ବିଧାନସଭାରେ ଉଠିଲା ରାଜ୍ୟର ଋଣଭାର, ଜାଣନ୍ତୁ ଓଡ଼ିଶା କେତେ କୋଟି ଟଙ୍କାର ଋଣଭାର ସହୁଛି
ଭୁବନେଶ୍ୱର: ଚାଲିଛି ବିଧାନସଭା । ବିଭିନ୍ନ ପ୍ରସଙ୍ଗକୁ ନେଇ ହେଉଛି ଆଲୋଚନା । ତେବେ ରାଜ୍ୟ ଏବେ ଋଣଭାର ସହୁଛି । ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟର ମୋଟ ଋଣର ପରିମାଣ ରହିଛି ୧ଲକ୍ଷ ୨୨ହଜାର ୯୧୭ କୋଟି ଟଙ୍କା। ୨୦୨୧-୨୨ ଆର୍ଥିକ ବର୍ଷ ବଜେଟରେ ଏହାର ଆକଳନ କରାଯାଇଛି। ୨୦୧୧-୧୨!-->…
