Odia News Portal
Yearly Archives

2021

ମାଡି ଆସୁଛି ୟସ୍: ଏସଆରସିଙ୍କ ଗୁରୁତ୍ଵପୂର୍ଣ୍ଣ ସୂଚନା

ଭୁବନେଶ୍ୱର: ଓଡ଼ିଶା ଆଡ଼କୁ ମାଡି ଆସୁଛି ବାତ୍ୟା ୟସ୍ । ତେବେ ବାତ୍ୟା ନେଇ ଗୁରୁତ୍ଵପୂର୍ଣ୍ଣ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ଏସଆରସିଙ୍କ କହିବା ଅନୁଯାୟୀ,ଏବେ ପର୍ଯ୍ୟନ୍ତ ୨ ଲକ୍ଷ ଲୋକଙ୍କ ସ୍ଥାନାନ୍ତରଣ ସରିଛି । ଭିତରକନିକା, ଚାନ୍ଦବାଲି, ଧାମରାରେ ବାତ୍ୟା ଲ୍ୟାଣ୍ଡଫଲ

ଅପରାହ୍ନ ସାଢେ ୫ରେ ମୁଖ୍ୟମନ୍ତ୍ରୀ କରିବେ ବାତ୍ୟା ସ୍ଥିତି ସମୀକ୍ଷା

ଭୁବନେଶ୍ୱର: ଓଡ଼ିଶା ଆଡ଼କୁ ଦ୍ରୁତ ଗତିରେ ମାଡ଼ି ଆସୁଛି 'ବାତ୍ୟା ୟସ' ।ଆଉ ବାତ୍ୟା ମୁକାବିଲା ନେଇ ପ୍ରଶାସନ ପୁରାପୁରି ପ୍ରସ୍ତୁତ ଥିବା ସମୟରେ ଆଜି ଅପରାହ୍ନ ସାଢେ ୫ଟାରେ ବାତ୍ୟା ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏସଆରସି କଣ୍ଟ୍ରୋଲ ରୁମରୁ ବାତ୍ୟା ଉପରେ

୨୦୦୦ ଅକ୍ସିଜେନ୍ କନସେନଟ୍ରେଟର୍ସ ଦେବ ବିସିସିଆଇ

ନୂଆଦିଲ୍ଲୀ  : ଦେଶ କରୋନାର ଦ୍ବିତୀୟ ଲହର ସହ ଲଢ଼ୁଥିବା ବେଳେ ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଏଥିରେ ‌ସ‌ହଯୋଗର ହାତ ବଢ଼ାଇଛି । ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବା ବେଳେ ଚିକିତ୍ସା ପାଇଁ ମେଡିକାଲ ଅକ୍ସିଜେନ୍‌ର ଘୋର ଅଭାବ ଦେଖା ଦେଇଛି । ଏହି

ଓଡ଼ିଶା ରେଡକ୍ରସକୁ ସମସ୍ତ ସହାୟତା ଯୋଗାଇ ଦିଆଯିବ

ନୂଆଦିଲ୍ଲୀ/ଭୁବନେଶ୍ୱର : ସାମୁଦ୍ରିକ ବାତ୍ୟା ‘ୟଶ୍’ ପାଇଁ ନିରନ୍ତର ଉଦ୍ୟମ ଜାରୀ ରଖିବା ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଓଡ଼ିଶାର ମହାମହିମ ରାଜ୍ୟପାଳ ତଥା ଇଣ୍ଡିଆନ ରେଡ଼୍ କ୍ରସ୍ ସୋସାଇଟି(ଆଇଆରସିଏସ) ଓଡ଼ିଶା ଶାଖାର ସଭାପତି ପ୍ରଫେସର ଗଣେଶୀ ଲାଲଙ୍କ ସହ କଥା

୪୦ କି.ମି ଭାରରେ ବୁହାହେଲେ ଗର୍ଭବତୀ

ମାଲକାନଗିରି : ପୁଣି  ଭାରରେ ବୁହାହେଲେ ଗର୍ଭବତୀ। ଦୀର୍ଘ ୪୦ କିଲୋମିଟର ଭାର ଯୋଗେ ବୁହା ହୋଇ ଜନ୍ମ ଦେଲେ କନ୍ୟା ସନ୍ତାନ। ତେବେ ଆଜି ଏପରି ଏକ ଅଭାବନୀୟ ଘଟଣା ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ନାକାମାମୁଡ଼ି ପଂଚାୟତ ର ବିଛିନାଞ୍ଚଳ ଗ୍ରାମ ଗଙ୍ଗାପଡା ରେ ଦେଖିବାକୁ

ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ବାଲେଶ୍ବର ଦାୟିତ୍ଵ

ଭୁବନେଶ୍ୱର: ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ବାଲେଶ୍ବର ଦାୟିତ୍ଵ । ବାଲେଶ୍ବର ଯିବାକୁ ଦିବ୍ୟଶଙ୍କର ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ସେଠାରେ ରହି ଶକ୍ତିମନ୍ତ୍ରୀ ବାତ୍ୟା ସ୍ଥିତି ଉପରେ ନଜର ରଖିବେ । ଆଇଏମ୍‌ଡିର ସୂଚନା ମୁତାବକ

ଦେଶରେ ୨ ଲକ୍ଷ ତଳକୁ ଖସିଲା ସଂକ୍ରମଣ

ନୂଆଦିଲ୍ଲୀ :  ଦେଶରେ ୪  ଲକ୍ଷ ଟ୍ରେଣ୍ଡ୍ ପରେ  ଦୈନିକ ଆକ୍ରାନ୍ତ ସଂଖ୍ୟା ୩ ଲକ୍ଷ ଓ ଏବେ ୨ ଲକ୍ଷ ତଳକୁ ଖସିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୯୬ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୫୧୧ଜଣଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର