Odia News Portal
Yearly Archives

2021

ବାତିଲ ହେଲା ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ

ପୁରୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆସନ୍ତା ୧୮ ତାରିଖରେ ହେବାକୁ ଥିବା ପୁରୀ ଗସ୍ତ ବାତିଲ ରଖାଯାଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭୂମିପୂଜା ପାଇଁ ଏହି ମାସ ୧୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ କାର୍ୟ୍ୟକ୍ରମ ଥିଲା । ତେବେ, ଲଘୁଚାପ ପରବର୍ତ୍ତୀ ବାତ୍ୟା ସମ୍ଭାବନା

ଜାଣନ୍ତୁ ଆଜି ଦେଶରେ କଣ ରହିଛି କରୋନାର ସ୍ଥିତି

ନୂଆଦିଲ୍ଲୀ: ଦେଶରେ କରୋନାଭାଇରସ୍ଜନିତ ମହାମାରୀ ବ୍ୟାପିବା ଦିନ ଠାରୁ ଆଜି ଦୈନିକ ସଂକ୍ରମଣ ସଂଖ୍ୟା ୧୫ ହଜାରରୁ ଯଥେଷ୍ଟ ଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ୨ ଶହରୁ କିଛି ଅଧିକ ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ବୁଧବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା

ବଢିବା ବଦଳରେ ମଜୁରୀ କମୁଛି, ଶୋଷଣର ଶିକାର ହେଉଛନ୍ତି ରାଜଧାନୀର ସଫେଇ କର୍ମଚାରୀ

ଭୁବନେଶ୍ୱର : ସ୍ମାର୍ଟସିଟିକୁ ସଫାସୁତୁରା କରୁଥିବା ସଫେଇ କର୍ମଚାରୀଙ୍କ ମଧ୍ୟରୁ ଅଧିକାଂଶ ଏବେ ଶୋଷଣର ଶିକାର । କାହାକୁ ଦିନକୁ ୨୦୦ ଟଙ୍କା ତ ଆଉ କାହାକୁ ୨୫୦ଟଙ୍କାର ମଜୁରୀ ମିଳୁଛି । ବିଶେଷକରି ଘରୋଇ ସଂସ୍ଥା ଯେଉଁସବୁ ୱାର୍ଡର ସଫେଇ ଦାୟିତ୍ୱ ନେଇଛି ସେଠାରେ ଏଭଳି ହେଉଛି । ତେବେ ଛଟେଇ

ଜାଣନ୍ତୁ ଆଜି ରାଜ୍ୟର କେଉଁ ଜିଲ୍ଲାରୁ କେତେ ସଂକ୍ରମିତ ଚିହ୍ନଟ ହେଲେ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୧୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୫୭ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୨୫୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୬୮ ଜଣ ଶିଶୁ ଓ କିଶୋର କରୋନା

ପୁଣି ମହଙ୍ଗା ହେଲା ସିଏନ୍‌ଜି ଓ ପିଏନ୍‌ଜି ଦର

ନୂଆଦିଲ୍ଲୀ: ପୁଣି ମହଙ୍ଗା ହେଲା ସିଏନ୍‌ଜି ଓ ପିଏନ୍‌ଜି ଦର। ଜାତୀୟ ରାଜଧାନୀ ଦିଲ୍ଲୀରେ ସିଏନ୍‌ଜି ଓ ପିଏନ୍‌ଜି ପାଇଁ ମୂଲ୍ୟ ସଂଶୋଧନ କରାଯାଇଛି। ଯାହା ଅକ୍ଟୋବର ୧୩ ତାରିଖ ସକାଳ ୬ ଟାରୁ କାର୍ଯ୍ୟକାରୀ ହେବ। ଦିଲ୍ଲୀରେ ସିଏନ୍‌ଜି ମୂଲ୍ୟ ବର୍ତ୍ତମାନ ୪୯.୭୬ ଟଙ୍କା ଥିବାବେଳେ ପିଏନଜି

ଆଜି ରାଜ୍ୟରେ ୭ ଜୀବନ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ସଂପ୍ରତି କରୋନାର ସ୍ଥିତି ସ୍ଥିର ରହିଛି । ଫଳରେ ମୃତ୍ୟୁସଂଖ୍ୟା, ଆକ୍ଟିଭ କେସ, ଆଇସିୟୁ ସଂଖ୍ୟା, ହସ୍ପିଟାଲାଇଜେସନ ସଂଖ୍ୟା କମୁଛି । ଯାହାକି ରାଜ୍ୟ ପାଇଁ ଆଶ୍ୱସ୍ତିକର ବିଷୟ ବୋଲି ଡାକ୍ତରମାନେ ମତ ଦେଇଛନ୍ତି । ରାଜ୍ୟରେ ବର୍ତ୍ତମାନ ଦୈନିକ ସଂକ୍ରମଣ ଏକ ହଜାର ତଳକୁ

ଆଜି ମାଣିକେଶ୍ୱରୀଙ୍କ ଛତର ଯାତ୍ରା

ଭବାନୀପାଟଣା: ଶହ ଶହ ବର୍ଷ ଧରି ପାଳିତ ହୋଇ ଆସୁଥିବା କଳାହାଣ୍ଡିର ଇଷ୍ଟଦେବୀ ମାଁ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ଏ ବର୍ଷ ବିନା ଭକ୍ତରେ ନିରାଡ଼ମ୍ବର ଭାବରେ ପାଳିତ ହେବ । ସମ୍ପୂର୍ଣ୍ଣ କରୋନା କଟକଣାରେ ସମ୍ପନ୍ନ ହେବ ଯାତ୍ରା । ଏ ବର୍ଷ ବଳିକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ତେବେ ଭୟ ଓ

ଆଜି ପବିତ୍ର ମହାଷ୍ଟମୀ

ଭୁବନେଶ୍ୱର: ମା’ ଆସିଛନ୍ତି ଧରାପୃକୁ । ଦିଲ୍ଲୀରୁ ପଲ୍ଲୀ ସବୁଠି ହୋଇ ଉଠିଛି ଉତ୍ସବ ମୁଖର । ଆଜି ମାଙ୍କ ମହାଷ୍ଟମୀ ପୂଜା । ଚଳିତ ବର୍ଷ କୋଭିଡ କଟକଣାରେ ପାଳନ କରାଯାଉଛି । ନବରାତ୍ରୀର ଅଷ୍ଟମୀ ତିଥିରେ ମା’ ଦୁର୍ଗା ‘ମହାଗୌରୀ’ ରୂପରେ ପୂଜା ପାଆନ୍ତି। ମା’ଙ୍କ ଏହି ‘ମହାଗୌରୀ’ ରୂପ ଧାରଣ

ଅକ୍ଟୋବର 18 ରୁ ସମସ୍ତ ଘରୋଇ ଉଡାଣ କ୍ଷମତା ପ୍ରତିବନ୍ଧକ ଉଠାଇବ ଭାରତ

ଅକ୍ଟୋବର 18 ରୁ ଘରୋଇ କ୍ଷେତ୍ର ଉପରେ ପୂର୍ଣ୍ଣ ପ୍ରି-କୋଭିଡ ଉଡ଼ାଣ କ୍ଷମତା ନିୟୋଜିତ କରିବାକୁ କେନ୍ଦ୍ର ମଙ୍ଗଳବାର ଦିନ ଏୟାରଲାଇନ୍ସକୁ ଅନୁମତି ଦେଇଛି। ଏହି କ୍ଷମତା 85 ପ୍ରତିଶତରୁ 100 ପ୍ରତିଶତକୁ ବୃଦ୍ଧି ପାଇବ, ଯାହାକି ସେପ୍ଟେମ୍ବର 18, 2021 ରେ ସିଭିଲ୍ ବିମାନ ଚଳାଚଳ

ହାଇକୋର୍ଟରେ ଦ୍ୱାରସ୍ଥ ହେଲେ ବିଧାୟକ ପ୍ରଶାନ୍ତ ଦଗଦ୍ଦେବ

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବାର ଖବର ମିଳିଛି । ବାଲୁଗାଁ ବିଜେପି ମଣ୍ଡଳ ସଭାପତିଙ୍କୁ ମାଡ଼ ମାମଲାରେ ନିମ୍ନ ଅଦାଲତରେ ତାଙ୍କର ଜାମିନ ଖାରଜ ହୋଇଥିବାରୁ ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଯାଇଥିବା ଜଣାଯାଇଛି । ଚିଲିକା ବିଧାୟକ ପ୍ରଶାନ୍ତ