Odia News Portal
Yearly Archives

2021

ବଦଳିଲେ ୮ ରାଜ୍ୟର ରାଜ୍ୟପାଳ

ନୂଆଦିଲ୍ଲୀ: ୮ ରାଜ୍ୟରେ ନୂଆ ରାଜ୍ୟାପାଳଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି । ସତ୍ୟଦେବ ନାରାୟଣ ହେଲେ ତ୍ରିପୁରା ରାଜ୍ୟପାଳ । ରମେଶ ବୈଶ୍ୟ ହେଲେ ଝାଡ଼ଖଣ୍ଡ ରାଜ୍ୟପାଳ । ବନ୍ଦାରୁ ଦତ୍ତାତ୍ରେୟ ହେଲେ ହରିୟାଣା ରାଜ୍ୟପାଳ । କର୍ଣ୍ଣାଟକର ରାଜ୍ୟପାଳ ହେଲେ ଥାୱରଚନ୍ଦ ଗେହଲଟ । ମିଜୋରାମ

ରଥଯାତ୍ରା ଲାଗି ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପୁରୀ ଛଡ଼ା ଅନ୍ୟ କେଉଁଠି ହେବ ନାହିଁ ଘୋଷଯାତ୍ରା । ଆଜି ଏଭଳି ଶୁଣାଇଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମକୋର୍ଟ । ରାଜ୍ୟର ବିଭିନ୍ନ ସ୍ଥାନରେ ରଥଯାତ୍ରା ଆୟୋଜନ କରାଯିବା ନେଇ କରାଯାଇଥିଲା ଏକାଧିକ ଆବେଦନ । କେନ୍ଦ୍ରାପଡ଼ା, ନୀଳଗିରି ଓ ଭଟଲୀରେ ରଥଯାତ୍ରା ଆୟୋଜନ

ଭୀମଟାଙ୍ଗୀ ମର୍ଡର ମିଷ୍ଟ୍ରି, ପ୍ରିୟଦର୍ଶିନୀଙ୍କୁ କାହିଁକି ମାରିଲା ଜଗନ୍ନାଥ?

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଭୀମଟାଙ୍ଗୀରେ ଆଜି ଘଟିଥିବା ମର୍ଡରକୁ ନେଇ ସବୁଠି ଆରମ୍ଭ ହୋଇଛି ଚର୍ଚ୍ଚା । ସବୁଠାରୁ ବଡ଼ କଥା ହେଉଛି କି ଘଟଣାସ୍ଥଳରୁ ମିଳିଥିବା ଚିଠି । ଯେଉଁଥିରେ ଲେଖା ରହିଛି କି, ପ୍ରିୟଦର୍ଶିନୀ ଓ ତାଙ୍କ ପୁଅକୁ ହତ୍ୟା କରିବି । ତେବେ ସୌଭାଗ୍ୟ ବଶତଃ ତାଙ୍କ ପୁଅ

ଭୁବନେଶ୍ୱର ମହିଳାଙ୍କୁ ହତ୍ୟା ଘଟଣା, ମିଳିଲା ହାତଲେଖା ଚିଠି, ଖୋଲୁଛି ମର୍ଡର ମିଷ୍ଟ୍ରି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରେ ମହିଳାଙ୍କୁ ହତ୍ୟା ଘଟଣା ଆଜି ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ମୃତ ମହିଳା ଜଣକ ହେଲେ ପ୍ରିୟଦର୍ଶିନୀ ସାହୁ । ତେବେ ତାଙ୍କ ସହ ଘରୁ ଉଦ୍ଧାର ହୋଇଥିବା ଯୁବକ ଜଣକ ହେଲେ ଜଗନ୍ନାଥ ପ୍ରଧାନ । ଉଭୟଙ୍କ ଘର ଯାଜପୁର ଜିଲ୍ଲାରେ । କିଛିଦିନ ହେବ

ଲକ୍ଷାଧିକ ଟଙ୍କାର ଶାଳ କାଠ ଜବତ

କନ୍ଧମାଳ: ମାତିଛନ୍ତି ଜଙ୍ଗଲ ମାଫିଆ । କୋଟଗଡ଼ ବନାଞ୍ଚଳରେ ଶାଳ କାଠ ଚାଲାଣ ହେଉଥିବା ବେଳେ ମାଡ଼ି ବସିଥିଲା ବନ ବିଭୠ । ୧୦୨ ଖଣ୍ଡ ଶାଳ କାଠ ସହ ଗୋଟିଏଲ ବୋଲୋରୋ ଗାଡ଼ି ଜବତ କରାଯାଇଛି । ଗତକାଲି ବିଳମ୍ବିତ ରାତ୍ରି ରେ କୋଟଗଡ ବନାଞ୍ଚଳ ପକ୍ଷରୁ ଝରିଘାଟି ନିକଟରେ ପେଟ୍ରୋଲିଙ୍ଗ ସମୟ ରେ ଏକ

ରଙ୍ଗ ନମ୍ବର ପ୍ରେମିକକୁ ଘରକୁ ଡକାଇ ବୋହେ ଛେଚିଲେ ମହିଳା

ଭୁବନେଶ୍ୱର: ରଙ୍ଗ ନମ୍ବରରେ ଆରମ୍ଭ ହୋଇଥିଲା ପ୍ରେମ । ଅଜଣା ପ୍ରେମିକାଙ୍କ ପ୍ରେମରେ ପାଗଳ ହୋଇଥିଲେ ଯୁବକ । ବାରମ୍ବାର ଫୋନ କରି ହଇରାଣ କରାଉଥିବାରୁ ଶେଷରେ ଘରକୁ ଡକାଇ ନିର୍ଦ୍ଧୁମ ଛେଚିଛନ୍ତି ମହିଳା । ତେବେ ଏହା କୌଣସି ଉପାନ୍ତ ଅଞ୍ଚଳର ଘଟଣା ନୁହେଁ । ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ

ଶ୍ରୀଜିଉଙ୍କ ଅଳଙ୍କାର ହେବ ମରାମତି

ପୁରୀ: ପାଖେଇ ଆସୁଛି ମହାପ୍ରଭୁଙ୍କ ରଥଯାତ୍ରା । ତେବେ ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ବିନା ଭକ୍ତରେ ଅନୁଷ୍ଠିତ ହେବ ରଥଯାତ୍ରା । ସୁନାବେଶ ଅନୁଷ୍ଠିତ ହେବା ପୂର୍ବରୁ ମହାପ୍ରଭୁଙ୍କ ଅଳଙ୍କାର ମରାମତି ହେବ ବୋଲି ସୂଚନା ମିଳିଛି । ମରାମତି ହେବ ମହାପ୍ରଭୁଙ୍କ ସୁବର୍ଣ୍ଣ କୁଣ୍ଡଳ ଓ

ଟିଏମସିରେ ଯୋଗ ଦେଲେ ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ

କୋଲକାତା: ଟିଏମସିରେ ଯୋଗ ଦେଇଛନ୍ତି ପଶ୍ଚିମବଙ୍ଗର ବରିଷ୍ଟ କଂଗ୍ରେସ ନେତା ଅଭିଜିତ । ଆଜି ସେ ଟିଏସି ନେତା ପାର୍ଥ ଚାଟାର୍ଜୀଙ୍କ ଉପସ୍ଥିତିରେ ଟିଏମସିରେ ଯୋଗ ଦେଇଛନ୍ତି । କୋଲକାତାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ଦଳରେ ଯୋଗ ଦେଇଛନ୍ତି । ଏହି ଅବସରରେ ସେ ମୁଖ୍ୟମନ୍ତ୍ରୀ ମମତା

ରବି ଶାସ୍ତ୍ରୀଙ୍କ ଲାଗି ଯୁକ୍ତି ବାଢ଼ିଲେ କପିଲ ଦେବ

ନୂଆଦିଲ୍ଲୀ: ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ୟୁଏଇରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପ ପରେ ଶେଷ ହେବାକୁ ଯାଉଛି । ଏଣୁ ତାଙ୍କ ସ୍ଥାନରେ ବିିସିସିଆଇ କାହାକୁ କୋଚ କରିବ ଏବଂ କିଏ କିଏ ଏହି ପୋଷ୍ଟ ଲାଗି ଆପ୍ଲାଇ କରିବେ ତାକୁ ନେଇ ଏବେଠାରୁ ଆରମ୍ଭ ହୋଇଛି

କରୋନା ଛଡ଼ାଇ ନେଲା ଜୀବିକା, ଦେହ ବେପାରରେ ଲିପ୍ତଥିବା ମା ଝିଅଙ୍କୁ ଗିରଫ କଲା ପୋଲିସ

ଅମୃତସର: କରୋନା ମହାମାରୀ ଅନେକଙ୍କ ଜୀକିକା ଛଡ଼ାଇ ନେଇଛି । ଲୋକେ କାମ ଧନ୍ଦା ନପାଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ କାମ ଧନ୍ଦା ନପାଇ ଶେଷରେ ଦେହ ବ୍ୟବସାୟ ଭଳି ଘୃଣ୍ୟ କାର୍ଯ୍ୟ ଆପଣାଇଥିଲେ ମା ଝିଅ । ପୋଲିସ ଖବର ପାଇବା ପରେ ଚଢ଼ାଉ କରି ସେମାନଙ୍କୁ କୋର୍ଟ ଚାଲାଣ