Odia News Portal
Yearly Archives

2022

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ , ୨୧ ଯାଏ ପ୍ରବଳ ବର୍ଷା

ରବିବାରଠାରୁ ବର୍ଷା ଆରମ୍ଭ ହୋଇଯିବ । ୧୯ ତାରିଖରୁ ଭୀଷଣ ବର୍ଷିବ । ୨୧ ଯାଏ ପ୍ରବଳ ବର୍ଷା ହେବ । ରାଜ୍ୟର ବିସ୍ତୃତ ଅଞ୍ଚଳରେ ବର୍ଷିବ । ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର(ଆଇଏମ୍‌ଡି) ଏହି ପୂର୍ବାନୁମାନ କରିଛି । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ପୂର୍ବ

ୟୁରୋପର ଏହି ସୁନ୍ଦର ଦେଶରେ ଶସ୍ତାରେ ବୁଲିପାରିବେ ଭାରତୀୟ

ଅନେକ ଲୋକଙ୍କ ନୂଆ ନୂଆ ସ୍ଥାନ ବୁଲିବାକୁ ବେଶ୍ ଭଲ ଲାଗିଥାଏ । ଦେଶ ହେଉ କିମ୍ବା ପୁଣି ବିଦେଶ ଯିବାର ସୁଯୋଗ କେହି ହୁଏତ ହାତଛଡ଼ା କରିବାକୁ ଚାହିନଥାନ୍ତି । କିନ୍ତୁ ବିଦେଶ ଯାଇ ବୁଲିବା ହୁଏତ ସବୁବେଳେ ସମ୍ଭବ ହୋଇପାରେନାହିଁ କାରଣ ଏଥିପାଇଁ ଅଧିକ ଟଙ୍କାର ଆବଶ୍ୟକ ପଡ଼ିଥାଏ ।

ଦିଲ୍ଲୀ ଅବକାରୀ ଘୋଟାଲା: ଚେନ୍ନାଇ-ମୁମ୍ବାଇ ସମେତ ୪୦ ସ୍ଥାନରେ ଇଡି ଚଢ଼ଉ

ଦିଲ୍ଲୀ ଅବକାରୀ ଘୋଟାଲା ସହ ସମ୍ପୃକ୍ତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୬ଟି ରାଜ୍ୟରେ ଶୁକ୍ରବାର ଏକସଙ୍ଗେ ଚଢ଼ଉ କରିଛି । ଏହି ଚଢ଼ଉ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ତାମିଲନାଡ଼ୁ, କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ଦିଲ୍ଲୀର ୪୦ଟି ସ୍ଥାନରେ କରାଯାଇଛି । ଚଳିତବର୍ଷ

ଜୋରଦାର ହେଲା କମିଶନରେଟ ପୋଲିସର ‘ଅପରେସନ ହ୍ୱ।ଇଟ ସ୍ବାଇଡର’

ଆକ୍ସନ ମୋଡ଼ରେ କମିଶନରେଟ୍‌ ପୋଲିସ । ‘ଅପରେସନ ହ୍ବାଇଟ ସ୍ପାଇଡର’କୁ ଜୋରଦାର କରିଛି କମିଶନରେଟ ପୋଲିସ । ପାର୍ବଣ ପୂର୍ବରୁ ଅପରାଧୀ ଓ ନିଶା କାରବାର ଉପରେ ରୋକ ଲଗାଇବାକୁ ଜାରି ରହିଛି ଅଭିଯାନ। ପୁଣି ନିଶା ବେପାରୀଙ୍କ ଘର ଭାଙ୍ଗୁଛି ପୋଲିସ । ୨ ନିଶାରାଣୀ ଅନ୍ନପୂର୍ଣ୍ଣା ବେହେରା ଓ ରଞ୍ଜୁ

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ୧୮ରୁ ୨୦ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ପୂର୍ବାନୁମାନ

ପୂର୍ବକେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଆଜି ସୃଷ୍ଟି ହୋଇଛି ଏକ ଘୁର୍ଣ୍ଣିବଳୟ । ଏହାର ପ୍ରଭାବରେ ୨୦ ବେଳକୁ ପଶ୍ଚିମକେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ଉତ୍ତରପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ଆସନ୍ତା କାଲିଠାରୁ

ଫୁଟବଲ ଖେଳବେଳେ ବଜ୍ରପାତ : ୧ ମୃତ, ୩ ଗୁରୁତର

ଫୁଟବଲ ମ୍ୟାଚ ଚାଲିଥିବା ବେଳେ ଅଘଟଣ । ଆକାଶରୁ ଖସିଲା ମୃତ୍ୟୁ । ବାରିପଦା ଲକ୍ଷ୍ମୀପୋଷି ସ୍ଥିତ ରାଜାବସା ପଡ଼ିଆରେ ଫୁଟବଲ ଖେଳ ଚାଲିଥିବା ବେଳେ ବଜ୍ରପାତ ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ଏଥିରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି ।ଗୁରୁତର ଆହତମାନଙ୍କୁ ପିଆରଏମ ମେଡିକାଲରେ

ଦୀପୋତ୍ସବ ପାଇଁ ସଜେଇ ହେଉଛି ଅଯୋଧ୍ୟା ନଗରୀ

ଦୀର୍ଘ ବର୍ଷ ଧରି ଦେଶର ରାଜନୈତିକ କେନ୍ଦ୍ର ଥିବା ଅଯୋଧ୍ୟା ନଗରୀ ପୁଣିଥରେ ଚର୍ଚ୍ଚାରେ ଅଛନ୍ତି। ଭଗବାନ ରାମଙ୍କ ଭବ୍ୟ ମନ୍ଦିରର ନିର୍ମାଣ ଆରମ୍ଭ ହୋଇଛି ଓ ଅନ୍ୟପଟେ ଅଯୋଧ୍ୟା ନଗରୀକୁ ସଜାଇବାର କାମ ଆରମ୍ଭ ହୋଇଛି। ଦୀପତ୍ସୋବ ପୂର୍ବରୁ ଅଯୋଧ୍ୟାକୁ ରାଜ୍ୟର ରାଜଧାନୀ ସହ ଯୋଡି ଥିବା

ଲେଡି ଡ୍ରଗ୍ସ ମାଫିଆ ରଂଜୁର ଘର ଭଙ୍ଗାଗଲା

ଲେଡି ଡ୍ରଗ୍ସ ମାଫିଆ ରଂଜୁର ଘର ଭଙ୍ଗାଗଲା । ନାରାୟଣୀ ବସ୍ତିରେ ଥିବା ରଂଜୁର ଘର ଭାଙ୍ଗିଲା ପୋଲିସ । ହାମରରେ ପିଟି ଡ୍ରୋଜର ଚଢାଇ ଗୁଣ୍ଡ କରିଦେଲା ପୋଲିସ । ସୁବ୍ରତ ରାଓ ଓରଫ ଚନ୍ଦୁ ହତ୍ୟାକଣ୍ଡର ମୁଖ୍ୟ ଅଭିଯୁକ୍ତ ରଂଜୁ । ହତ୍ୟା ମାମଲାରେ ରଂଜୁ ଓ ତା ସହଯୋଗୀ କାହ୍ନା ଗିରଫ ହୋଇଛନ୍ତି

ବଡଧରଣର ଭୂସ୍ଖଳନରେ ୧୩ ଜଣଙ୍କର ମୃତ୍ୟୁ ,୧୦ ନିଖୋଜ

ପଶ୍ଚିମ ନେପାଳର ଆଛାମ ଜିଲ୍ଲାରୁ ଏକ ବଡ ଦୁର୍ଘଟଣା ଘଟିଛି।  ଯେଉଁଠାରେ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହେତୁ ଅତି କମରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି।  ଏହା ବ୍ୟତୀତ ୧୦ ଜଣ ନିଖୋଜ ଅଛନ୍ତି ଏବଂ ୧୦  ଜଣଙ୍କୁ ଉଦ୍ଧାର କରାଯାଇଛି।  ଡେପୁଟି ଚିଫ୍ ଜିଲ୍ଲା ଅଧିକାରୀ ଦୀପେଶ ରିଜାଲ ଏହି ଘଟଣା

ଶ୍ରୀକ୍ଷେତ୍ରରେ ସୂର୍ଯ୍ୟକିରଣ ଜଲୱା

ପୁରୀରେ ବାୟୁସେନାର ସୂର୍ଯ୍ୟକିରଣ ଏୟାର ଶୋ’ । ଆକାଶ ମାର୍ଗରେ କଳା କୌଶଳ ପ୍ରଦର୍ଶନ କରିଲେ ବାୟୁସେନାର ୭ଟି ବିମାନ । ସକାଳ ୧୦ଟା ୨୦ରୁ ୧୧ ଟା ପର୍ଯ୍ୟନ୍ତ ଏୟାର ଶୋ’ ଚାଲିଥିଲା । ବ୍ଲୁ ଫ୍ଲାଗ ବିଚରେ ଜଲୱା ଦେଖାଇଲେ ବାୟୁବୀର ।