ଜାମ୍ମୁ କାଶ୍ମୀରରେ ପୁଣି ବଡ଼ ସଡ଼କ ଦୁର୍ଘଟଣା; ଖାଇକୁ ଖସିଲା ବସ୍, ୭ମୃତ
ଜାମ୍ମୁ କାଶ୍ମୀରରେ ଗତ ୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ବଡ଼ ସଡ଼କ ଦୁର୍ଘଟଣା ହୋଇଛି । ରାଜୌରୀ ହୋଇଥିବା ଏହି ଭୟଙ୍କର ଦୁର୍ଘଟଣାରେ ଏକ ବସ୍ ଖାଇରେ ଖସିପଡିଛି । ଏହି ଦୁର୍ଘଟଣାରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ କିଛି ଲୋକ ଆହତ ହୋଇଥିବା ଖବର ରହିଛି । ଦୁର୍ଘଟଣାର ଖବର ପାଇବା!-->…