Odia News Portal
Yearly Archives

2021

କରୋନା ମୃତ୍ୟୁସଂଖ୍ୟା ୩ ଲକ୍ଷ ଟପିଲା

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ୍‌ର ପ୍ରଥମ ଲହର ଯେତିକି କ୍ଷତି କରିନଥିଲା ତାଠୁ ବଳି ଯାଇଛି ଦ୍ଵିତୀୟ ଲହର। ଏହି ଲହର ପୂରା ଦେଶରେ ତାଣ୍ଡବଲୀଳା ମଚାଇ ଦେଇଛି। ଦ୍ଵିତୀୟ ଲହର ଏବେ କିଛିଟା ଧିମା ପଡିଥିଲେ ମଧ୍ୟ ମୃତ୍ୟୁ ମାମଲାରେ ବ୍ରେକ ଲାଗୁନି। ଏହି ମାରାତ୍ମକ ଭାଇରସ୍‌ ଯୋଗୁଁ ଭାରତ

ଭାରତରେ ବହୁତ କିଛି ଶିଖିଛି : ଏଲି ଅଭ୍ରାମ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ହେବାର ସ୍ୱପ୍ନକୁ ସାକାର କରିବା ପାଇଁ ଅଳ୍ପ ବୟସରେ ଭାରତ ଯାଇଥିବା ଅଭିନେତ୍ରୀ ଏଲି ଅଭ୍ରାମ କହିଛନ୍ତି ଯେ ଏଠାରେ ରହିବା ତାଙ୍କୁ ଅନେକ କିଛି ଶିକ୍ଷା ଦେଇଛି।ଏହି ଅଭିନେତ୍ରୀ ମୂଳତ ସ୍ୱିଡେନର ଷ୍ଟକହୋମରୁ ଆସିଛନ୍ତି ଏବଂ କହିଛନ୍ତି ଯେ ଭାରତରେ ତାଙ୍କର

ଭୁବନେଶ୍ୱର ବାସୀଙ୍କ ପାଇଁ ୫ ନିଃଶୁଳ୍କ ଆମ୍ବୁଲାନ୍ସ ସେବା ଲୋକାର୍ପିତ

ଭୁବନେଶ୍ୱର: କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ମାନ୍ୟବର ଉତ୍ତର ବିଧାୟକ ତଥା ବିଜେଡି ସାଙ୍ଗଠନିକ ଜିଲ୍ଲା ସଭାପତି ଶ୍ରୀ ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର ବାସୀଙ୍କ ପାଇଁ ୫ ଟି ନିଃଶୁଳ୍କ ଆମ୍ବୁଲାନ୍ସ ସେବା ଲୋକାର୍ପିତ କରିଛନ୍ତି | ଏହି ଆମ୍ବୁଲାନ୍ସ ସେବା ଦ୍ୱାରା କୋଭିଡ ଆକ୍ରାନ୍ତ

ଏସିଆ କପ୍ ଦୁଇ ବର୍ଷ ପାଇଁ ସ୍ଥଗିତ

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୧ ଇଭେଣ୍ଟକୁ ଦୁଇ ବର୍ଷ ପାଇଁ ସ୍ଥଗିତ ରଖିଲା ଏସିସି| ଏସୀୟ କ୍ରିକେଟ୍ ପରିଷଦ (ଏସିସି) ରବିବାର ଏହାର ସୂଚନା ଦେଇଛି। ଘାତକ କରୋନା ଭାଇରସ୍‌ ଯୋଗୁଁ କ୍ରିକେଟ୍ କ୍ୟାଲେଣ୍ଡରରେ ଲଗାତାର ପରିବର୍ତ୍ତନ ହେବ ଏବଂ ସମୟ ନମିଳିବାରୁ ଏସିଆ କପ-୨୦୨୧କୁ ସ୍ଥଗିତ ରଖିବାକୁ

କୋଭିଡ ଚିକିତ୍ସିତଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ସୌମ୍ୟଶଙ୍କର ଚକ୍ର

ଭୁବନେଶ୍ୱର: କୋଭିଡ ସେଣ୍ଟରରେ ଚିକିତ୍ସିତ ପରିଜନଙ୍କୁ ଖାଦ୍ୟ ବଣ୍ଟନ କରିବା ସହିତ ଚିକିତ୍ସିତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଲେ ଯୁବ ବିଜେଡ଼ିର ରାଜ୍ୟ ଉପସଭାପତି ସୌମ୍ୟ ଶଙ୍କର ଚକ୍ର । ବିଶେଷ କରି ରୋଗୀଙ୍କ ସହ ପରିଜନ ମାନେ ଫୋନରେ କଥା ହେଇ ପାରୁଛନ୍ତି ନା ନାହିଁ ସେ ବିଷୟରେ ମଧ୍ୟ