାର୍ଯ୍ୟକ୍ଷମ ହୋଇଥିବା ସୂଚନା ଦେଇଛନ୍ତି ମେଡିକାଲ କତ୍ତୃପକ୍ଷ । ରାଜ୍ୟର ଅଳ୍ପ କିଛି

ରଜରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାର ଗଣପର୍ବ ରଜରେ ଶୁଭେଚ୍ଛା ଜଣାଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ କରୋନା କଟକଣାକୁ ମାନି ଋକ୍ସ ପାଳିବାକୁ ନିବେଦନ କରିଛନ୍ତି । ସେପଟେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଓ

ଘର ଛାଡି ପଳାଇଛି ପୁଅ, ହନ୍ତସନ୍ତ ବୁଢ଼ୀ ମା’

ଉମରକୋଟ: ବୃଦ୍ଧା ଅବସ୍ଥାରେ ହନ୍ତସନ୍ତ ହେଉଛନ୍ତି । ଏହି ବୃଦ୍ଧା ଜଣକ ହେଉଛନ୍ତି ନବରଙ୍ଗପୁର ଉମରକୋଟର ମାଳିଗୁଡାର । ଏ ହେଉଛନ୍ତି ବୃଦ୍ଧା ସୁବରୀ ମାଳି । ବୟସ ମାତ୍ର ୭୭ ବର୍ଷ । ଝାଟି ମାଟି କୁଡିଆ ଖଣ୍ଡେ ସାହା ହୋଇଥିବା ବେଳେ ଏବେ ବର୍ଷା ସାଜିଛି କାଳ । । ସୁରବୀଙ୍କ ପୁଅ ୨୫ ପର୍ଷ

ରଜରେ ଫିକା ପଡ଼ିଛି ପାନ ବେପାର

ଭୁବନେଶ୍ୱର: ଆଜି ହେଉଛି ପହିଲି ରଜ । ରଜ ପର୍ବରେ ପାନ ସମସ୍ତେଙ୍କ ପସନ୍ଦ ପାଲଟିଥାଏ । ପରମ୍ପରା ଅନୁଯାୟୀ ରଜରେ ପାନର ଚାହିଦା ରହିଛି । ଏପରିକି ରଜ ସମୟରେ ପାନ ବେପାରୀମାନେ ମିଠାପାଠ ତିଆରି କରି ଭଲ ଦି ପଇସା ମଧ୍ୟ ପାଇଥାନ୍ତି । ବିଭିନ୍ନ ଭେରାଇଟର ପାନ ମଧ୍ୟ ତିଆରି ଚର୍ଚ୍ଚାରେ

୧୦ ବର୍ଷର ଶିଶୁକୁ ଗ୍ରାସିଛି ହସ ରୋଗ

(ଉଦଳା): ହସିବା ଶରୀର ପକ୍ଷେ ହିତକାରକ । ତେବେ ଏମିତି ଜଣେ ବାଳକ ଅଛି ଯାହାକୁ ଗ୍ରାସ କରିଛି ହସ ରୋଗ । ଯେଉଁଠି ବସୁଛି ଯେ ବସି ରହୁଛି । ଅନ୍ୟମନସ୍କ ହୋଇ ହସୁଛି ଯେ ହସୁଛି । ଭିନ୍ନ ଏକ ଯନ୍ତ୍ରଣାରେ ଜର୍ଜରିତ ଏ ହେଉଛି ମୟୁରଭଂଜ ଜିଲ୍ଲା କପ୍ତିପଦା ବ୍ଲକ ମରାସାହିର ଜାରକା ସିଂ । ବୟସ