ଝାଳ ବୁହାଇଲେ କୋହଲି, ରୋହିତ, ରାହାଣେ
ଅହମ୍ମଦାବାଦ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ 4 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜର ଶେଷ ମ୍ୟାଚ୍ ମାର୍ଚ୍ଚ 4ରୁ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ବର୍ତ୍ତମାନ ଘରୋଇ ଭାରତ 2-1ରେ ଅଗ୍ରଣୀ ହାସଲ କରିଥିବାରୁ ଅନ୍ତିମ ଟେଷ୍ଟରେ କୌଣସିମତେ ହାର୍ ନ ମାନି ସଫଳତାର ସହ ସିରିଜ୍!-->…
