Sign in
Sign in
Recover your password.
A password will be e-mailed to you.
Yearly Archives
2021
ଚାଷୀ-କେନ୍ଦ୍ର ଆଲୋଚନା ବିଫଳ
ନୂଆଦିଲ୍ଲୀ : ଚାଷୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ସପ୍ତମ ପର୍ଯ୍ୟାୟରେ ବୈଠକ ଶେଷ ହୋଇଛି । ଆଜି ଚାଷୀ ଏବଂ ସରକାରଙ୍କ ମଧ୍ୟରେ ହୋଇପାରିଲାନି କୌଣସି ସମାଧାନ । କୃଷି ଆଇନକୁ ପ୍ରତ୍ୟାହାର କରି ଅଟଳ ରହିଛନ୍ତି ଚାଷୀ । ତେବେ ଚାଷୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଜାନୁଆରୀ ୮ରେ ପୁଣି ହେବ!-->…
ରାଜ୍ୟରେ ୩୦ ସୁଦ୍ଧା ମିଳିବ ଟିକା
ଝାରସୁଗୁଡ଼ା: ଖୁବଶୀଘ୍ର ରାଜ୍ୟରେ ଉପଲବ୍ଧ ହେବ କୋଭିଡ୍ ଭ୍ୟାକ୍ସିନ୍ । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ଓଡ଼ିଶାରେ ଜାନୁଆରୀ ୩୦ ତାରିଖ ନଚେତ୍ ଫେବ୍ରୁଆରୀ ପ୍ରଥମ ସପ୍ତାହ ସୁଦ୍ଧା କୋରୋନା ଟିକା ଉପଲବ୍ଧ ହେବ । ତେବେ ପ୍ରଥମେ ସ୍ୱାସ୍ଥ୍ୟ କର୍ମୀ ଓ ବୟସ୍କଙ୍କୁ!-->…
ସେଲଫି ହେଲା କାଳ: ବାହାଘର ପୂର୍ବରୁ ଚାଲିଗଲା ଜୀବନ
ସୁନ୍ଦରଗଡ଼: ସେଲଫି ନିଶା ହେଲା କାଳ | ବାହାଘର ପୂର୍ବରୁ ଚାଲିଗଲା ଜୀବନ । ପରିବାର ଲୋକ ଓ ସାଙ୍ଗସାଥୀଙ୍କ ସହ ବଣଭୋଜି କରିବାକୁ ଘୋଘର ଇବନଦୀ କନାକୁଣ୍ଡ ପାଖକୁ ଯାଇଥିଲେ । ହେଲେ ପରିବାର ଲୋକେ ରୋଷେଇ କରିବାରେ ବ୍ୟସ୍ତ ଥିବା ବେଳେ ସାଙ୍ଗଙ୍କ ସହ ଫଟୋ ଉଠାଇବା ସମୟରେ ଗୋଡ଼ ଖସିଯାଇଥିଲା ।!-->…
ରାଜଧାନୀର ରାଜରାସ୍ତାରେ ମାହାଙ୍ଗା ହତ୍ୟାର ନିଆଁ
ଭୁବନେଶ୍ୱର: ମାହାଙ୍ଗାର ପୂର୍ବତନ ବ୍ଲକ ଅଧ୍ୟକ୍ଷ କୂଳମଣି ବରାଳ ଓ ସହଯୋଗୀଙ୍କୁ ହତ୍ୟା ଘଟଣାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଲା ବିଜେପି । ଭୁବନେଶ୍ୱର ବିଜେପି କାର୍ଯ୍ୟାଳୟରୁ ମାଷ୍ଟରକ୍ୟାଣ୍ଟିନ୍ ଅଭିମୁଖେ ଯାଇ ପ୍ରତିବାଦ କରିଛି ଦଳ । ତୁରନ୍ତ ଘଟଣାର ତଦନ୍ତ କରି ୭ ଦିନ ଭିତରେ ହତ୍ୟାକାରୀଙ୍କୁ!-->…
୮ରେ ଡିଜି ଅଫିସ ଘେରାଉ କରିବ ବିଜେପି
ମାହାଙ୍ଗା : ବିଜେପି ନେତା କୁଳମଣି ବରାଳଙ୍କ ହତ୍ୟା ଘଟଣାକୁ ନେଇ ରାଜ୍ୟବ୍ୟାପୀ ଜୋରଦାର ପ୍ରତିବାଦ କରିବ ବିଜେପି । ଆସନ୍ତାକାଲି ଠାରୁ ବିଜେପି ଯୁବମୋର୍ଚ୍ଚା ନେତୃତ୍ୱରେ ଘେରାଉ କରାଯିବ ସମସ୍ତ ଥାନା । ୬ ତାରିଖରେ ସମସ୍ତ ଏସ୍ପି ଅଫିସ ଓ ୮ରେ ଡିଜି ଅଫିସ ଘେରାଉ କରିବ ବିଜେପି ଦଳ ।!-->…
ଚାଲାଣ ବେଳେ ୮୫ ଦାଦନ ଶ୍ରମିକ ଉଦ୍ଧାର
ନୂଆପଡ଼ା : ରାଜ୍ୟ ବାହାରକୁ ଚାଲାଣ ବେଳେ ଦାଦନ ଶ୍ରମିକ ଉଦ୍ଧାର । ନୂଆପଡ଼ା ଜିଲ୍ଲା ଖଡିଆଳ ବୁଦ୍ଧି ଡଙ୍ଗର ନିକଟସ୍ଥ ଏକ ଢାବାରୁ ୮୫ ଜଣ ଦାଦନ ଶ୍ରମିକ ଉଦ୍ଧାର କରାଯାଇଛି । ତେବେ ଚାଲାଣ ଦାଦନ ଶ୍ରମିକଙ୍କ ମଧ୍ୟରେ ୧୦ ଜଣ ନାବାଳକ ଥିବା ଜଣାପଡିଛି । ସମସ୍ତଙ୍କୁ ଉଦ୍ଧାର କରିଛି ନୂଆପଡ଼ା!-->…
