Odia News Portal
Yearly Archives

2021

ମହିଳାଙ୍କୁ ସାହାର୍ଯ୍ୟ କରିବା ବାହାନାରେ ୧୯ଦିନ ଧରି ଦୁଷ୍କର୍ମ କଲେ ପୋଲିସ ବାବୁ

ଜୟପୁର: ଦେଶରେ ଥମିବାର ନାଁ ଧରୁନି ଲଜ୍ଜା । ଆଇନ ରକ୍ଷକ ସାଜିଛି ଭକ୍ଷକ । ସାଧାରଣ ଜନତାଙ୍କ ଧନ ଜୀବନକୁ ରକ୍ଷା କରିବାକୁ ରହିଥିବା ପୋଲିସବାବୁ ସାହାର୍ଯ୍ୟ କରିବା ବାହାନାରେ ମହିଳାଙ୍କୁ ଦୁଷ୍କର୍ମ କରିଛନ୍ତି । ରାଜସ୍ଥାନ ପାଲି ଅଞ୍ଚଳରୁ ଆସିଛି ଏଭଳି ଖବର । ଅଭିଯୁକ୍ତ ଅଜୟପାଲ ଭାକାଲକୁ

ଭୁବନେଶ୍ୱରରେ ୬ ଡେଙ୍ଗୁ ରୋଗୀ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ୬ ଜଣ ଡେଙ୍ଗ ରୋଗୀ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟର ଅନ୍ୟ କେଉଁଠି ଚିହ୍ନଟ ହୋଇନଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ତେବେ କରୋନାର କାୟା କମି ନଥିବା ବେଳେ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ପରେ ରାଜଧାନୀ ବାସୀଙ୍କ ଚିନ୍ତା ବଢ଼ିଯାଇଛି । ତେବେ

ଏଣିକି କଲେଜ ଆସିବେ ସବୁ କର୍ମଚାରୀ

ଭୁବନେଶ୍ୱର: କରୋନା କଟକଣା ଲାଗି ସ୍କୁଲ କଲେଜ ସବୁ ବନ୍ଦ ରହିଛି । କର୍ମଚାରୀମାନେ କଲେଜ ଆସୁ ନାହାଁନ୍ତି । ତେବେ ଏଥରକ କଲେଜ ଆସିବେ ବୋଲି ସୂଚନା ମିଳିଛି । ଉଚ୍ଚ ଶିକ୍ଷାନୁଷ୍ଠାନର ସମସ୍ତ ଟିଚିଂ ଓ ନନଟିଚିଂ ଷ୍ଟାଫ କଲେଜ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ଜୁଲାଇ ୭ ତାରିଖରୁ

‘ଜରୁରୀ କାଳୀନ ଡାଟା ଋଣ’ ସୁବିଧାର ଶୁଭରାମ୍ଭ କଲା ଜିଓ

ମୁମ୍ବାଇ: ସବୁବେଳେ ଭିନ୍ନ ଭିନ୍ନ ରିଚାର୍ଜ ପ୍ଲାନ ଲାଗି ଟେଲିକମ ଜଗତରେ ଚର୍ଚ୍ଚାରେ ରହିଥାଏ ଜିଓ କମ୍ପାନୀ । ତେବେ ଏବେ ପୁଣି ଏକ ପ୍ଲାନ ଲାଗି ଚର୍ଚ୍ଚାର ପରିସର ଭିତରକୁ ଆସିଛି ଜିଓ । ହାଇସ୍ପିଡ୍ ଡାଟା ବ୍ୟବହାର ଜାରି ରହିଥିବା ସମୟରେ ହଠାତ୍ ଦିନର ଧାର‌୍ୟ୍ୟ ହାଇସ୍ପିଡ୍ ଡାଟା ଶେଷ

ଆଜି ଟିଏମସିରେ ଯୋଗ ଦେଇପାରନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ୍‌

କୋଲକାତା: ପଶ୍ଚିମବଙ୍ଗରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଦିଦିଙ୍କ କ୍ରେଜ୍ । ନିକଟରେ ଯାଇଥିବା ସାଧାରଣ ନିର୍ବାଚନରେ ବିଜେପିକୁ ବିପୁଳ ସଂଖ୍ୟାରେ ହରାଇଥିବା ଟିଏମସି ଧିରେ ଧିରେ ଅଧିକ ଶକ୍ତିଶାଳୀ ହେବାକୁ ବସିଲାଣି । ବିରୋଧୀ ଶିବିର ଛାଡ଼ି ଟିଏମସିକୁ ବହୁ ନେତା ପ୍ରତ୍ୟାବର୍ତ୍ତନ କରୁଥିବା

କଙ୍ଗନାଙ୍କ ବିରୋଧରେ କୋର୍ଟର ଦ୍ୱାରସ୍ଥ ଜାଭେଦ ଅଖତର

ମୁମ୍ବାଇ: ପୁଣି ବିବାଦ ଘେରରେ ଛନ୍ଦି ହୋଇଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୟତ । ତାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଗୀତିକାର ଜାଭେଦ କର । ଅଭିନେତ୍ରୀ କଙ୍ଗନାଙ୍କ ଓକିଲ ୨୮ ଜୁନରେ ଜାଣିଶୁଣି ବମ୍ବେ ହାଇକୋର୍ଟରେ ତାଙ୍କ ପାସପୋର୍ଟ ରିନ୍ୟୁ କରିବା ପାଇଁ ନିଜ ପକ୍ଷରେ ଆଦେଶପ୍ରାପ୍ତ

ଅକ୍ଟୋବର-ନଭେମ୍ବର ବେଳକୁ କରୋନାର ତୃତୀୟ ଲହର ଆସିବା ସମ୍ଭାବନା

ନୂଆଦିଲ୍ଲୀ: କରୋନା ଦ୍ୱିତୀୟ ଲହର ଥମିଥିବା ବେଳେ ସାମ୍ଭାବ୍ୟ ତୃତୀୟ ଲହରକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ତୃତୀୟ ଲହର ଶୀର୍ଷ ସଂକ୍ରମଣ ଦେଖାଯିବ ବୋଲି କରୋନା ମାମଲା ଉପରେ ନଜର ରଖୁଥିବା ସରକାରୀ ପ୍ୟାନେଲର ବରିଷ୍ଠ ବୈଜ୍ଞାନିକ ସୂଚନା ଦେଇଛନ୍ତି ।

ରାଜଧାନୀରେ ମହିଳାଙ୍କୁ ହତ୍ୟା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆସିଛି ଛାତିଥରା ଚିତ୍ର । ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ଦେଖିବାକୁ ମିଳିଛି । ଭୀମଟାଙ୍ଗୀ ଫେଜ୍‌-୧ ଅଞ୍ଚଳରୁ ମୃତଦେହ ଉଦ୍ଧାର କରାଯାଇଛି । ତେବେ ସେହି ଘରୁ ଅନ୍ୟଜଣେ ପୁରୁଷଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ରକ୍ତ ଜୁଡ଼ୁବୁଡ଼ୁ

ଆବାସ ଯୋଜନାକୁ ନେଇ ମୋଦିଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: ଆବାସ ଯୋଜନାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫନି କ୍ଷତିଗ୍ରସ୍ତଙ୍କ ପାଇଁ ୮.୧୭ ଲକ୍ଷ ଘର ମଞ୍ଜୁର କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଫନି ଅଣପ୍ରଭାବିତ ବାକି ଜିଲ୍ଲାର ୬ ଲକ୍ଷ

ହାଫିଜର ବାସ ଭବନ ସମ୍ମୁଖରେ ହୋଇଥିବା ବିସ୍ଫୋରଣରେ ଭାରତକୁ ଦାୟିକଲା ପାକିସ୍ତାନ

ଲାହୋର: ଆତଙ୍କବାଦକୁ ସମର୍ଥନ, ପ୍ରୋତ୍ସାହନ, ତାଲିମ ଓ ପାଣ୍ଠିଯୋଗାଣ ପାଇଁ ଆନ୍ତର୍ଜାତିକ ସ୍ତରରେ ବଦନାମ ହୋଇସାରିଥିବା ପାକିସ୍ତାନ ଏବେ ଭାରତ ବିରୁଦ୍ଧରେ ଏକ ନୂଆ ଅଭିଯୋଗ ଆଣିଛି । ଜୁନ୍ ୨୩ ତାରିଖରେ ଜାତିସଂଘ ଦ୍ୱାରା ଘୋଷିତ କୁଖ୍ୟାତ ଆତଙ୍କବାଦୀ ହାଫିଜ ସୟିଦର ଲାହୋରସ୍ଥିତ ବାସଭବନ