Odia News Portal
Yearly Archives

2021

୧୬ଟି ପ୍ରସ୍ତାବରେ ରାଜ୍ୟ କ୍ୟାବିନେଟର ମୋହର

ଭୁବନେଶ୍ୱର: ୧୬ଟି ପ୍ରସ୍ତାବକୁ ମିଳିଛି ରାଜ୍ୟ କ୍ୟାବିନେଟ୍ ମୋହର । କ୍ରୀଡ଼ା ଏବଂ ଯୁବ ସେବା, ଜଳ ସମ୍ପଦ, ଅର୍ଥ, ସାଧାରଣ ପ୍ରଶାସନ ଏବଂ ଜନ ଅଭିଯୋଗ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ, ଗୃହ, ଶ୍ରମବିଭାଗର ପ୍ରସ୍ତାବକୁ ମଧ୍ୟ ଅନୁମୋଦନ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ

୧୫ରୁ ଅଧିକ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୫ରୁ ଊର୍ଧ୍ବ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର,ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ,

କୋମଳ ଓ ଗୋଲାପୀ ଓଠ ଲାଗି ଆପଣାନ୍ତୁ ଏହି ଉପାୟ

ଭୁବନେଶ୍ୱର: ଥଣ୍ଡା ସମୟରେ ହେଉ ଅଥବା ଅନେକ ସମୟରେ ବହୁ ଲୋକଙ୍କ ଓଠ ଶୁଷ୍କ ହୋଇଥାଏ। ଏହାସହ ଓଠରେ ଏକ କଳା ରଙ୍ଗର ଆସ୍ତରଣ ରହିବା ଭଳି ମଧ୍ୟ ଅନୁଭବ ହୋଇଥାଏ। ଆପଣ ଯଦି ଏହି ସମସ୍ୟା ପାଇଁ ଚିନ୍ତିତ ତେବେ ଆପଣାନ୍ତୁ ଏହି ଘରୋଇ ଉପାୟ ବିଷୟରେ – ଅଧ ଚାମଚ କଫି ଗୁଣ୍ଡରେ ଅଳ୍ପ କିଛି ସର ମିଶାଇ

ଗାଁ ଭୋଟର କାହାର?

ଭୁବନେଶ୍ୱର: ଆସୁଛି ପଞ୍ଚାୟତ ଓ ପୌର ନିର୍ବାଚନ । ଗାଁ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ଲାଗିଲାଣି ଛକାପଞ୍ଝା । ଏବେଠାରୁ ପଞ୍ଚାୟତ ଜଗିଲେଣି ବଡ଼ ବିଧାୟକ ଓ ମନ୍ତ୍ରୀ । ତୃଣମୂଳ ସ୍ତରକୁ ଯାଇ ଘନ ଘନ ବୈଠକ କରିବା ସହ ବୁଥସ୍ତରରୁ ସୁଦୃଢ଼ କରିବା ଲାଗି ଲାଗି ପଡିଛନ୍ତି ରାଜନେତା । ରାଜ୍ୟର

ଆମେରିକାରେ ବଢ଼ୁଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ: କରୋନା ମହାମାରୀ ସମଗ୍ର ବିଶ୍ଵରେ ତାଣ୍ଡବ ରଚିଥିବାବେଳେ ଗତ କିଛି ଦିନ ହେବ ଶକ୍ତିଶାଳୀ ଆମେରିକାରେ ଏହା ପୁଣିଥରେ ମୁଣ୍ଡ ଟେକିଥିବା ଖବର ଶୁଣିବାକୁ ମିଳୁଛି। ଏହି କାରଣରୁ ଏବେ ଆମେରିକାରେ ଟିକାକରଣକୁ ଜୋରଦାର କରାଯାଇଛି। ରିପୋର୍ଟ ଅନୁଯାୟୀ ଏଯାବତ୍ ଆମେରିକାର ୭୦ ପ୍ରତିଶତ

ଶିକ୍ଷାନୁଷ୍ଠାନ ଓ ଘରୋଇ ବସର ଟିକସ ଛାଡ଼ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ମୋଟର ଯାନ ଟିକସ ଛାଡ଼ କଲେ ରାଜ୍ୟ ସରକାର। ଘରୋଇ ବସ୍ ଏବଂ ଶିକ୍ଷାନୁଷ୍ଠାନ ବସ୍ ଗୁଡ଼ିକର ଟିକସ ଛାଡ଼ କରାଯାଇଛି। ଅଗଷ୍ଟ ଓ ସେପ୍ଟେମ୍ବର ମାସ ପାଇଁ ଟିକସ ଦେବେନି ବସ୍ ମାଲିକ। ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି କଲା ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ। ଲକ୍ଡାଉନ ପାଇଁ ବସ୍

ପୂଜାକୁ ହଁ, ଶ୍ରଦ୍ଧାଳୁଙ୍କୁ ନା

ଭୁବନେଶ୍ୱର: ଏଥର ବି ବିନା ଭକ୍ତରେ ହେବ ପାର୍ବଣ ପୂଜା। ପାର୍ବଣ ପୂଜାକୁ ନେଇ ଜାରି ହେଲା ନୂଆ ଗାଇଡଲାଇନ୍। ପାର୍ବଣ ଋତୁ ପାଇଁ ଗାଇଡଲାଇନ୍ ଜାରି କଲେ ରାଜ୍ୟ ସରକାର। ଗଣେଶ ପୂଜା, ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା, କାଳୀ ପୂଜା ପାଇଁ ଗାଇଡଲାଇନ୍ ଜାରି ହୋଇଛି। ମହାମାରୀ କରୋନା ପାଇଁ ଏଥର ବି

ଭାଇ ସାମନାରେ ଉଭଣୀକୁ ଦୁଷ୍କର୍ମ କଲା ଦୁର୍ବୃତ୍ତ

ଜୟପୁର: ଥମିବାର ନାଁ ଧରୁନି ଲଜ୍ଜା । ଭାଇକୁ ତାଲା ପକାଇ ଭଉଣୀକୁ ଦୁଷ୍କର୍ମ କଲା ଅଭିଯୁକ୍ତ । ରାଜସ୍ଥାନ ଚିଡ଼ାୱା ପୋଲିସ ଷ୍ଟେସନ ଅଞ୍ଚଳରୁ ଆସିଛି ଏଭଳି ଖବର । ଘରେ କେହି ନଥିବାର ସୁଯୋଗ ନେଇ ସରୋଜ ନାମକ ଜଣେ ଯୁବକ ୧୪ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ କରୁଥିଲା । ଚିତ୍କାର ଶୁଣି

ଆଜିଠୁ ଖୋଲିଲା ଖୋର୍ଦ୍ଧା ଜିଲ୍ଲାର ଧର୍ମାନୁଷ୍ଠାନ

ଭୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀର ଦ୍ୱିତୀୟ ଲହରର ପ୍ରଭାବ କମୁଥିବା ବେଳେ ରାଜ୍ୟରେ ଆରମ୍ଭ ହୋଇଛି ଅନଲକ୍ ପର୍ଯ୍ୟାୟ । କଟକଣା କୋହଳ ହେବା ସହିତ ଧିରେ ଧିରେ ପୁଣି ସବୁ କିଛି ପୂର୍ବ ସ୍ଥିତିକୁ ଫେରୁଛି । ଅନ୍ୟପଟେ ଦୀର୍ଘ ଦିନର ଅପେକ୍ଷା ପରେ ଏବେ ଭକ୍ତ ଓ ଭଗବାନଙ୍କ ମିଳନ ହେବାକୁ

ଚାଷୀଙ୍କ ଖାତାକୁ ଆସିଲା କିଶାନ ସମ୍ମାନ ନିଧି ଯୋଜନାର ନବମ କିସ୍ତି ଟଙ୍କା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପ୍ରଧାନମନ୍ତ୍ରୀ କିସନ ସମ୍ମାନ ନିଧି (ପିଏମ-କିସାନ) ଯୋଜନା ଅଧୀନରେ କୃଷକମାନଙ୍କୁ ନବମ କିସ୍ତି ପ୍ରଦାନ କରିଛନ୍ତି। ପ୍ରତ୍ୟେକ ଚାଷୀଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କା ଲେଖାଏଁ ପଠାଯାଇଛି। ଏଥର ୯.୭୫ କୋଟିରୁ ଅଧିକ କୃଷକ ପରିବାର ଏହାର ଲାଭ