Odia News Portal
Monthly Archives

June 2021

ତାରାଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଜୟପୁର ବିଧାୟକ ତାରା ବାହିନୀପତିଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏକ ଟ୍ୱିଜ ଜରିଆରେ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଟ୍ୱିଟରରେ ଲେଖିଛନ୍ତି କି, ଜୟପୁର ବିଧାୟକ ତାରା ବାହିନୀପତି କୋଭିଡ ସଂକ୍ରମିତ ହୋଇଥିବା ଜାଣି ମୁଁ ଚିନ୍ତିତ ।

ପ୍ରକୃତିପ୍ରେମୀ ନବୀନ

ଭୁବନେଶ୍ୱର: ଗତକାଲିଥିଲା ବିଶ୍ୱ ପରିବେଶ ଦିବସ । ଏହି ଅବସରରେ ଗଛ ଲଗାଇଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ ଏକ ଗଛ ଲଗାଇବାର ଫଟୋ ଟ୍ୱିଟରରେ ପୋଷ୍ଟ କରିଛନ୍ତି ।

ଦରଦୀବନ୍ଧୁ ଚିନ୍ମୟୀ

ଅନୁଗୁଳ: ସ୍ୱାର୍ଥପର ଦୁନିଆରେ ମଣିଷ ନିଜର ସୁବିଧା ଖୋଜିଥାଏ । ନିଜର ସ୍ୱାର୍ଥ ଲାଗି ଅନ୍ୟକୁ ବଳି ପକାଇବାକୁ ମଧ୍ୟ ପଛାଇନଥାଏ । କିନ୍ତୁ ଆଜି ବି ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ କି ଏହି ମହାମାରୀରେ ନିଜ ଜୀବନକୁ ବାଜିରେ ଲଗାଇ ଅନ୍ୟକୁ ସହଯୋଗର ହାତ ବଢ଼ାଉଛନ୍ତି । ଯେଉଁମାନଙ୍କ ମଧ୍ୟରେ

ବିସ୍ଥାପିତଙ୍କୁ ମିଳିନି ମୌଳିକ ସୁବିଧା

ନୂଆପଡା: ଭିଟାମାଟି ଗଲା । ଜମିବାଡି ବି ଗଲା । ନିର୍ମାଣ ହେଲା ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ । ହେଲେ ବିସ୍ଥାପତିଙ୍କୁ ମିଳିଲାନି ମୌଳିକ ସୁବିଧା । ୨୦୨୦ ମସିହାରେ ରାଜ୍ୟ ସରକାରଙ୍କ ଦ୍ୱାରା ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଆରମ୍ଭ ହୋଇଥିଲା । ଠିକ୍ ଅହାର ୨୦ ବର୍ଷ ପରେ ଅର୍ଥାତ ୨୦୨୦

ଖାଇଗଲେ ବିଧବାଙ୍କ ଭତା ଟଙ୍କା

ନୟାଗଡ: ସରପଂଚ ଖାଇଗଲେ ବିଧବାଙ୍କ ଭତା ଟଙ୍କା ! ଗରୀବ ବୋଲି ଠକି ଦେଲେ ଭୋଟ ନେଇଥିବା ନେତା ! ସରକାରୀ ଅଧିକାରୀଙ୍କ ମିଲିଭଗତରେ ଲୁଟ ହେଉଛି ମଳିମୁଣ୍ଡିଆଙ୍କ ଭତା ଓ ଚାଉଳ । ଏଭଳି । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଗାତେରି ଗ୍ରାମପଂଚାୟତରୁ । ହିତାଧିକାରୀଙ୍କ

ବିଜେପି ଯୁବମୋର୍ଚ୍ଚା ବାଲେଶ୍ୱର ପ୍ରଭାରୀ ରଞ୍ଜିତ କୁମାର ପ୍ରଧାନଙ୍କୁ ହତ୍ୟା

ଉଦଳା: ବିଚ ରାସ୍ତାରେ ମର୍ଡର । ବିଜେପି ଯୁବନେତାଙ୍କୁ ପିଟି ପିଟି ହତ୍ୟା । ଗାଡି ସାଇଡ ମରାରୁ ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ । ଗାଡିର ଇଣ୍ଡିକେଟର ଦେଇ ନଥିଲେ ବୋଲି ବାଲେଶ୍ୱର ଜିଲ୍ଲା ଯୁବମୋର୍ଚ୍ଚା ପ୍ରଭାରୀ ରଂଜିତ ପ୍ରଧାନଙ୍କୁ ଅତି ନିର୍ମମ ଭାବେ କରାଯାଇଛି ହତ୍ୟା । ଗତକାଲି

ଆଜିଠୁ ଅଭ୍ୟାସ କରିବ ବିରାଟ ବାହିନୀ

ସାଉଥମ୍ପଟନ୍‌: ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଲାଗି ଇଂଲଣ୍ଡ ଗସ୍ତରେ ଯାଇଥିବା ଟିମ ଇଣ୍ଡିଆ ଆଜିଠାରୁ ଅଭ୍ୟାଭ ଆରମ୍ଭ କରିବ । ଜୁନ୍ ୧୮ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ମ୍ୟାଚ ଖେଳିବ ବିରାଟ ବାହିନୀ । ଗୁରୁବାର ସାଉଥାମ୍ପଟନ୍ରେ ପହଞ୍ଚିଥିବା ବିରାଟ କୋହଲିଙ୍କ ଦଳ ୩ ଦିନିଆ ସଙ୍ଗରୋଧ ପରେ ଏବେ

ଟିକାକୁ ନେଇ ବିଜେପି-ବିଜେଡି କଳି

ଭୁବନେଶ୍ୱର: ଟିକାକୁ ନେଇ ବିଜେପି ଓ ବିଜେଡି ମଧ୍ୟରେ କଳି ଦେଖାଦେଇଛି । ବିଜେଡି ସାଂସଦ ଅମର ପଟ୍ଟନାୟକ ଗତକାଲି ଗଣମାଧ୍ୟମକୁ ଏକ ପ୍ରତିକ୍ରିୟାରେ କହିଥିଲେ କି କୋଭାକ୍ସିନକୁ ଡବ୍ଲୁଏଚଓ ଅନୁମୋଦନ ନଦେବା କାରଣରୁ ଛାତ୍ରଛାତ୍ରୀମାନେ ବିଦେଶ ଯାତ୍ରା କରିବାରେ ବାଧା ଉପୁଜୁଛି । ତେବେ ଏଦିଗରେ

ମୋଦିଙ୍କୁ ପ୍ରଶ୍ନକଲେ କେଜ୍ରିୱାଲ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶ୍ନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଘରକୁ ଘର ରାସନ ଯୋଜନା ବନ୍ଦ କରିବା ପରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଯଦି ଦେଶରେ ପିଜା,ବର୍ଗର ମୋବାଇଲ ଭଳି ଘରକୁ ହୋମ

ସଟଡାଉନରେ ମାତିଛନ୍ତି ଲୁଟେରା

ଭୁବନେଶ୍ୱର: ଲକଡାଉନ ଓ ସଟାଉନର ସୁଯୋଗ ନେଇ ମାତିଛନ୍ତି ଲୁଟେରା । ବାଲେଶ୍ୱରରୁ ବଲାଙ୍ଗୀର ସବୁଠି ହେଉଛି ଲୁଟ୍ । ପ୍ରତିଦିନ ଏଭଳି ଖବର ଘଟୁଥିବା ଦେଖିବାକୁ ମିଳିଛି । ତେବେ ଲକଡାଉନରେ ଲୁଟେରାମାନେ ଅଧିକ ସକ୍ରିୟ ହୋଇ ଉଠିଥିବା ଶୁଣାଯାଉଛି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଲୁଟେରାଙ୍କ