Odia News Portal
Yearly Archives

2022

ଫ୍ଲିପ୍‌କାର୍ଟ ‘ବିଗ୍ ବିଲିୟନ ଡେ’ରେ ଫସିଲେ ଯୁବକ

ଭାରତରେ ପର୍ବ ଲୋକମାନଙ୍କ ପାଇଁ ଆନନ୍ଦଦାୟକ ଅଟେ । ଅନଲାଇନ ରେ ଲୋକମାନେ ଶପିଂ କରନ୍ତି । ଅନେକ ଅନଲାଇନ୍ ୱେବସାଇଟ୍ ଅଫର୍ ଦେଇଥାଏ ଏବଂ ଉତ୍ପାଦ ଉପରେ ରିହାତି ଦେଇଥାଏ । ଏଭଳି ପରିସ୍ଥିତିରେ ଲୋକମାନେ ନିଜ ମନ ଅନୁଯାୟୀ ବହୁତ କିଣନ୍ତି । ଅନେକ ଶସ୍ତା ପଛରେ ତୁରନ୍ତ ଅତ୍ୟାବଶ୍ୟକ ଏବଂ

୨୦୨୩ ବିଶ୍ୱକପ ହକି ପାଇଁ ଖେଳ ସୂଚୀ ଘୋଷିତ

୨୦୨୩ ବିଶ୍ୱକପ ହକି ପାଇଁ ଖେଳ ସୂଚୀ ଘୋଷିତ ହୋଇଛି । ଭୁବନେଶ୍ୱର ଓ ରାଉରକେଲାରେ ହେବାକୁ ଥିବା ବିଶ୍ୱକପର ଉଦଘାଟନୀ ମ୍ୟାଚ୍ ୨୦୨୩ ଜାନୁଆରୀ ୧୩ ତାରିଖରେ କଳିଙ୍ଗ ହକି ଷ୍ଟାଡିୟମରେ ଆର୍ଜେଣ୍ଟିନା ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ । କଳିଙ୍ଗରେ ସେହିଦିନ ଦ୍ୱିତୀୟ ମ୍ୟାଚ ଅଷ୍ଟ୍ରେଲିଆ ଓ

କୋର୍ଟରେ ପହଞ୍ଚିଲେ ବର୍ଷା ଓ ଅନୁଭବ

ବହୁଚର୍ଚ୍ଚିତ ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନୀ ପାରିବାରିକ ବିବାଦ ମାମଲା । ପରିବାର ଅଦାଲତରେ ଶୁଣାଣି ପାଇଁ ହାଜର ହେଲେ ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ । ମଧ୍ୟସ୍ଥତା ପାଇଁ ଉଭୟ କୋର୍ଟରେ ପହଁଚିଥିବା ସୂଚନା । ଗତ ୧୪ ତାରିଖରେ ଉଭୟ ପରିବାର ଅଦାଲତରେ ହାଜର

ଆଶା ପାରେଖ ପାଇବେ ଦାଦାସାହେବ ଫାଲକେ ପୁରସ୍କାର

ଦିଗଜ ଅଭିନେତ୍ରୀ ଆଶା ପାରେଖଙ୍କୁ ଦାଦା ସାହେବ ଫାଲକେ ସମ୍ମାନରେ ସମ୍ମାନିତ କରାଯିବ । କେନ୍ଦ୍ରୀୟ ମନ୍ତ୍ରୀ ଅନୁରାଗ ଠାକୁର ଏହି ବାବଦରେ ସୂଚନା ଦେଇଛନ୍ତି । ୩୦ ଡିସେମ୍ବରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିବେ । ଲୋକପ୍ରିୟ ପୁରୁଖା ବଲିଉଡ ଅଭିନେତ୍ରୀ

ଟ୍ରାଫିକ ଉଲ୍ଲଘଂନକାରୀଙ୍କ ବିରୋଧରେ ଆଜିଠୁ ୩ ଦିନ ସ୍ୱତନ୍ତ୍ର ଅଭିଯାନ

ଟ୍ରାଫିକ୍‍ ନିୟମ ଉଲ୍ଲଘଂନକାରୀଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ଅବଲମ୍ବନ ସ୍ୱରୂପ ଆଜିଠାରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଅଭିଯାନ, ଯାହାକି ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ସକାଳ ୯ରୁ ଅପରାହ୍ନ ୨ଟା ଏବଂ ଅପରାହ୍ନ ୩ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଯାନ ବାହନ ଯାଞ୍ଚ କରାଯିବ। ହେଲମେଟ୍‍ ଓ ସିଟ୍‍

ସୁପ୍ରିମକୋର୍ଟ ଇତିହାସରେ ପ୍ରଥମ: ଆରମ୍ଭ ହେଲା ଶୁଣାଣିର ଲାଇଭ୍ ଷ୍ଟ୍ରିମିଂ

ଭାରତୀୟ ସୁପ୍ରିମକୋର୍ଟ ପାଇଁ ଆଜି ଏକ ଐତିହାସିକ ଦିନ । ଆଜିଠାରୁ ସୁପ୍ରିମକୋର୍ଟର ସମ୍ବିଧାନ ବେଞ୍ଚରେ ହେବାକୁ ଥିବା ଶୁଣାଣିର ଅନଲାଇନ୍ ଲାଇଭ୍ ଷ୍ଟ୍ରିମିଂ ଆରମ୍ଭ ହୋଇଛି। ଅନଲାଇନ୍ ଷ୍ଟ୍ରିମିଂ ପାଇଁ ସୁପ୍ରିମକୋର୍ଟ ନିଜ ୱେବସାଇଟ୍ ଏବଂ ୟୁଟ୍ୟୁବ୍ ବ୍ୟବହାର କରିବେ |ସେପ୍ଟେମ୍ବର ୨୭ରେ

ବାଲିଯାତ୍ରା ପାଇଁ ଆସନ୍ତାକାଲି ଠାରୁ ଅକ୍ଟୋବର ୭ ପର୍ଯ୍ୟନ୍ତ ପ୍ଲଟ ପଞ୍ଜିକରଣ

ବାଲିଯାତ୍ରା ପାଇଁ କାଲିଠୁ ପ୍ଲଟ ପଞ୍ଜିକରଣ । ନଭେମ୍ବର ୮ ରେ କାର୍ତ୍ତିକ ପୂର୍ଣ୍ଣିମାଠାରୁ ହେବ ବାଲିଯାତ୍ରା । ଏକ ହଜାର ବର୍ଗଫୁଟରୁ ଅଧିକ ଜାଗା ନେଉଥିବା ବ୍ୟବସାୟୀ ଆସନ୍ତାକାଲି ଠାରୁ ଅକ୍ଟୋବର ୭ ପର୍ଯ୍ୟନ୍ତ ପଞ୍ଜିକରଣ ଓ ବୁକିଂ କରି ପାରିବେ । ଏକ ହଜାର ବର୍ଗଫୁଟରୁ କମ ଜାଗା ନେବାକୁ

କାଲି ଓଡିଶା ଇନଭେଷ୍ଟର୍ସ ମିଟ୍ : ଆଜି ବେଙ୍ଗାଳୁରୁ ଯିବେ ମୁଖ୍ୟମନ୍ତ୍ରୀ

ଆସନ୍ତାକାଲି ହେବାକୁ ଥିବା ଓଡିଶା ଇନଭେଷ୍ଟର୍ସ ମିଟରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବେଙ୍ଗାଳୁରୁ ଯାଉଛନ୍ତି । ଆଜି ଦିନ ସାଢ଼େ ୧ଟାରେ ବେଙ୍ଗାଳୁରୁ ଯିବେ ଯିବେ ମୁଖ୍ୟମନ୍ତ୍ରୀ। ନଭେମ୍ବରରେ ହେବାକୁ ଥିବା ‘ମେକ ଇନ୍ ଓଡିଶା’ କନକ୍ଲେଭ ପୂର୍ବରୁ ବେଙ୍ଗାଳୁରୁ ମିଟ୍

ରାଜସ୍ଥାନ ସଙ୍କଟ: ଆଜି ସୋନିଆଙ୍କୁ ରିପୋର୍ଟ ଦେବେ ମାକେନ: କଂଗ୍ରେସ ସଭାପତି ରେସରୁ ବାଦ୍ ପଡିପାରନ୍ତି ଗେହଲୋଟ୍

ରାଜସ୍ଥାନ କଂଗ୍ରେସରେ ସଙ୍କଟ ନେଇ ଉଭୟ ପର୍ଯ୍ୟବେକ୍ଷକ ମଲ୍ଲିକାର୍ଜୁନ ଖଡଗେ ଏବଂ ଅଜୟ ମାକେନ ମଙ୍ଗଳବାର ଦଳର ସଭାପତି ସୋନିଆ ଗାନ୍ଧୀଙ୍କ ନିକଟରେ ଲିଖିତ ରିପୋର୍ଟ ଦାଖଲ କରିବେ। ସୂତ୍ରରୁ ପ୍ରକାଶ ଯେ ଏହି ରିପୋର୍ଟ ଆଧାରରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ଅନୁଗତ ବିବେଚିତ ହେଉଥିବା

ସରକାରୀ କର୍ମଚାରୀଙ୍କ ବୟସ ସୀମା ବୃଦ୍ଧି

ଆନ୍ଧ୍ରପ୍ରଦେଶର ପବ୍ଲିକ୍ ଏମ୍ପ୍ଲୟମେଣ୍ଟ୍ (ରେଗୁଲେସନ୍ ଅଫ୍ ବୟ ଅଫ୍ ସୁପର୍ନାନେସନ୍) ଅଧିନିୟମ, ୧୯୮୪ ଅଧୀନରେ ଥିବା ରାଜ୍ୟ ସରକାରୀ କର୍ମଚାରୀଙ୍କ ଉପରେ ସୁପର୍ନାନେସନ୍ ବୟସକୁ (୬୦) ବର୍ଷରୁ ୬୨ ବର୍ଷକୁ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏପି ରାଜ୍ୟ ବିଧାନସଭା