ଆସନ୍ତା ୨୨ରୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ପାଠପଢ଼ା
ଚଳିତ ମାସ ୨୨ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ପ୍ରଥମ ବର୍ଷ ପିଲାଙ୍କ ପାଠପଢ଼ା । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି ।
ଏବେ ସୁଦ୍ଧା ଯୁକ୍ତ ଦୁଇ ପ୍ରଥମ ବର୍ଷରେ ସାଢ଼େ ତିନି ଲକ୍ଷ ପିଲା ନାମ ଲେଖାଇ ସାରିଲେଣି। ଏତେ ସଂଖ୍ୟକ ପିଲା ନାମ ଲେଖାଇ!-->!-->!-->…