Odia News Portal
Yearly Archives

2021

ରାଜ୍ୟରେ କମିଲା ସଂକ୍ରମଣ: ଦିନକରେ ୧୦୯୩୯ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣର ମାତ୍ରା ଧିରେ ଧିରେ ବୃଦ୍ଧି ପାଉଥିବା ସମୟରେ ଆଜି ସଂକ୍ରମିତଙ୍କ ସଂଖ୍ୟା କମିଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦୯୩୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୭୧୪୩୮୦ରେ ପହଞ୍ଚିଛି। ଚିହ୍ନଟ

ମାଲକାନଗିରିରେ ଡଙ୍ଗାବୁଡି ୭ ନିଖୋଜ, ଜଣେ ମୃତ

ମାଲକାନଗିରି: ଚିତ୍ରକୋଣ୍ଡା ଡଙ୍ଗା ବୁଡ଼ି ସାତ ନିଖୋଜ । ତେବେ ନିଖୋଜଙ୍କ ମଧ୍ୟରୁ ଜଣେ ମୃତ । ଏହାସହ ତିନିଜଣଙ୍କୁ ଉଦ୍ଧାର କରାଯାଇଛି । ଏହିପରି ହୃଦୟ ବିଦାରକ ଘଟଣା ଘଟିଛି ଆନ୍ଧ୍ର ସୀମାନ୍ତ ସିଲେରୁ ନଦୀରେ । ସୂଚନା ଅନୁଯାୟୀ, ଆନ୍ଧ୍ର ସୀମାନ୍ତରେ ଥିବା ସିଲେରୁ ନଦୀରେ ଦୁଇଟି

ବିଶିଷ୍ଟ ପ୍ରବଚକ ଚାରଣ ରାମଦାସଙ୍କ କୋଭିଡ୍‌ରେ ପରଲୋକ

ଭୁବନେଶ୍ୱର: ଟେଲିଭିଜନ ଜଗତର ବିଶିଷ୍ଟ ପ୍ରବଚକ ଚାରଣ ରାମଦାସଙ୍କ କୋଭିଡ୍‌ରେ ପରଲୋକ। କୋଭିଡ୍‌ରେ ଆକ୍ରାନ୍ତ ହୋଇ ପୁରୀ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କ ଦେହାନ୍ତ ଘଟିଛି। ଚାରଣ ରାମଦାସ ଜଣେ ଲୋକପ୍ରିୟ ପ୍ରବଚକ। ରାଜ୍ୟର ବିଭିନ୍ନ ଟେଲିଭିଜନ ଚ୍ୟାନେଲରେ

ରେସଲରଙ୍କୁ ଗୁଳି କରି ହତ୍ୟା

ରୋହତକ :  ପହିଲିମାନଙ୍କୁ ନେଇ ଆଉ ଏକ ମାମଲା ଏବେ ଚର୍ଚ୍ଚାରେ ଅଛି। ରେସଲର ସୁଶିଲ କୁମାରଙ୍କୁ ହତ୍ୟା ଅଭିଯୋଗରେ ଦିଲ୍ଲୀ ପୋଲିସ ରବିବାର ଗିରଫ କରିଛି। ରୋହତକରେ ଜଣେ ରେସଲରଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ସୋମବାର ସନ୍ଧ୍ୟାରେ ବୈଶ୍ୟ ଶିକ୍ଷଣ ସଂସ୍ଥାର ଗ୍ରାଉଣ୍ଡରେ

୩ କେନ୍ଦ୍ରମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର : ବାତ୍ୟା ‘ୟଶ୍’ ଦ୍ୱାରା ଉତ୍ପନ୍ନ ହେବାକୁ ଥିବା ପରିସ୍ଥିତିର ମୁକାବିଲା ପ୍ରସ୍ତୁତି ନେଇ ସୋମବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳ ମନ୍ତ୍ରୀ ପିୟୂଷ ଗୋଏଲ, କେନ୍ଦ୍ର ଜାହାଜ ଚଲାଚଳ ଏବଂ ଜଳପଥ ରାଷ୍ଟ୍ରମନ୍ତ୍ରୀ ମନସୁଖ ମାଣ୍ଡଭୀୟଜୀଙ୍କ ଅଧ୍ୟକ୍ଷତାରେ

ରାଜନଗର ଏବଂ ବାଲିଆପାଳ ମଧ୍ୟବର୍ତୀ ଓଡ଼ିଶା ଉପକୂଳଦେଇ ଅତିକ୍ରମ କରିବ “ୟାଶ୍’: ସିଇସି

ଭୁବନେଶ୍ୱର : ସୋମବାର ଦକ୍ଷିଣ ଓ ଦକ୍ଷିଣ ପୂର୍ବ ପାରାଦ୍ୱୀପ ଠାରୁ ୫୩୦ କି.ମି ଦୂରରେ କେନ୍ଦି୍ରଭୂତ ହୋଇଥିବା ଘୂର୍ଣ୍ଣିଝଡ "ୟଶ୍' ଉତର-ଉତର ପଶ୍ଚିମ ଦିଗ ଆଡକୁ ମୁହାଁଇବ ଏବଂ ମେ ୨୬ ତାରିଖ ପୂର୍ବାହ୍ନରେ କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଏବଂ ବାଲେଶ୍ୱର ଜିଲ୍ଲା ବାଲିଆପାଳ ମଧ୍ୟ ଦେଇ ଓଡ଼ିଶା

ଦୁଇ ଜିଲ୍ଲାକୁ ଗଲେ ୨୮ ଅତିରିକ୍ତ ଡାକ୍ତର

ଭୁବନେଶ୍ୱ : ବାତ୍ୟା ‘ୟାସ୍‌’ରେ ସର୍ବାଧିକ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡ଼ିକୁ ରାଜ୍ୟ ସରକାର ପଠାଇଲେ ଡାକ୍ତରୀ ଟିମ୍‌। ୨୮ ଜଣ ଡାକ୍ତରଙ୍କୁ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ବାତ୍ୟା ପରେ ଅର୍ଥାତ ୨୮ ତାରିଖରେ ଆଉ ୮ ଜଣ ପୋଷ୍ଟ ପିଜି ଡାକ୍ତର ଓ ୨୦ ଜଣ

ମଙ୍ଗଳବାର ସଂଧ୍ୟା ସୁଦ୍ଧା ସ୍ଥାନାନ୍ତରଣ କାର୍ଯ୍ୟ ଶେଷହେବ : ଏସଆରସି

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ବାତ୍ୟା ୟାସ୍ ମୁକାବିଲା ପ୍ରସ୍ତୁତି ନେଇ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି ଯ଼େ ବାତ୍ୟା ୟାସ୍ ବାଲେଶ୍ବର କିମ୍ବା ଭଦ୍ରକରେ ଲାଣ୍ଡଫଲ କରିବ । ତେବେ ଆଗାମୀ ସମୟରେ ଭାରତୀୟ ପାଣିପାଗ ବିଭାଗ ଏ ନେଇ ସ୍ଥିତି ସ୍ପଷ୍ଟ କରିବ । ବାତ୍ୟା

ଅକ୍ସିଜେନ ଏକ୍ସପ୍ରେସ ପରିଚାଳନାରେ ପୂର୍ବତଟ ରେଳପଥର ରେକର୍ଡ

.୧୦୦ ରୁ ଉର୍ଦ୍ଧ ଅକ୍ସିଜେନ ଏକ୍ସପ୍ରେସ ଟ୍ରେନର ପରିଚାଳନା କରିଛି .35 ଟି ଅମ୍ଳଜାନ ଭର୍ତ୍ତି ସ୍ୱତନ୍ତ୍ର ଟ୍ରେନ୍ ଦେଶର ବିଭିନ୍ନ ରାଜ୍ୟକୁ ପଠାଯାଇଅଛି . 2252.07 ଟନ୍ ତରଳ ମେଡିକାଲ୍ ଅମ୍ଳଜାନ ପରିବହନ