Odia News Portal
Yearly Archives

2022

ରାଜଧାନୀରେ ବିଷ ପିଇ ୨ ମୃତ

ଭୁବନେଶ୍ୱର ଭରତପୁର ଫୁଲେଶ୍ୱରୀ ବସ୍ତିରେ ବିଷ ପିଇ ୨ ମୃତ । ଉଭୟ ମୃତ୍ ସ୍ୱାମୀ, ସ୍ତ୍ରୀ ଭାବେ ଗୋଟିଏ ଘରେ ରହି ଆସୁଥିଲେ । ପୁରୁଷ ଜଣଙ୍କ ପତ୍ନୀଙ୍କୁ ଓ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କୁ ଛାଡି ଏକାଠି ରହୁଥିଲେ । ପରିବାର ଠାରୁ ଅଲଗା ହେବା ପରେ ଦୁହେଁ ଏକାଠି ରହୁଥିଲେ । ପାରିବାରିକ କଳହ ପାଇଁ

ହାଇକୋର୍ଟ ଗଲା ନକଲି ମେଡିସିନ୍‌

ହାଇକୋର୍ଟ ଗଲା ନକଲି ମେଡିସିନ୍ । ନକଲି ଔଷଧ ବିକ୍ରି ନେଇ ହାଇକୋର୍ଟରେ ମାମଲା । ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା । ରାଜ୍ୟର ପ୍ରମୁଖ ସହରରେ ନକଲି ଔଷଧ କାରବାର ହେଉଛି। ତେଣୁ ଏହାକୁ ରୋକିବାକୁ କଡା ପଦକ୍ଷେପ ନେଉଛି ଓଡ଼ିଶା ପୋଲିସ। ଗତ ୯ ତାରିଖରେ ନକଲି ଔଷଧ

ଅକ୍ଟୋବର ୧୬ ତାରିଖରେ ଓସିଏସ ପ୍ରିଲିମ ପରୀକ୍ଷା

ଅକ୍ଟୋବର 16 ତାରିଖରୁ ହେବ ଓଡିଶା ସିଭିଲ ସର୍ଭିସ ପ୍ରିଲିମ ପରୀକ୍ଷା । ଓପିଏସସି ପକ୍ଷରୁ ଏହି ସୂଚନା ଦିଯାଇଛି । 16 ତାରିଖ ଦିନ ଦିନ ଦୁଇଟି ସିଟିଙ୍ଗରେ ପରୀକ୍ଷା କରାଯିବ । ପ୍ରଥମ ସିଟିଂ ପରୀକ୍ଷା ସକାଳ 10ଟାରୁ 12ଟା ଯାଏଁ ହେବ । ପ୍ରଥମ ସିଟିଂରେ ଜେନେରାଲ ଷ୍ଟଡିଜ୍ -1 ଥିବା ବେଳେ

ରାହୁଲ ଗାନ୍ଧୀଙ୍କୁ କଂଗ୍ରେସ ସଭାପତି କରିବା ପାଇଁ ଜୋର୍ ଧରିଲା ଦାବି, ଗୋଆ କଂଗ୍ରେସରେ ବି ପ୍ରସ୍ତାବ ଗୃହୀତ

ରାହୁଲ ଗାନ୍ଧୀଙ୍କୁ କଂଗ୍ରେସ ସଭାପତି କରିବା ଦାବି ଜୋର୍ ଧରିବାରେ ଲାଗିଛି । ଏବେ ଏଥିରେ ଗୋଆ କଂଗ୍ରେସ ମଧ୍ୟ ସ୍ବର ମିଳାଇଛି । ରାହୁଲ ଗାନ୍ଧୀଙ୍କୁ ଦଳର ସଭାପତି କରିବା ପାଇଁ ଗୋଆ କଂଗ୍ରେସ ପ୍ରଦେଶ କମିଟି ଦ୍ବାରା ପ୍ରସ୍ତାବ ଗୃହୀତ ହୋଇଛି । ଗୋଆ କଂଗ୍ରେସର ମୁଖପାତ୍ର ଅମରନାଥ ପଞ୍ଜିକର୍

୨୪ ଘଣ୍ଟା ପରେ ରାଜ୍ୟରେ କମିବ ବର୍ଷାର ପ୍ରଭାବ

ସ୍ଥଳଭାଗ ମୁହାଁ ଲଘୁଚାପ। ଆଜି ପଶ୍ଚିମ ସମେତ କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ପାଇଁ ଚେତାବନୀ ଜାରି କରାଯାଇଛି। ୨୪ ଘଣ୍ଟା ପରେ ରାଜ୍ୟରେ କମିବ ଲଘୁଚାପ ପ୍ରଭାବ। ଆସନ୍ତା ୨୪ ଘଣ୍ଟା ପାଇଁ ୭ ଜିଲ୍ଲା ବଲାଙ୍ଗିର, ବରଗଡ଼, ସୋନପୁର, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼

ଭଗଓ୍ବନ୍ତ ମାନଙ୍କୁ କାହିଁକି ବିମାନରୁ ଓହ୍ଲାଇ ଦିଆଗଲା ? ସିନ୍ଧିଆ କହିଲେ ତଦନ୍ତ ହେବ

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କୁ ବିମାନରୁ ଓହ୍ଲାଇ ଦିଆଯିବା ଘଟଣାର ତଦନ୍ତ ହେବ ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି । ନିଶାସକ୍ତ ଥିବା ଯୋଗୁଁ ନା ଅନ୍ୟ କେଉଁ କାରଣରୁ ଭଗଓ୍ବନ୍ତ ମାନଙ୍କୁ ଜର୍ମାନୀର ଏକ ବିମାନରୁ ଓହ୍ଲାଇ

ମା’କୁ ଆକ୍ରମଣ କରି ଝିଅକୁ ଦୁଷ୍କର୍ମ

ପୁଣି ଲଜ୍ଜା । କାମ ସାରି ଫେରିବା ପରେ ମାଆକୁ ମରଣାନ୍ତକ ଆକ୍ରମଣ ପରେ ନାବାଳିକା ଝିଅକୁ ଦୁଷ୍କର୍ମ ହୋଇଛି । ଏପରି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅଞ୍ଚଳରେ । ତଦନ୍ତ ପରେ ଅଭିଯୁକ୍ତକୁ ଗିରଫ କରିଛି ତେନ୍ତୁଳିଖୁଣ୍ଟି ପୋଲିସ ।ସୂଚନାଅନୁସାରେ, ମାଆ ଝିଅ ନିଜ ଜମିରେ

ଆସନ୍ତା ୨୨ରେ ରାଜ୍ୟ କ୍ୟାବିନେଟ ବୈଠକ

ଆସନ୍ତା ୨୨ ତାରିଖରେ ବସିବ ରାଜ୍ୟ କ୍ୟାବିନେଟ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆସନ୍ତା ୨୨ ତାରିଖ ଅପରାହ୍ନ ୫ଟା ୩୦ ମିନିଟରେ କ୍ୟାବିନେଟ୍‍ ବୈଠକ ବସିବ ବୋଲି ଜଣାପଡ଼ିଛି। ବୈଠକରେ କାର୍ଯ୍ୟସୂଚୀ ନେଇ କୌଣସି ସୂଚନା ମିଳିନାହିଁ। କ୍ୟାବିନେଟ ବୈଠକରେ ୧୦ଟି

ସାନଖେମୁଣ୍ଡି: ନଦୀରେ ଭାସିଗଲେ ଦୁଇ ଯୁବକ

ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଫାସିଗୁଡା ପଞ୍ଚାୟତ ବାଙ୍ଗରଡା ଗାଁରେ ଅଘଟଣ। ଗାଁ ପାଖ ଘୋଡ଼ାହାଡ଼ ନଦୀର ପ୍ରଖର ସୁଅରେ ମଙ୍ଗଳବାର ପୂର୍ବାହ୍ନରେ ଦୁଇ ଯୁବକ ଭାସିଯାଇଛନ୍ତି। ବଳିଆ ଡାକୁଆ ନାମକ ଯୁବକ ନିଖୋଜ ହୋଇଯାଇଥିବା ବେଳେ ଜଗନ୍ନାଥ ସେଠି ନାମକ ଯୁବକଙ୍କୁ ଉଦ୍ଧାର କରାଯାଇ