Odia News Portal
Yearly Archives

2021

କାହା ସପକ୍ଷରେ ଯିବ ଚତୁର୍ଥ ଟେଷ୍ଟ

ଓଭାଲ: ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚତୁର୍ଥ ଟେଷ୍ଟର ଆଜି ହେଉଛି ଅନ୍ତିମ ଦିନ । ଶେଷ ଦିନରେ କାହା ସପକ୍ଷରେ ମ୍ୟାଚ ଯିବ ତାକୁ ନେଇ କ୍ରୀଡାପ୍ରେମୀଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ଯୁକ୍ତି । ପଞ୍ଚମ ଦିନରେ ଇଂଲଣ୍ଡକୁ ଜିତିବା ଲାଗି ୨୯୧ ଆବଶ୍ୟକ ହେଉଛି । ତେବେ ଦଳର କୌଣସି ୱିକେଟ

ନଜର ପକାନ୍ତୁ ଦେଶର କରୋନା ଅପଡେଟ୍

ନୂଆଦିଲ୍ଲୀ: ଦେଶରେ ଦୈନିକ ସଂକ୍ରମଣ ସଂଖ୍ୟା ଉପର ତଳ ହେଉଛି । ସହିଅନୁଯାୟୀ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ସଂଖ୍ୟା ମୁତାବକ ଗତ ୨୪ ଘଣ୍ଟା ମଧ୍ୟରେ ନୂତନ ୩୮,୯୪୮ ନୂତନ ମାମଲା ସାମ୍ନାକୁ ଆସିଥିବା ବେଳେ ଗତ ୨୪ ଘଣ୍ଟାରେ ୨୧୯ ଜଣଙ୍କର ମୃତ୍ୟୁ ହୋଇଛି ।

ରାଜ୍ୟରେ ଆଜି କରୋନାରେ ଆଖି ବୁଜିଲେ ୮ ଆକ୍ରାନ୍ତ

ଭୁବନେଶ୍ୱର:ଭାଙ୍ଗୁଛି କରୋନା ଚେନ୍ । ଦୈନିକ ସଂକ୍ରମଣ କମିବା ସହ ମୃତ୍ୟୁହାର ମଧ୍ୟ ରାଜ୍ୟରେ ଦିନକୁ ଦିନ ତଳମୁହାଁ ହେଉଛି । ରାଜ୍ୟରେ ରବିବାର ଦିନକ ମଧ୍ୟରେ ୮ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରେ ସର୍ବାଧିକ ୩ ଜଣଙ୍କର ମୃତ୍ୟୁ ଘଟିଛି।

ରାଜ୍ୟରେ ଦୁଇଦିନ ପ୍ରବଳ କୁଟିବ

ଭୁବନେଶ୍ୱର:ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରର ପୂର୍ବ ଭାଗରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇ ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଉପକୂଳ ଓଡିଶାରେ ଆରମ୍ଭ ହୋଇଛି ବର୍ଷା । ଆସନ୍ତା ଦୁଇ ଦିନ ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରିଛି

ନଜର ପକାନ୍ତୁ ଆଜି ରାଜ୍ୟରେ କଣ ରହିଛି କରୋନା ଅପଡେଟ୍

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୬୦୯ ନୂଆ କୋରୋନା ପଜିଟିଭ । ଏମାନଙ୍କ ମଧ୍ୟରେ ୧୨୨ ଜଣ ୧୮ ବର୍ଷରୁ କମ୍ କିଶୋର –ଶିଶୁ । ସଙ୍ଗରୋଧରୁ ୩୫୪ ଓ ସ୍ଥାନୀୟ ଅଂଚଳରୁ ୨୫୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏ ଯାଏଁ ୧୦ ଲକ୍ଷ ୧୨ ହଜାର ୧୬୭ ଜଣ କୋରୋନା

ଜାଣନ୍ତୁ ଉପବାସ ରହିବାକୁ ନେଇ କଣ କହୁଥିଲେ ବାବା

ଭୁବନେଶ୍ୱର: କେଉଁ ମା ଚାହିଁବ ନାହିଁ ଯେ ତା’ ପାଇଁ ତା’ର ସନ୍ତାନ ଉପାସ ରହୁ । ବାବାଙ୍କ ଭଳି ସଦଗୁରୁମାନେ ମାତୃତୁଲ୍ୟ । କୌଣସି କଠୋର ନୀତି ନିୟମ, ବ୍ରତ ପାଳନ କରି ଭକ୍ତମାନେ କଷ୍ଟ ପାଆନ୍ତୁ ଏହା ସେମାନେ ଚାହାଁନ୍ତି ନାହିଁ । ମନର ଉପବାସ ବିନା ଶରୀରର ଉପବାସ ଅର୍ଥହୀନ । ଉପବାସ କଲାବେଳେ

ବବିଙ୍କ ଉପସ୍ଥିତିରେ ବିଜେଡିରେ ଯୋଗଦେଲେ ଶତାଧିକ ବିଜେପି କର୍ମୀ

ଭୁବନେଶ୍ୱର: ବଢୁଛି ବବିଙ୍କ କ୍ରେଜ୍। ପଂଚାୟତ ନିର୍ବାଚନ ପୂର୍ବରୁ ବବିଙ୍କ ଉପସ୍ଥିତିରେ ବିଜେଡିରେ ମିଶିଛନ୍ତି ଶତାଧିକ ବିଜେପି କର୍ମୀ। ଯାଜପୁର ବିଧାୟକ ତଥା ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରଣବ ପ୍ରକାଶ ଦାସଙ୍କୁ ନିଜର ରାଜନୈତିକ ଆଦର୍ଶ ଭାବେ ଗ୍ରହଣ କରିଛନ୍ତି ଶତାଧିକ

ଓଡିଶା ଆଦର୍ଶ ବିଦ୍ୟାଳୟ ଦେଶ ପାଇଁ ରୋଲ ମଡେଲ ହେଉ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଆଜି ଲୋକସେବା ଭବନର କନ୍ଭେନସନ ସେଣ୍ଟରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଓଡିଶା ଆଦର୍ଶ ବିଦ୍ୟାଳୟ ଗୁଡିକରେ …ଚାରି ଶହ…ତେୟାଳଶୀ. ଶିକ୍ଷକ ନିଯୁକ୍ତି ପ୍ରଦାନ କରାଯାଇଛି । ଏହି ଅବସରରେ ନବନିଯୁକ୍ତ ଶିକ୍ଷକ ମାନଙ୍କୁ ସ୍ବାଗତ

ଭିନୁ ମଙ୍କଡ଼ ଅଣ୍ଡର-୧୯ ଟ୍ରଫି ଲାଗି ଦଳ ଘୋଷଣା କଲା ଓଡ଼ିଶା

କଟକ:୨୦୨୧-୨୨ ଭିନୁ ମଙ୍କଡ ଟ୍ରଫି ପାଇଁ ଦଳ ଘୋଷଣା କଲା ଓଡ଼ିଶା କ୍ରିକେଟ ଆସୋସିଏସନ୍। ୨୮ ତାରିଖରୁ ଆରମ୍ଭ ହେବ ଏହି ଘରୋଇ କ୍ରିକେଟ ମହାକୁମ୍ଭ। ଏଥିପାଇଁ ୨୨ ଜଣିଆ ଟିମ୍‌ ଘୋଷଣା କରିଛି ଓସିଏ। ସୂର୍ଯ୍ୟ ମହାପାତ୍ରଙ୍କୁ ଦଳରା ଅଧିନାୟକ ଦାୟିତ୍ବ ମିଳିଥିବା ବେଳେ ଆଶୀର୍ବାଦ ସ୍ବାଇଁଙ୍କୁ

ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । କୋରାପୁଟ, ମାଲକାନଗିରି, ରାୟଗଡା, ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ସେପଟେମ୍ବର ୬ରୁ ୭ ତାରିଖ ମଧ୍ୟରେ