Odia News Portal
Yearly Archives

2022

ଅତ୍ୟାବଶ୍ୟକୀୟ ଔଷଧ ତାଲିକାରୁ ହଟିଲା ୨୬ଟି ଔଷଧ

ଅତି ଆବଶ୍ୟକୀୟ ଔଷଧ ତାଲିକାରୁ ହଟିଲା ୨୬ ଟି ଔଷଧ। କ୍ୟାନ୍ସର ଜନିତ କାରଣରୁ ବହୁଳ ବ୍ୟବହାର ହେଉଥିବା ଆଣ୍ଟିସିଡ୍ ସଲ୍ଟ ରେନିଟିଡାଇନକୁ ଅତ୍ୟାବଶ୍ୟକୀୟ ଔଷଧ ତାଲିକାରୁ ହଟାଇ ଦିଆଯାଇଛି। ପେଟ ଖରାପ କିମ୍ବା ବଦହଜମୀ ହେଲେ ଡାକ୍ତର ରେନିଟିଡାଇନକୁ ଖାଇବାକୁ ଲେଖିଥାନ୍ତି। ଏହି ଟାବ୍ଲେଟ୍

ଦେଶର ଏପରି ଏକ ଗାଁ, ଯେଉଁଠାରେ ଗତ ୩୯ ବର୍ଷ ଧରି ହୋଇନାହିଁ କୌଣସି ଅପରାଧ

ଦେଶରେ ଦିନକୁ ଦିନ ଅପରାଧ ମାମଲା ବଢ଼ି ଚାଲୁଥିବା ବେଳେ, ଅପରାଧୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ ଦେଶରେ ଏଭଳି ଏକ ଗାଁ’ ଅଛି ଯେଉଁଠାରେ, ଗତ ୩୯ ବର୍ଷ ଧରି ଗ୍ରାମବାସୀଙ୍କ ପକ୍ଷରୁ ପୋଲିସ୍‌ ଷ୍ଟେସନ୍‌ରେ କୌଣସି ମାମଲା ରୁଜୁ ହୋଇନାହିଁ। ଯଦି ଗାଁ’ରେ କିଛି ବିବାଦ

ଭିଜିଲାନ୍ସ ଜାଲରେ ଫରେଷ୍ଟର

କଳାହାଣ୍ଡି ଜିଲ୍ଳା ଭବାନୀପାଟଣା ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଶଗଡ଼ା ବନାଞ୍ଚଳର ଫରେଷ୍ଟର ଯୋଗେନ୍ଦ୍ର ମାଝୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ୨ ଲକ୍ଷ ଟଙ୍କା ନେଇ ଗାଁକୁ ଯାଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା । ସୋମବାର ରାତି ୧୦ଟାରେ ଯୋଗେନ୍ଦ୍ର ୨ ଲକ୍ଷ ଟଙ୍କା ଧରି ଏକ

ଭୁବନେଶ୍ୱରରେ ଛାତ୍ରଙ୍କ ଆତ୍ମହତ୍ୟା

ଭୁବନେଶ୍ୱରରେ ଜଣେ କଲେଜ ଛାତ୍ରଙ୍କ ଆତ୍ମହତ୍ୟା ଅଭିଯୋଗ । ଏକ ଘରୋଇ କଲେଜର ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଙ୍କ ମୃତଦେହ ଉଦ୍ଧାର ।ଇନ୍‌ଫୋଭ୍ୟାଲି ଥାନା ଅନ୍ତର୍ଗତ ଏକ ଘରୋଇ କଲେଜ ହଷ୍ଟେଲରୁ ଉଦ୍ଧାର । କଲେଜ ହଷ୍ଟେଲର ଏକ ରୁମ୍ ରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର । କଲେଜ ପରିସରରେ ପୋଲିସ ସହ

୧୮ରୁ ପୁଣି ବଢ଼ିବ ବର୍ଷା

ସେପ୍ଟେମ୍ବର ୧୮ ବେଳକୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ବାୟୁମଣ୍ଡଳର ଉପରିଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ଲଘୁଚାପର ରୂପ ନେଇପାରେ । ଏହାର ପ୍ରଭାବରେ ସକ୍ରିୟ ହେବ ମୌସୁମୀ । ଆଜିଠାରୁ ରାଜ୍ୟରେ ବର୍ଷାର ପରିମାଣ କମିବ । ତଥାପି ଆଜି ଓ ଆସନ୍ତାକାଲି ପାଇଁ ୮ଟି

ଆଜି ତିନିଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆଜି ତିନିଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି ହେବାକୁ ଥିବା ନିବେଶକ ସମ୍ମିଳନୀରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । କାଲିର ଓଡିଶା ଇନଭେଷ୍ଟର୍ସ ମିଟରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ପୁଞ୍ଜି ନିବେଶ ପାଇଁ ଉଦ୍ୟୋଗପତିମାନଙ୍କ ସହ ଆଲୋଚନା କରିବେ । ଆଦିତ୍ୟ

ପାଦ ପ୍ରସାରିତ କରି ଚାଲୁଛି ସାପ

ସାପର ଗୋଡ଼ ନଥାଏ। ଏହା ଘୁଷୁରି ଘୁଷୁରି ଭୂଇଁ ଉପରେ ଚାଲେ। ହେଲେ ଏବେ ଆପଣଙ୍କୁ ଯଦି କହିବି ସାପ ତାର ଗୋଡ଼ରେ ଚାଲୁଛି ବୋଲି ଆପଣ କେବେ ବିଶ୍ୱାସ କରିବେ ନାହିଁ । କିନ୍ତୁ ଆପଣ ଏବେ ଯେଉଁ ଭିଡ଼ିଓ ଦେଖିବେ ସେଥିରେ ମୋ ସହ ଏକମତ ହେବେ । ଜଣେ ବ୍ୟକ୍ତିଙ୍କ ମନରେ ଏହି କଥା ବହୁତ ପ୍ରଭାବ

ନୌସେନାରେ ସାମିଲ ହେଲା ପଞ୍ଚମ ଷ୍ଟିଲଦ ଗାଇଡେଡ୍ କ୍ଷେପଣାସ୍ତ୍ର ଯୁଦ୍ଧ ପୋତ

ଶତ୍ରୁପକ୍ଷକୁ ମୁହଁତୋଡ଼ ଜବାବ ଦେବା ପାଇଁ ଭାରତୀୟ ନୌସେନାରେ ସାମିଲ ହୋଇଛି ପଞ୍ଚମ ଷ୍ଟିଲ୍ଦ ଗାଇଡେଡ୍ କ୍ଷେପଣାସ୍ତ୍ର ଯୁଦ୍ଧ ପୋତ ‘ତାରାଗିରି’ । ଏହାକୁ ନୌସେନାର ପ୍ରକଳ୍ପ ୧୭ଏ ଅଧୀନରେ ନିର୍ମାଣ କରାଯାଇଛି। ରବିବାର ମୁମ୍ବାଇର ମଝଗାଓଁ ଡକରେ ଏହାକୁ ଶୁଭାରମ୍ଭ କରାଯାଇଛି । ଏଥିପାଇଁ

ଅନଲାଇନ ଠକେଇ ରୋକିବା ଲାଗି ରାଜ୍ୟ ସରକାରଙ୍କ ପରାମର୍ଶ

ରାଜ୍ୟରେ ଅନଲାଇନ ଠକେଇ ବଢ଼ିଥିବାରୁ ଏହାକୁ ରୋକିବାକୁ ରାଜ୍ୟ ସରକାରଙ୍କ ଇ ଆଣ୍ଡ ଆଇଟି ବିଭାଗ ପକ୍ଷରୁ ନୂଆ ପରାମର୍ଶ ଦିଆଯାଇଛି। ଏନେଇ ଛୋଟ ପିଲା ଓ ଅଭିଭାବକଙ୍କୁ ସଚେତନ କରାଇଛି ବିଭାଗ। ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ କହିବା ଅନୁଯାୟୀ, ପିଲାମାନେ ମୋବାଇଲ ବ୍ୟବହାର

ପାକିସ୍ତାନରେ ବନ୍ୟା ବିଭୀଷିକା,୩.୩ କୋଟି ଜନତା ପ୍ରଭାବିତ

ପାକିସ୍ତାନରେ ମୃତ୍ୟୁର ତାଣ୍ଡବ ରଚିଛି ଭୟଙ୍କର ବନ୍ୟା । ଲକ୍ଷେ କି ଦୁଇ ଲକ୍ଷ ନୁହେଁ ପ୍ରଭାବିତ ହୋଇଛନ୍ତି କୋଟି କୋଟି ଲୋକ । ଏବେ ଜାତୀୟ ବିପର‌୍ୟ୍ୟୟ ପରିଚାଳନା କର୍ତ୍ତୃପକ୍ଷ ବା ଏନଡିଏମଏ ପକ୍ଷରୁ ଜାରି ରିପୋର୍ଟ ବି ତାଜୁବ କରିଦେବା ଭଳି ଆସିଛି । ରିପୋର୍ଟ ମୁତାବକ ପାକିସ୍ତାନ