Odia News Portal
Yearly Archives

2021

କୋଟିଏ ଟଙ୍କାର ଧଳାଜହର ଜବତ

କଟକ: କଟକରୁ ପୁଣି ଧଳା ଜହର ଜବତ। କଟକରୁ ୧ କୋଟି ଟଙ୍କାରୁ ଉର୍ଦ୍ଧ୍ଵ ବ୍ରାଉନସୁଗାର ଜବତ ହୋଇଛି। ସ୍ପେଶାଲ ସ୍କ୍ଵାଡ୍ ଓ ଲାଲବାଗ ଥାନା ପୋଲିସ ମିଳିତ ଅପରେସନରେ ଏହି ବ୍ରାଉନସୁଗାର ଜବତ ହୋଇଛି। ବ୍ରାଉନସୁଗାର କାରବାର ଅଭିଯୋଗରେ ୬ ଜଣଙ୍କୁ ଗିରଫ କରିଛି ପୋଲିସ। ଏନେଇ ପ୍ରେସ୍ ମିଟ୍ କରି

ପରଲୋକରେ ବିଶିଷ୍ଟ ରାଜନୀତି ସମୀକ୍ଷକ ସୁଧାଂଶୁ ତ୍ରିପାଠୀ

ଭୁବନେଶ୍ୱର: ବିଶିଷ୍ଟ ସମାଜସେବୀ ତଥା ରାଜନୈତିକ ସମୀକ୍ଷକ ସୁଧାଂଶୁ କୁମାର ତ୍ରିପାଠୀଙ୍କ ପରଲୋକ। ଗତ ଶନିବାର ମଧ୍ୟାହ୍ନରେ ଭୁବନେଶ୍ୱରର ଏକ ଘରୋଇ ଡ଼ାକ୍ତରଖାନାରେ ସେ ଚିକିତ୍ସାଧୀନ ଥିବାବେଳେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା । ୪ ବର୍ଷ ହେଲା

ଟଙ୍କା ପାଇଁ ବାପାକୁ ମାରିଲା ପୁଅ

ଗଞ୍ଜାମ: କଥାରେ ଅଛି ପୁଅଟିଏ ଜନ୍ମ କଲେ ଶହେ ଜନ୍ମର ପୂଣ୍ୟ ମିଳିଥାଏ । ଶେଷ ସମୟରେ ପୁଅ ସାହା ହେବ । ଏଥିଲାଗି ସବୁ ବାପା ମା ପୁଅ ଲାଗି ଲାଗି କେତେ ଓଷା ଉପବାସ କରିଥାନ୍ତି । କିନ୍ତୁ ଏମିତି କିଛି ଅଯୋଗ୍ୟ ଅଛନ୍ତି ଯେଉଁମାନେ କି ବାପାଙ୍କ ଜୀବନ ନେବାକୁ ମଧ୍ୟ ପଛାଇନାହାନ୍ତି । ସାମାନ୍ୟ

କରୋନା ଯୁଦ୍ଧରେ ହାରିଗଲେ ଯୁବ ସମାଜସେବୀ

ଢ଼େଙ୍କାନାଳ: ମହାମାରୀ ସମୟରେ ଲୋକଙ୍କ ପାଖକୁ ଯାଉଥିଲେ । ସଚେତନତା କରାଇବା ସହ ବିଭିନ୍ନ ଖାଦ୍ୟ ପଦାର୍ଥ ବାଣ୍ଟୁଥିଲେ । କିନ୍ତୁ ଶେଷରେ କରୋନା ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା । ଢ଼େଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ବିଛାଖଣ୍ଡି ଗାଁର ଯୁବ ସମାଜସେବୀ ଲାଲିପ କୁମାର ବେହେରାଙ୍କ ଦେହାନ୍ତ

ଆଜି ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ବୈଠକକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ବୈଠକକୁ ସମ୍ବୋଧିତ କରିବେ । ଭାରତ ପାଇଁ ସୁରକ୍ଷା ପରିଷଦର କୌଣସି ବୈଠକର ଅଧ୍ୟକ୍ଷତା କରିବାର ଏହା ହେଉଛି ପ୍ରଥମ ସୁଯୋଗ । ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ସମୁଦ୍ରୀ ସୁରକ୍ଷା ରେ ଏକ

୩୫ ସାଙ୍ଗଠନିକ ଜିଲ୍ଲାରେ ବିଜେଡିର ମହିଳା ପର୍ଯ୍ୟବେକ୍ଷକ ନିଯୁକ୍ତ, ଜାଣନ୍ତୁ କାହାକୁ ମିଳିଲା କେଉଁ ଜିଲ୍ଲା ଦାୟିତ୍ୱ

ଭୁବନେଶ୍ୱର: ବିଜୁ ମହିଳା ଜନତା ଦଳର ୩୫ ସାଙ୍ଗଠନିକ ଜିଲା ପାଇଁ ପର‌୍ୟ୍ୟବେକ୍ଷକ ନିଯୁକ୍ତ କରାଯାଇଛି। ବିଜେଡି ଅଧ୍ୟକ୍ଷ ନବୀନ ପଟ୍ଟନାୟକଙ୍କ ଏହି ତାଲିକାକୁ ମଞ୍ଜୁରି ଦେଇଛନ୍ତି। ଡ. ଲୋପାମୁଦ୍ରା ବକ୍ସିପାତ୍ରଙ୍କୁ ଖୋର୍ଦ୍ଧା, କସ୍ତୁରୀ ମହାପାତ୍ରଙ୍କୁ ଭୁବନେଶ୍ବର, ଡ. ଗୀତାଞ୍ଜଳି

ଆଜିଠୁ ସାରା ରାଜ୍ୟରେ ଖୋଲୁଛି ବୈଷୟିକ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର: ଆଜିଠୁ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ। ସାରା ରାଜ୍ୟରେ ସବୁ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବ। ହେଲେ କେବଳ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିବ ଶିକ୍ଷାନୁଷ୍ଠାନ। ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କୋଭିଡ୍ ଗାଇଡଲାଇନ୍ ମାନି

ଜାଣନ୍ତୁ ଆଜି ଦେଶରେ କଣ ରହିଛି କରୋନା ଅପଡେଟ୍‌

ନୂଆଦିଲ୍ଲୀ: ଦେଶରେ ଦିନକ ମଧ୍ୟରେ ୩୫,୪୯୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଗୋଟିଏ ଦିନରେ ୩୯,୬୮୬ ଜଣ ସୁସ୍ଥ ହୋଇଛନ୍ତି। ଆରୋଗ୍ୟ ହାର ୯୭.୪୦% ରହିଛି। ଏପର‌୍ୟ୍ୟନ୍ତ ଦେଶରେ ମୋଟ ୩,୧୧,୩୯,୪୫୭ ଜଣ କରୋନା ରୋଗୀ ସୁସ୍ଥ ହୋଇସାରିଥିବାବେଳେ ସଂପ୍ରତି ୪,୦୨,୧୮୮ ଜଣ ସକ୍ରିୟ ରୋଗୀ

ନଜର ପକାନ୍ତୁ ରାଜ୍ୟର କରୋନା ଅପଡେଟ ଉପରେ

ଭୁବନେଶ୍ୱର: ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୦ ଲକ୍ଷକୁ ମୁହାଁଇଲାଣି । ୨୪ ଘଣ୍ଟା ମଧ୍ୟରେ ୮୮୬ ଆକ୍ରାନ୍ତ ବାହାରିଛନ୍ତି । ଖୋର୍ଦ୍ଧା ଓ କଟକ ଜିଲ୍ଲା ସଂକ୍ରମଣ ଆଦୌ ନିୟନ୍ତ୍ରଣକୁ ଆସୁନି ।ଅନ୍ୟପଟେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୧୨ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ

ଆଜି ୬୬ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ୱର: ଭୁବନେଶ୍ୱର: ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୬୬ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୯ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ସେହିଭଳି କଟକରୁ ୧୩, ସମ୍ବଲପୁର ୮, ବରଗଡ ଜିଲାରେ ୭ ଜଣଙ୍କର ପ୍ରାଣହାନି ଘଟିଛି। ଏହି