Odia News Portal
Yearly Archives

2021

ଇଡିର ସମନ, ହାଜର ହେଲେନି ଜ୍ୟାକଲିନ୍

ମୁମ୍ବାଇ: ୨୦୦ କୋଟି ଟଙ୍କା ଠକେଇ ଘଟଣାରେ କୋନ୍ମ୍ୟାନ୍ ସୁକେଶ ଚନ୍ଦ୍ରଶେଖରଙ୍କ ସହ ସମ୍ପୃକ୍ତି ଥିବା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହେବା ନିମନ୍ତେ ପାଇଥିବା ସମନ୍କୁ ବଲିଉଡ୍ ଅଭିନେତ୍ରୀ ଜାକ୍ୟୁଲିନ୍ ଫର୍ଣ୍ଣାଣ୍ଡିଜ୍ ଆଜି ଏଡ଼ାଇ ଦେଇଛନ୍ତି। ଗତକାଲି ମଧ୍ୟ ସେ ‘ଇଡି’ର ସମନ

ସ୍ତ୍ରୀର ଗଳା କାଟିଲା, ନିଜେ ଆତ୍ମହତ୍ୟା କଲା ସ୍ୱାମୀ

ପୁରୀ: ପାରିବାରିକ କଳହର କରୁଣ ପରିଣତି। ସ୍ତ୍ରୀର ଗଳାକାଟି ସ୍ୱାମୀର ଆତ୍ମହତ୍ୟା। ପିପିଲି ତେଇଶପୁର ପଞ୍ଚାୟତ ନିର୍ମଳା ଗାଁରେ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହରୁ ସ୍ୱାମୀ ଧାରୁଆ ଅସ୍ତ୍ରରେ ସ୍ତ୍ରୀର ଗଳା କାଟି ହତ୍ୟା ଉଦ୍ୟମ ପରେ ନିଜେ ରଶି ଲଗାଇ ସ୍ୱାମୀର ଆତ୍ମହତ୍ୟା କରିଛି।

ରାଜ୍ୟରେ ସ୍କୁଲ ଖୋଲିବାକୁ ନେଇ ଏମିତି କହିଲେ ଡିଏମଇଟି

ଭୁବନେଶ୍ୱର: ରାଜ୍ୟରେ ସ୍କୁଲ ଖୋଲିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି ସିବିକେ ମହାନ୍ତି । ସେ କହିଛନ୍ତି ଦେଢ଼ବର୍ଷରୁ ଉର୍ଦ୍ଧ୍ବ ସମୟ ହେବ ଶିକ୍ଷା କ୍ଷେତ୍ର ପ୍ରଭାବିତ । ପିଲାମାନଙ୍କ ଭବିଷ୍ୟତକୁ ନେଇ ଖେଳିହେବନି । ବର୍ତ୍ତମାନ ବିଶ୍ବର କେତେକ ଦେଶ ଓ ରାଜ୍ୟରେ ସ୍କୁଲ

ରାଜ୍ୟରେ ବଢ଼ିଲା ବସ୍ ଭଡ଼ା

ଭୁବନେଶ୍ୱର: ରାଜ୍ୟରେ ପୁଣି ବଢ଼ିଲା ବସ୍ ଭଡ଼ା । ସାଧାରଣ ଓ ଏକ୍ସପ୍ରେସ ବସରେ ଭଡ଼ା କିଲୋମିଟର ପ୍ରତି ୩ ପଇସା ବୃଦ୍ଧି ହୋଇଛି । ସାଧାରଣ ବସରେ ଯାତ୍ରା କଲେ ଏଣିକି କିଲୋମିଟର ପ୍ରତି ୯୨ ପଇସା ଦେବାକୁ ହେବ । ପୂର୍ବରୁ ସାଧାରଣ ବସ ଭଡ଼ା ଥିଲା ୮୯ ପଇସା । ସେହିପରି ଏକ୍ସପ୍ରେସ ବସ୍

୨୦୨୩ ଏସିଆ କପ ଆୟୋଜନ କରିବ ପାକିସ୍ତାନ

ନୂଆଦିଲ୍ଲୀ: ୨୦୨୩ରେ ହେବାକୁ ଥିବା ଏସିଆ କପ୍କୁ ପାକିସ୍ତାନ ଆୟୋଜନ କରିବ। ଏହି ଇଭେଣ୍ଟ ଦିନିକିଆ ଭିତ୍ତିରେ ଖେଳାଯିବ। ଏହାର ପରବର୍ତ୍ତୀ ବର୍ଷ ଶ୍ରୀଲଙ୍କା ଟି୨୦ ଫର୍ମାଟରେ ଏସିଆ କପ୍ ଆୟୋଜନ କରିବ। ଏ ନେଇ ଦୁବାଇରେ ଅନୁଷ୍ଠିତ ଏସିଆନ୍ କ୍ରିକେଟ କାଉନ୍ସିଲ (ଏସିସି) ବୈଠକରେ ନିଷ୍ପତ୍ତି

ଆଜି ପୁଣି ବଢ଼ିଲା ପେଟ୍ରୋଲ୍ ଓ ଡିଜେଲ୍ ଦର

ଭୁବନେଶ୍ୱର: ଆଜି ପୁଣି ବଢ଼ିଲା ପେଟ୍ରୋଲ୍ ଓ ଡିଜେଲ୍ ଦର । ପେଟ୍ରୋଲ ଲିଟର ପିଛା ୩୬ ପଇସା ଓ ଡିଜେଲ୍ ଲିଟର ପିଛା ୩୮ ପଇସା ବୃଦ୍ଧି ପାଇଛି । ଫଳରେ ଭୁବନେଶ୍ୱରରେ ଆଜି ପେଟ୍ରୋଲ୍ ଲିଟର ପିଛା ୧୦୬ ଟଙ୍କା ୦୬ ପଇସା ଓ ଡିଜେଲ ଲିଟର ପିଛା ୧୦୨ ଟଙ୍କା ୪୦ ପଇସା ରହିଛି । ମାଲକାନଗିରିରେ

ଆରମ୍ଭ ହେଲା ମହାପ୍ରଭୁଙ୍କ ରାଧାଦାମୋଦର ବେଶ

ପୁରୀ : ଆଶ୍ଵିନ ଶୁକ୍ଳ ଏକାଦଶୀ ତିଥି ଅର୍ଥାତ ଶନିବାରଠାରୁ ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ ହୋଇଛି। ରତ୍ନସିଂହାସନରେ ରାଧାଦାମୋଦର ବେଶରେ ଦର୍ଶନ ଦେଇଛନ୍ତି ମହାପ୍ରଭୁ। ଠାକୁରଙ୍କର ଏହି ମହାର୍ଘ ବେଶ କାର୍ତ୍ତିକ ମାସ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। କାର୍ତ୍ତିକ ଶୁକ୍ଳ

ନଭେମ୍ବର ୨ରୁ ଭୁବନେଶ୍ୱରରୁ ଜୟପୁର ବିମାନ ସେବା

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୨ ତାରିଖରୁ ମନ୍ଦିରମାଳିନୀ ସହର ଭୁବନେଶ୍ୱରରୁ ଗୋଲାପି ସହର ଜୟପୁର(ରାଜସ୍ଥାନ)କୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ ବୋଲି ସୂଚନା ଦେଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସୂଚନାଯୋଗ୍ୟ, ଗତ

ଜାଣନ୍ତୁ ଆଜି ଦେଶରେ କଣ ରହିଛି କରୋନାର ସ୍ଥିତି

ନୂଆଦିଲ୍ଲୀ: ଦେଶରେ କରୋନାଭାଇରସ୍‌ଜନିତ ମହାମାରୀ ବ୍ୟାପିବା ଦିନ ଠାରୁ ଆଜି ଦୈନିକ ସଂକ୍ରମଣ ସଂଖ୍ୟା ୧୬ ହଜାରରୁ ଯଥେଷ୍ଟ ଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ୨ ଶହରୁ କମ୍‌ ଅଛି।କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଶନିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ

ବନ୍ଧାହେଲେ ମନୀଷଙ୍କ ୩ ସାଙ୍ଗ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ମୃତ୍ୟୁ ରହସ୍ୟ ଧିରେ ଧିରେ ଖୋଲିବାକୁ ଲାଗିଛି । ମନୀଷ ଅନୁରାଗ ମୃତ୍ୟୁ ମାମଲାରେ ବନ୍ଧାହେଲେ ୩ ସାଙ୍ଗ । ଘନ ଘନ ଜେରା ପରେ ମନୀଷଙ୍କ ୩ ସାଙ୍ଗକୁ ଗିରଫ କରିଛି କମିଶନରେଟ୍ ପୋଲିସ । ମୃତ୍ୟୁଞ୍ଜୟ ମିଶ୍ର ଓରଫ ମୁନ୍ନା,