ଦିଲ୍ଲୀରେ ବଢୁଛି ମଙ୍କି ପକ୍ସ ଭାଇରସ୍ ମାମଲା
ଦିଲ୍ଲୀରେ ଜଣେ ୩୦ ବର୍ଷୀୟ ନାଇଜେରିଆ ମହିଳା ମଙ୍କିପକ୍ସରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ତେବେ ଏହା ହେଉଛି ଦିଲ୍ଲୀରେ ୮ମ ଏବଂ ଦେଶରେ ୧୩ ତମ ମାମଲା । ସୂତ୍ରରୁ ପ୍ରକାଶ ଯେ ମହିଳାଙ୍କ ଚିକିତ୍ସା ପାଇଁ ଲୋକ ନାୟକ ଜୟ ପ୍ରକାଶ ନାରାୟଣ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟ ଜଣେ!-->…