Odia News Portal
Yearly Archives

2021

ଅହିରାଜ-ନେଉଳ ଲଢେଇ, ଜୀବନ ବିକଳରେ ସାପ……

ବାଲେଶ୍ଵର: ସାପ-ନେଉଳର ଘମାଘୋଟ ଲଢେଇ |ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଥିବା ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ୱରରେ ଦେଖିବାକୁ ମିଳିଛି ସାପ-ନେଉଳ ଫାଇଟ । ଏକ ବିରାଟକାୟ ଅହିରାଜ ସାପ ସହ ନେଉଳର ଘମାଘୋଟ ଲଢେଇ ଚାଲିଥିବା ଦେଖିବାକୁ ମିଳିଥିଲା । ଅହିରାଜକୁ ଦେଖିଲେ ଯେ କେହି…

ହିଟମ୍ୟାନ୍ ରୋହିତଙ୍କ ଦମଦାର ଶତକ

ଚେନ୍ନାଇ: ଟେଷ୍ଟ ମ୍ୟାଚରେ ରୋହିତ ଶର୍ମାଙ୍କ ଦମଦାର ଶତକ | ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ରୋହିତ ଶର୍ମାଙ୍କ ଧୂଆଁଧାର ଶତକ ଅର୍ଜନ କରିଛନ୍ତି । ରୋହିତ ଓପନିଂରେ ଆସି ଦମଦାର୍ ବ୍ୟାଟିଂ କରିଥିଲେ । ୧୩୦ ବଲରୁ ଶତକ କରିଛନ୍ତି ହିଟମ୍ୟାନ୍ ରୋହିତ ଶର୍ମା ।…

ହାତୀ ମୃତ୍ୟୁ କାରଣ ଖୋଜୁଛି ବିଶେଷଜ୍ଞ ଟିମ୍

କଳାହାଣ୍ଡି: କର୍ଲାପାଟରେ ହାତୀ ମୃତ୍ୟୁକୁ ନେଇ ବଢ଼ିଲାଣି ଚିନ୍ତା। ଗତ ୧୨ ଦିନ ମଧ୍ୟରେ ଏହି ଅଭୟାରଣ୍ୟରେ ୪ ମାଈ ହାତୀ ଆଖି ବୁଜି ସାରିଥିବା ବେଳେ ଆଉ ଏକ ହାତୀ ଅସୁସ୍ଥ ଅଛି। କାହିଁକି ଏହି ଅଭୟାରଣ୍ୟରେ ଗୋଟିଏ ପରେ ଗୋଟିଏ ହାତୀଙ୍କ ମୃତ୍ୟୁ ହେଉଛି, କାରଣ ଖୋଜିବାକୁ ଆଜି କର୍ଲାପାଟରେ…

ଫଟୋ ଭାଇରଲ ଘଟଣାର ତଦନ୍ତ ନିର୍ଦ୍ଦେଶ

ପୁରୀ: ଶ୍ରୀମନ୍ଦିର ଭିତର ଫଟୋ ଭାଇରଲ ଘଟଣାର ହେବ କଡା ତଦନ୍ତ । ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ | ପୁଣି ଶ୍ରୀମନ୍ଦିର ଭିତରର ଫଟୋ ସୋସିଆଲ ମିଡ଼ିଆରେ ଭାଇରଲ ହେବାପରେ ଶ୍ରୀମନ୍ଦିର ସୁରକ୍ଷା ନେଇ ଉଠିଛି ବଡ଼ ପ୍ରଶ୍ନ | ସୋସିଆଲ୍‌ ମିଡିଆରେ ମନ୍ଦିରର ଫଟୋ ଛଡ଼ା…

ଓଡ଼ିଶାର କୋଟିଆରେ ଆନ୍ଧ୍ର ନିର୍ବାଚନ

କୋରାପୁଟ: କୋଟିଆରେ ଚାଲିଛି ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ । ନିର୍ବାଚନ ବନ୍ଦ ପାଇଁ କୋରାପୁଟ ଜିଲ୍ଲାପାଳ ବିଜୟନଗରମ୍‌ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ ମଧ୍ୟ ଆନ୍ଧ୍ର ନିଜ ଜିଦ୍‌ରେ ରହିଛି ଅଟଳ । ଆନ୍ଧ୍ର ଦ୍ୱାରା ଗଠିତ ଫାଟୁସେନେରି ପଞ୍ଚାୟତରେ ଚାଲିଛି ଭୋଟ୍ ଗ୍ରହଣ କାର୍ଯ୍ୟକ୍ରମ । …

କଳାହାଣ୍ଡି ପରେ ଫୋକସରେ ସୁନ୍ଦରଗଡ

ରାଉରକେଲା: ଫୋକସରେ ସୁନ୍ଦରଗଡ ଜିଲ୍ଲା । କରୋନା କଟକଣା ହଟିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଥର ଆସନ୍ତା ୧୬ ତାରିଖରେ ରାଉରକେଲାକୁ ଦିନିକିଆ ଗସ୍ତରେ ଯାଉଛନ୍ତି ।ତେବେ ଏଥର ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ଅଛି ସୁନ୍ଦରଗଡ ଜିଲ୍ଲାର ବିକାଶ | ସେନେଇ ବିଭିନ୍ନ ଯୋଜନାରେ ନବୀନ…

ଉତ୍ତର ଭାରତରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଭୂକମ୍ପ ଝଟକାରେ ଥରିଲା ଉତ୍ତର ଭାରତ। ଶୁକ୍ରବାର ରାତିରେ ଦିଲ୍ଲୀ-ଏନସିଆର୍ ଅଞ୍ଚଳରେ ଭୂକମ୍ପର ଝଟକା ଦେଖିବାକୁ ମିଳିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ବୋଲି ମପାଯାଇଛି । ଭୂମିକମ୍ପର ପ୍ରଭାବ ହରିୟାଣା, ରାଜସ୍ଥାନ, ଜାମ୍ମୁ କାଶ୍ମୀରରେ ପଡ଼ିଛି। ଭୂକମ୍ପର କେନ୍ଦ୍ର…

ଚାଷୀଙ୍କ ଆକାଉଣ୍ଟକୁ ଗଲା ତୃତୀୟ କିସ୍ତି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ ୨୦୦୦ ଟଙ୍କା ଲେଖାଏ କାଳିଆ ସହାୟତା ପ୍ରଦାନ କରିଛନ୍ତି। ସମୁଦାୟ ୧୨୭୨ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି। ଏହି ଟଙ୍କା ଚାଷୀମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ପ୍ରଦାନ…

ବାଇ-ଲ’ ପ୍ରତ୍ୟାହାର କରୁ କେନ୍ଦ୍ର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବାଇ-ଲ’ ପ୍ରତ୍ୟାହାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ । ଅନନ୍ତବାସୁଦେବ ଓ ବ୍ରହ୍ମେଶ୍ୱର ମନ୍ଦିରରୁ କେନ୍ଦ୍ର ପ୍ରସ୍ତାବିତ ବାଇ-ଲ’କୁ ତୁରନ୍ତ ପ୍ରତ୍ୟାହାର କରୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ସମ୍ବେଦନଶୀଳ ଧାର୍ମିକ ପ୍ରସଙ୍ଗରେ କେନ୍ଦ୍ରୀୟ ସଂସ୍ଥା କୌଣସି…

ନକ୍ସଲଙ୍କ ବିସ୍ପୋରଣ ଯୋଜନା ପଣ୍ଡ

ଝାଡ଼ଖଣ୍ଡ: ନକ୍ସଲଙ୍କ ବିସ୍ପୋରଣ ଯୋଜନା ପଣ୍ଡ । ଶକ୍ତିଶାଳୀ ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କଲେ ଯବାନ । ଝାଡ଼ଖଣ୍ଡ ସିଂହଭୂମ ଜିଲ୍ଲା ଚାଇବାସା-ଗୋଇଲକେରା ରାସ୍ତାରେ ଯବାନଙ୍କୁ ଟାର୍ଗେଟ କରି ଏହି ନବନିର୍ମିତ ସଡ଼କ ଉପରେ ବିସ୍ଫୋରକ ଖଞ୍ଜି ଥିଲେ ମାଓବାଦୀ । ପ୍ରତିଦିନ ଏହି ରାସ୍ତା ଦେଇ କମ୍ବିଂ…