Odia News Portal
Yearly Archives

2021

ଗୋଇଠା ମାରିଲେ, ନିଲମ୍ବିତ ହେଲେ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ କେସୁରା ଛକରେ ଓମଫେଡରେ ନାବାଳକଙ୍କୁ ମାଡ଼ ମାରିବା ଘଟଣା । ଗୋଇଠା ମାରିଥିବା ହୋମଗାର୍ଡ଼ ଏ.କେ. ବିଶ୍ୱାଳଙ୍କୁ ନିଲମ୍ବିତ କରିଛନ୍ତି ଡିସିପି ଉମାକାନ୍ତ । ସସପେଣ୍ଡ ହୋଇଥିବା ହୋମଗାର୍ଡ ୨୯ ନମ୍ବର ପିସିଆ ଭ୍ୟାନରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ । ତେବେ

ପୁଣି ବଢ଼ିଲା ଏପିଜି ଗ୍ୟାସର ଦର

ନୂଆଦିଲ୍ଲୀ: ଜୁଲାଇ ପହିଲା ଅର୍ଥାତ୍ ଆଜି ଠାରୁ ଘରୋଇ ରନ୍ଧନ ଗ୍ୟାସ୍ ବା 'ଲିକ୍ବିଫାଏଡ୍ ପେଟ୍ରୋଲିୟମ୍ ଗ୍ୟାସ୍' (ଏଲ୍ପିଜି) ସିଲିଣ୍ଡର୍ ପିଛା ଟ. ୨୫.୫୦ ବୃଦ୍ଧି ପାଇଛି। ନୂତନ ମୂଲ୍ୟ ଅନୁସାରେ, ଏବେ ଦିଲ୍ଲୀ ଓ ମୁମ୍ବାଇରେ ୧୪.୨ କି.ଗ୍ରା. ଓଜନବିଶିଷ୍ଟ ସିଲିଣ୍ଡର୍ର ମୂଲ୍ୟ ଟ. ୮୩୪.୫୦।

ଭୁବନେଶ୍ୱର ଏମ୍ସକୁ ଆସିଲା ଇକମୋ ମେସିନ୍‌

ଭୁବନେଶ୍ୱର: ଓଡ଼ିଶା ଆସିଲା ଇକମୋ ମେସିନ୍ । ଏହାକୁ କାର୍ଯ୍ୟକ୍ଷମ କରିବା ସହ ଅପରେଟ୍ କରିବା ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମକୁ ପ୍ରଶିକ୍ଷଣ ଦିଆଯାଇଛି । ଏହି ଡାକ୍ତରୀ ଟିମରେ ଅଛନ୍ତି ଡାକ୍ତର ରୁଦ୍ର ପ୍ରତାପ ମହାପାତ୍ର ଓ ଡାକ୍ତର ସିଦ୍ଧାର୍ଥ ସଥିଆ (ହୃଦରୋଗ ବିଭାଗ), ଡାକ୍ତର କ୍ରିଷ୍ଣା

ପୁଣି ଚର୍ଚ୍ଚାରେ ସୌମ୍ୟଙ୍କ ସମ୍ପାଦକୀୟ ଲେଖା

ଭୁବନେଶ୍ୱର: ନିଜର ସମ୍ପାଦକୀୟ ଲେଖା ଲାଗି ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ସମ୍ବାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ । କୋଭିଡ ମୃତ୍ୟୁକୁ ନେଇ ନିଜର ସମ୍ପାଦକୀୟରେ ସ୍ଥାନ ଦେଇଥିବା ସୌମ୍ୟଙ୍କ ଲେଖାକୁ ନେଇ ଏବେ ରାଜ୍ୟ ରାଜନୀତିରେ ହଟ୍ଟଚମଟ ସୃଷ୍ଟି ହେଲାଣି । ଦୈନିକ ସମ୍ବାଦରେ ସୌମ୍ୟଙ୍କ

ଭୁବନେଶ୍ୱର ସ୍ପା, ବିଉଟି ପାର୍ଲର ସଂଘର ବିକ୍ଷୋଭ

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ଆରମ୍ଭ ହୋଇଛି ନୂଆ ଗାଇଡଲାଇନ୍ । ଜୁଲାଇ ମାସର ଗାଇଡ ଲାଇନରେ ସ୍ପା, ବିଉଟି ପାର୍ଲର ଖୋଲିବାକୁ ଅନୁମତି ମିଳିନାହିଁ । ଯେଉଁ କାରଣରୁ ଆଜି ଭୁବନେଶ୍ୱର ସ୍ପା, ବିଉଟି ପାର୍ଲର ସଂଘ ପକ୍ଷରୁ ପ୍ରତିବାଦ କରାଯାଇଛି । ଆଗାମୀଦିନରେ ଆମକୁ ଖୋଲିବାକୁ ଅନୁମତି ଦିଆଯାଉ

ସୋଆ ଏନ୍‌ଏସ୍‌ଏସ୍‌ର ମୁଖ କର୍କଟ ସଚେତନତା ୱେବିନାର ଅନୁଷ୍ଠିତ

ଭୁବନେଶ୍ୱର: ମୁଖ ଗହ୍ୱର କର୍କଟ ରୋଗ ସଚେତନତା ପାଇଁ ସୋଆ ଏନ୍‌ଏସ୍‌ଏସ୍ ପକ୍ଷରୁ ବୁଧବାର ଏକ ୱେବିନାର୍ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍‌ସାଇନ୍‌ସେସ୍ ର ପ୍ରଫେସର ସତ୍ୟରଞ୍ଜନ ମିଶ୍ର “ତମାଖୁ, ପାଟିର ଖଳନାୟକ”ଶୀର୍ଷକ ଆଲୋଚନା

ଉପରାଷ୍ଟ୍ରପତିଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ନବୀନ

ଭୁବନେଶ୍ୱର: ଭାରତର ଉପରାଷ୍ଟ୍ରପତି ଭେଙ୍କେୟା ନାଉଡୁଙ୍କ ଜନ୍ମଦିନ । ଏହି ଅବସରରେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜ ଟ୍ୱିଟର ହ୍ୟାଣ୍ଡେଲ ଜନ୍ମଦିନର ଶୁଭେଚ୍ଛା ଜଣାଇଥିବା ଦେଖିବାକୁ ମିଳିଛି । ତେବେ ଉପରାଷ୍ଟ୍ରପତି ୭୨ ବର୍ଷରେ ପାଦ

ବିଶ୍ୱ ଡାକ୍ତର ଦିବସରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ବିଶ୍ୱ ଡାକ୍ତର ଦିବସ । ଏହି ଅବସରରେ ଡାକ୍ତରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ନିଜ ଟ୍ୱଟର ପେଜରେ ଶୁଭେଚ୍ଛା ଜଣାଇବା ସହ ଲେଖିଛନ୍ତି କି, ଲୋକଙ୍କ ବହୁମୂଲ୍ୟ ଜୀବନ ସୁରକ୍ଷିତ କରିବା ଦିଗରେ ବିଶେଷ କରି କୋଭିଡ ମହାମାରୀ ସମୟରେ

ତିନିଦିନିଆ ପୁରୀ ଗସ୍ତରେ ରାଜ୍ୟପାଳ

ପୁରୀ: ତିନି ଦିନିଆ ପୁରୀ ଗସ୍ତରେ ଯାଇଛନ୍ତି ଓଡ଼ିଶାର ମହମହିମ ରାଜ୍ୟପାଳ ଗଣେଷୀ ଲାଲ । ରାଜଭବନର ନବୀକରଣ ଭବନକୁ ରାଜ୍ୟପାଳ ଉଦଘାଟନ କରିଛନ୍ତି ରାଜ୍ୟପାଳ । ଗତ ଫନି ବାତ୍ୟାରେ ରାଜଭବନ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା । ଏହି ଅବସରରେ ରାଜ୍ୟପାଳ ରାଜଭଵନ ପରିସରରେ ଥିବା ଶୀଲା ଉପବନରେ

ଝାରସୁଗୁଡ଼ାରେ ସେକ୍ସ ରାକେଟ୍ ଠାବ

ଝାରସୁଗୁଡ଼ା: ଲକଡାଉନରେ ସକ୍ରିୟ ଅଛନ୍ତି ଦେହ ବ୍ୟବସାୟୀ । ବାହାରେ ହୋଟେଲ ଓ ଲଜ ଲେଖାଯାଇଥିବା ବେଳେ ଭିତରେ ଚାଲିଥିଲା ସେକ୍ସ ରାକେଟ୍ । ପୋଲିସ ଖବର ପାଇବା ପରେ ଚଢ଼ାଉ କରିଥିଲା । ଝାରସୁଗୁଡ଼ା ସଦର ଥାନା ପଞ୍ଚପଡ଼ା ବାଇପାସରେ ଶିବଶକ୍ତି ଲଜରେ ସେକ୍ସ ରାକେଟ ଚାଲିଥିଲା । ପୋଲିସ ଚଢ଼ାଉ କରି