Odia News Portal
Monthly Archives

June 2021

ସାରା ରାଜ୍ୟରେ ଲମ୍ବିଛି ନକଲି ଔଷଧର ଚେର

ଭୁବନେଶ୍ୱର: କରୋନା ସମୟରେ ମାତିଛନ୍ତି ନକଲି ଔଷଧ ବେପାରୀ । ରାଜ୍ୟରେ ଦୁଇଦିନ ମଧ୍ୟରେ ଅନେକ ସ୍ଥାନରୁ ଜବତ ହେଲାଣି ନକଲି ମେଡିସିନ । ଟଙ୍କ ଲାଗି ଲୋକଙ୍କ ଜୀବନକୁ ବାଜିରେ ଲଗାଉଛନ୍ତି ଅସାଧୁ ବ୍ୟବସାୟୀ । ପ୍ରଥମେ କଟକରୁ ଜବତ ହେବା ପରେ ଏହା ଲିଙ୍କରେ ଥିବା ରାଉରକେଲାରୁ ମଧ୍ୟ ଜବତ

୮ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଆଜି ସାରା ରାଜ୍ୟରେ ଛୁଇଁଛି ମୌସୁମୀ । ଏହାର ପ୍ରବାରେ ରାଜ୍ୟରେ ଆରମ୍ଭ ହୋଇଯାଇଛି ବର୍ଷା । କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଥିବା ମଧ୍ୟ ନଜରକୁ ଆସିଛି । ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ମଧ୍ୟରୁ ୮ଟିରେ ପ୍ରବଳରୁ ଅତି

ଗୋଳିଆ ହେଉଛି ୟୁପି ରାଜନୀତି, ଏମିତି କହିଲେ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ

ଲକ୍ଷୌ: ଆସନ୍ତା ବର୍ଷ ଅର୍ଥାତ ୨୦୨୨ରେ ହେବାକୁ ଯାଉଛି ଉତ୍ତରପ୍ରଦେଶ ସାଧାରଣ ନିର୍ବାଚନ । ଯାହାକୁ ନେଇ ଏବେଠାରୁ ଆରମ୍ଭ ହେଲାଣି ଚର୍ଚ୍ଚା । ଜାତୀୟ ଗଣମାଧ୍ୟମରେ ଏବେଠାରୁ ମଧ୍ୟ ୟୁପି ରାଜନୀତି ହେଡଲାଇନ୍ସ ହେଉଛି । ନିକଟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର

ଆସନ୍ତାକାଲି ରଜ, ଆଜି ସଜବାଜ

ଭୁବନେଶ୍ୱର: ରାତି ପାହିଲେ କୃଷିଭିତ୍ତିକ ପର୍ବ ରଜ । ଆସନ୍ତାକାଲି ହେଉଛି ଓଡ଼ିଶାର ଗଣପର୍ବ ମଧ୍ୟରେ ଅନ୍ୟତମ ପର୍ବ ରଜ । ଯଦିଓ ତିନିଦିନ ରଜ ହୋଇଥାଏ ତେବେ ରଜ ପୂର୍ବଦିନ ସଜବାଜ ଓ ରଜ ଶେଷଦିନ ଅଥବା ବସୁମତି ସ୍ନାନକୁ ମିଶାଇ ୫ଦିନ ପାଳନ କରାଯାଏ । ଚଳିତ ବର୍ଷ କରୋନା ମହାମାରୀ ଲାଗି ଲକଡାଉନ

ଜନ୍ମଦିନରେ ବିକିନି ପିନ୍ଧା ଫଟୋ ସେୟାର କଲେ ଅଭିନେତ୍ରୀ ଦିଶା ପାଟାନୀ

ମୁମ୍ବାଇ: ଆଜି ହେଉଛି ବଲିଉଡ ଅଭିନେତ୍ରୀ ଦିଶା ପାଟାନୀଙ୍କ ଜନ୍ମଦିନ । ନିଜ ଜନ୍ମଦିନ ଅବସରରେ ଏକ ବିକିନି ପିନ୍ଧା ଫଟୋ ପୋଷ୍ଟ କରିଛନ୍ତି ଦିଶା । ମାଳଦ୍ୱୀପରେ ଉଠାଇଥିବା ଏକ ଥ୍ରୋବ୍ୟାକ ଫଟୋକୁ ପୋଷ୍ଟ କରିଛନ୍ତି ସେ । ଯେଉଁଥିରେ କି ଏକ ଗୋଲାପୀ ରଙ୍ଗର ବିକିନି ପିନ୍ଧିଥିବା ନଜର ଆସିଛନ୍ତି

ଜାଡେଜାଙ୍କୁ ପ୍ରଂଶସା କଲେ ୱାର୍ଣ୍ଣର

ନୂଆଦିଲ୍ଲୀ: ଭାରତୀୟ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ପ୍ରଂଶସା କରିଛନ୍ତି ଅଷ୍ଟ୍ରେଲିୟ ଧୁଆଁଧାର ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ଣ୍ଣର । ନିକଟରେ ଇଂଲଣ୍ଡରେ ଆୟୋଜନ ହେବାକୁଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନସିପରେ ଭାରତର ସାମ୍ଭବ୍ୟ ୧୧ ଜଣିଆ ଦଳରେ ଜାଡେଜାଙ୍କୁ ସାମିଲ କରିବାକୁ କହିଛନ୍ତି

ଉତ୍ତରାଖଣ୍ଡ ବିଧାନସଭାର ବିରୋଧୀ ଦଳ ନେତ୍ରୀ ଇନ୍ଦିରା ହ୍ରିଦୟେସଙ୍କ ବିୟୋଗ

ନୂଆଦିଲ୍ଲୀ: କରୋନା କାଳରେ ଦୁଃଖଦ ଖବର । କଂଗ୍ରେସର ବରିଷ୍ଠ ନେତ୍ରୀ ତଥା ଉତ୍ତରାଖଣ୍ଡ ବିଧାନସଭାର ବିରୋଧ ଦଳ ନେତ୍ରୀ ଇନ୍ଦିରା ହ୍ରିଦୟେସଙ୍କ ପରଲୋକ ହୋଇଛି । ଆଜି ଦିଲ୍ଲୀର ଉତ୍ତରାଖଣ୍ଡ ଭବନରେ ତାଙ୍କର ପରଲୋକଙ୍କ ହୋଇଛି । ହୃଦଘାତରୁ ତାଙ୍କର ମୃତ୍ୟୁ ହୋଇଛି । ଆଜି ତାଙ୍କୁ ଦିଲ୍ଲୀରୁ

ଦିନେ ଅନ୍ୟକୁ ରକ୍ତଦାନ କରୁଥିଲେ ଆଜି ଜୀବନ ସହ ଲଢ଼ୁଛନ୍ତି, ସହଯୋଗ କରିବାକୁ ପରିବାରର ଆକୁଳ ନିବେଦନ

ନୟାଗଡ଼: ରକ୍ତଦାନ ମହତ ଦାନ । ଏହି ଲକ୍ଷ୍ୟରେ ଦିନେ ଅନ୍ୟମାନଙ୍କୁ ରକ୍ତଦାନ କରୁଥିଲେ । ସାଙ୍ଗମାନଙ୍କ ସହ ମିଶି ରକ୍ତ ଶିବିରର ମଧ୍ୟ ଆୟୋଜନ କରୁଥିଲେ । ଆଜି କିନ୍ତୁ ଜୀବନ ସହ ଲଢ଼ୁଛନ୍ତି । ନୟାଗଡ଼ ଜିଲ୍ଲାର ଯୁବକ ଅମୂଲ୍ୟ । କରୋନାରେ ପିଡିତ ହୋଇଛନ୍ତି । ଏବେ ତାଙ୍କର ଇକମୋ ଚିକିତ୍ସା

ମୁକୁଲଙ୍କୁ ଟାର୍ଗେଟ କଲେ ଦିଲ୍ଲୀପ

କୋଲକାତା: ବିଜେପି ଛାଡ଼ି ପୁଣିଥରେ ଟିଏମସିକୁ ଫେରିଛନ୍ତି ପଶ୍ଚିମବଙ୍ଗର ଚର୍ଚ୍ଚିତ ରାଜନେତା ମୁକୁଲ ରାୟ । ବିଜେପି ଛାଡ଼ିବା ପରେ ତାଙ୍କୁ ଭାଷାରେ ସମାଲୋଚନା କରିଛନ୍ତି ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ଦିଲ୍ଲୀପ ଘୋଷ । ସେ କହିଛନ୍ତି କି ଯିଏ କଟ ମନିରେ ଅଭ୍ୟସ୍ତ ସେମାନେ ବିଜେପିରେ ରହିପାରିବେ

ଦିଲ୍ଲୀରେ ଆରମ୍ଭ ହେଲା ଅନଲକ୍ ପ୍ରକ୍ରିୟା

ନୂଆଦିଲ୍ଲୀ: ଦିଲ୍ଲୀରେ ଆରମ୍ଭ ହୋଇଛି ଅନଲକ୍ ପ୍ରକ୍ରିୟା । ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କ୍ରେଜ୍ରିୱାଲ ଏନେଇ ସୂଚନା ଦେଇଛନ୍ତି । ଗାଇଡ ଲାଇନ ମୁତାବକ ସକାଳ ୧୦ଟାରୁ ରାତି ୮ଟା ଯାଏଁ ସମସ୍ତ ଦୋକାନ ଖୋଲା ରହିବ । ଅନ୍ୟପଟେ ସ୍କୁଲ, କଲେଜ ସହ ସମସ୍ତ ଶିକ୍ଷାନୁଷ୍ଠାନ, ସ୍ୱିମିଂ ପୋଲ, ସିନେମା