Odia News Portal
Yearly Archives

2021

ଟିକା ନେଲେ ହର୍ଷବର୍ଦ୍ଧନ, ରାଜ୍ୟ ବିଧାୟକ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ତୃତୀୟ ପର୍ଯ୍ୟାୟ ଟିକାରଣ । ସୋମବାର ମୁଖ୍ୟମନ୍ତ୍ରୀ ବିଧାନସଭା ପରିସରରେ ଟିକା ନେଇଥିବାବେଳେ ଆଜି ଅନେକ ବିଧାୟକ ଏବଂ ପୂର୍ବତନ ବିଧାୟକ ଟିକାକରଣ ପକ୍ରିୟାରେ ସାମିଲ ହୋଇଛନ୍ତି ।ସମୁଦାୟ ୨୦ ଜଣ ବିଧାୟକ ଆଜି ଟିକା ନେବେ ବୋଲି ଜଣାପଡିଛି । ଆଜିର…

ଭିସୁଟର ଛାତ୍ରଛାତ୍ରୀଙ୍କୁ ହୋଇନାହିଁ କରୋନା

ସମ୍ବଲପୁର: ବୁର୍ଲା ଭିସୁଟର ଛାତ୍ରଛାତ୍ରୀଙ୍କୁ ହୋଇନାହିଁ କରୋନା । କିଟ୍ ଖରାପ ଯୋଗୁଁ କରୋନା ରିପୋର୍ଟ ପଜିଟିଭ ଆସିଥିବା ନେଇ ସୂଚନା ଦେଇଛନ୍ତି ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ଆଣ୍ଟିଜେନ କିଟ୍ ଖରାପ ଥିବାରୁ ଏଭଳି ରିପୋର୍ଟ ଆସିଥିବା ବେଳେ ଆରଟି-ପିସିଆର ଟେଷ୍ଟରେ ସମସ୍ତ…

ଆକାଂକ୍ଷୀ ଜିଲ୍ଲା ପାଇଁ ୧୦ ବରିଷ୍ଠ ଅଧିକାରୀ

ଭୁବନେଶ୍ୱର: ରାଜ୍ୟର ୧୦ ଆକାଂକ୍ଷୀ ଜିଲ୍ଲା ପାଇଁ ରାଜ୍ୟ ସରକାରଙ୍କ ସଚିବ ସ୍ତରିୟ ଅଧିକାରୀଙ୍କୁ ନିଯୁକ୍ତି । ନୀତି ଆୟୋଗ ଦ୍ୱାରା ଚିହ୍ନଟ ହୋଇଥିବା ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଜଳସେଚନ ଭଳି କ୍ଷେତ୍ରରେ ପଛୁଆ ଥିବା ୧୦ ଆକାଂକ୍ଷୀ ଜିଲ୍ଲାରେ ବିକାଶମୂଳକ କାମ ଅନୁଧ୍ୟାନ ପାଇଁ ୧୦…

ଟିକା ନେବେ ସୁପ୍ରିମକୋର୍ଟ ବିଚାରପତି

ନୂଆଦିଲ୍ଲୀ: ଆଜି ଟିକା ନେବେ ସୁପ୍ରିମକୋର୍ଟର ସମସ୍ତ ବିଚାରପତି । ସାରାଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ପ୍ରକ୍ରିୟା ଚାଲିଥିବା ସମୟରେ ସୁପ୍ରିମକୋର୍ଟ ବିଚାରପତି ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ଆଜିଠାରୁ କରୋନା ଟିକା ଦିଆଯିବ ବୋଲି ସୂଚନା ମିଳିଛି । ଏପରିକି ସୁପ୍ରିମକୋର୍ଟର…

ମାର୍ଚ୍ଚ ରୁ ମେ’ ରାଜ୍ୟରେ ଭୀଷଣ ତାତି

ଭୁବନେଶ୍ବର: ଫେବୃଆରୀ ଶେଷ ନହେଉଣୁ ରାଜ୍ୟରେ ଆରମ୍ଭ ହୋଇଯାଇଛି ଭୀଷଣ ତାତି । ମାର୍ଚ୍ଚ ପହିଲା ବେଳକୁ ୪୦ ଡିଗ୍ରୀ ଉପରେ ବିଭିନ୍ନ ସହରର ତାପମାତ୍ରା । ତେବେ lଖାଲି ଓଡ଼ିଶା ନୁହେଁ, ଓଡ଼ିଶା ସୀମାରେ ଥିବା ଛତିଶଗଡ଼ ଏବଂ ଆନ୍ଧ୍ରପ୍ରଦେଶରେ ମଧ୍ୟ ତାତି ଅସହ୍ୟ ହେବ । ଏହ ସହ କୋଙ୍କଣ ଗୋଆ ଓ…

ମହାଶିବରାତ୍ରିରେ ପାଆନ୍ତୁ ମହାଦେବଙ୍କ କୃପା….

ଭୁବନେଶ୍ବର: ଆସୁଛି ମହାଶିବରାତ୍ରି ଯେଉଁ ରାତିରେ ଭକ୍ତଙ୍କ ପାଇଁ ଶିବମୟ ହୋଇଥାଏ ପୁରା ମାହୋଲ। ଶ୍ରଦ୍ଧାର ସହ ମହାଶିବରାତ୍ରି ବ୍ରତ ପାଳନ କଲେ ସବୁ ମନୋସ୍କାମନା ପୂରଣ ହୋଇଥାଏ ବୋଲି ମାନ୍ୟତା ରହିଛି। ଶିବ ଭକ୍ତଙ୍କ ପାଇଁ ମହାଶିବରାତ୍ରିର ବିଶେଷ ମହତ୍ତ୍ୱ ରହିଛି। ପୌରାଣିକ କଥା ଅନୁସାରେ…

ଆଇସିଏସଇ ଦଶମ, ଦ୍ୱ।ଦଶ ପରୀକ୍ଷା ଘୋଷଣା

ନୂଆଦିଲ୍ଲୀ: ଆଇସିଏସଇ ଦଶମ ଏବଂ ଆଇଏସସିଇ ଦ୍ୱ।ଦଶ ଶ୍ରେଣୀ ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି । କାଉନସିଲ୍ ଫର୍ ଦ ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ ଏକଜାମିନେସନସ୍ ( ସିଆଇଏସସିଇ) ଘୋଷଣା କରିଛି । ଆସନ୍ତା ମେ’ ୫ରୁ ଦଶମ ବୋର୍ଡ ପରୀକ୍ଷା ଏବଂ ଏପ୍ରିଲ୍ ୮ରୁ 12ଶ ବୋର୍ଡ ପରୀକ୍ଷା…

ମେ’ ଯାଏଁ କଲବଲ କରିବ ତାତି

ଭୁବନେଶ୍ୱର: ମାର୍ଚ୍ଚ ପହିଲାରୁ ଡ଼ରାଇଲାଣି ତାତି । ମାର୍ଚ୍ଚଠାରୁ-ମେ’ ଦେଶର କିଛି ରାଜ୍ୟ ସବୁଠାରୁ ରାଜ୍ୟ ଉତ୍ତପ୍ତ ହେବ । ଏହି ରାଜ୍ୟଗୁଡିକ ମଧ୍ୟରେ ଓଡିଶା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି । ବଙ୍ଗୋପସାଗରର ଜଳବାୟୁ ଆଧାର କରି ସୃଷ୍ଟି ହୋଇଥିବା…