Sign in
Sign in
Recover your password.
A password will be e-mailed to you.
Yearly Archives
2021
ଟିକାର ପ୍ରଥମ ଡୋଜ ନେଲେ କେଜ୍ରିୱାଲ୍
ନୂଆଦିଲ୍ଲୀ: କରୋନା ଟିକା ଗ୍ରହଣ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ | ଗୁରୁବାର ଦିନ କୋଭିଡ ଟିକାର ପ୍ରଥମ ଡୋଜ ନେଇଛନ୍ତି କେଜ୍ରିୱାଲ । ସେ ଦିଲ୍ଲୀ ସ୍ଥିତ ଲୋକନାୟକ ଜୟପ୍ରକାଶ ହସ୍ପିଟାଲରେ କୋଭିସିଲ୍ଡ ଟିକାର ପ୍ରଥମ ଡୋଜ ନେଇଥିବା ସୂଚନା ମିଳିଛି । କେଜ୍ରିୱାଲଙ୍କ ସହ!-->…
୨ ଦିନିଆ ରିମାଣ୍ଡରେ ଗଲା ବିବନ୍
ଭୁବନେଶ୍ୱର: ବହୁଚର୍ଚ୍ଚିତ ଅଞ୍ଜନା ଗଣଦୁଷ୍କର୍ମ ମାମଲାରେ ଆଜିଠୁ ଦୁଇଦିନିଆ ରିମାଣ୍ଡରେ ଯିବ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ। ବିବନକୁ ଦୁଇ ଦିନିଆ ରିମାଣ୍ଡରେ ନେଇ ଜେରା କରିବ ସିବିଆଇ ଟିମ୍ । ଅଧିକ ତଥ୍ୟ ପ୍ରମାଣ ଯୋଗାଡ଼ ପାଇଁ ମାରାଥନ ଜେରା କରିବ ସିବିଆଇ । ସିବିଆଇର ତଦନ୍ତକାରୀ ଟିମ୍!-->…
ପେଟ୍ରୋଲ ପମ୍ପରୁ ହଟିବ ମୋଦିଙ୍କ ପୋଷ୍ଟର
ଆଦର୍ଶ ଆଚରଣବିଦ୍ଧିର ଉଲ୍ଲଂଘନ ନେଇ ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ
ବୁମରାଙ୍କ ପଛେ ପଛେ ଅନୁପମା !
ନୂଆଦିଲ୍ଲୀ : ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମରା ବ୍ୟକ୍ତିଗତ କାରଣ ଦର୍ଶାଇ ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରୁ ନିଜ ନାମ ଫେରାଇ ନେଇଛନ୍ତି। ବୁମରାଙ୍କୁ ମଧ୍ୟ ବିସିସିଆଇ ଛୁଟି ପ୍ରଦାନ କରିଛି। ଅନ୍ୟପଟେ ଦକ୍ଷିଣ ଭାରତୀୟ ସିନେ ଜଗତର ଅଭିନେତ୍ରୀ ଅନୁପମା ପରମେଶ୍ଵରନ ମଧ୍ୟ ଛୁଟି!-->…
ଆଜିଠୁ ଶେଷ ଲଢେଇ
ଅହମ୍ମଦାବାଦ : ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁରୁବାରଠାରୁ ଭାରତ-ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ଅନ୍ତିମ ଟେଷ୍ଟ ଆରମ୍ଭ ହେବ । ପ୍ରଥମ ମ୍ୟାଚରେ ଶୋଚନୀୟ ପରାଜୟବରଣ କରିଥିବା ଟିମ୍ ଇଣ୍ଡିଆ ପରବର୍ତି ଦୁଇ ଟେଷ୍ଟରେ ଭ୍ରମଣକାରୀ ଇଂଲଣ୍ଡ ବିପକ୍ଷରେ ସ୍ପିନ୍ ଅସ୍ତ୍ର ପ୍ରୟୋଗ!-->…
୫ ରୁ ୪ରେ ଆପ୍ ର ବାଜିମାତ୍
ନୂଆଦିଲ୍ଲୀ: ଦିଲ୍ଲୀ ନଗର ନିଗମ (ଏମ୍ସିଡି) ଉପନିର୍ବାଚନରେ ଆମ୍ ଆଦମୀ ପାର୍ଟି (ଆପ୍)ର ବାଜିମାତ୍ । ପାଞ୍ଚଟି ଆସନ ପାଇଁ ହୋଇଥିବା ଏହି ଉପ ନିର୍ବାଚନରେ ଆପ୍ ଚାରୋଟିରେ ବିଜୟୀ ହୋଇଛି । ଉପନିର୍ବାଚନରେ ବିଜୟ ପରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଦଳର ସବୁ କର୍ମକର୍ତ୍ତାଙ୍କୁ!-->…
ବିକାଶ ସହ ବିଜ୍ଞାନକୁ ଯୋଡ଼ିଲେ ନବୀନ
ରାଜ୍ୟରେ ଆଉ ୬ ପ୍ଲାନେଟାରିଅମ ଓ ୩୦ ଜିଲ୍ଲା ବିଜ୍ଞାନ କେନ୍ଦ୍ର
ନିଯୁକ୍ତିଯୋଗ୍ୟ ଦକ୍ଷତା ସୃଷ୍ଟିରେ ପଛରେ ଓଡ଼ିଶା
ରୋଜଗାର କ୍ଷମତା ମାନଚିତ୍ରରେ ନାହିଁ ଭୁବନେଶ୍ୱର
