Odia News Portal
Yearly Archives

2022

ନକଲି ମେଡିସିନକୁ କିପରି ଚିହ୍ନିବେ

ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଲମ୍ବିଛି ନକଲି ମେଡିସିନ୍‌ର ଚେର । ଟ୍ୱିନ୍ ସିଟି କଟକ, ଭୁବନେଶ୍ୱରରେ ଘଣ୍ଟାଚକଟା ପରେ ଅନ୍ୟ କେତେକ ସହରରେ ଡ୍ରଗ୍ସ କଣ୍ଟ୍ରୋଲରଙ୍କ ପକ୍ଷରୁ ଚଢଉ କରାଯାଇଛି । ଭୁବନେଶ୍ୱରରେ ଥିବା ନାମୀଦାମୀ ୬୦ରୁ ଊର୍ଦ୍ଧ୍ୱ ମେଡିସିନ୍ ଦୋକାନରେ ଅତର୍କିତ ଚଢଉ

ବଜ୍ରପାତରେ ଦୁଇ ମୃତ

ବାରିପଦା ସହରଠାରୁ ପ୍ରାୟ ସାତ କିଲୋମିଟର ଦୂର ୨ଟି ସ୍ଥାନରେ ବଜ୍ରପାତ ଘଟି ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ମୃତକମାନେ ହେଲେ ଶାମାଖୁଣ୍ଟା ବ୍ଲକ୍ ସିନ୍ଦୁରଗୌରା ପଞ୍ଚାୟତ ଆତ୍ମବି ଗ୍ରାମର ମନସା ସିଂ(୫୫), କୁଳିଅଣା ବ୍ଲକ୍‌ର ବାଇଗଣବାଡ଼ିଆ ପଞ୍ଚାୟତ ଭୋଳଗଡ଼ିଆ ଗ୍ରାମର ସିନଗୋ ସୋରେନ(୭୨) ।

ଏୟାର ସୋ’ପାଇଁ ଆସନ୍ତାକାଲି ଭୁବନେଶ୍ୱର ପହଞ୍ଚିବ ଇଣ୍ଡକ୍ସନ ଟିମ୍‌

ଆଜାଦୀ କା ଅମୃତ ମହୋତ୍ସବ ଉପଲକ୍ଷେ ବାୟୁସେନାର ସୂର୍ଯ୍ୟକିରଣ ଏୟାର ସୋ’ଲାଗି କାଲି ଭୁବନେଶ୍ୱର ପହଞ୍ଚିବ ଇଣ୍ଡକ୍ସନ ଟିମ୍‌ । N32 ବିମାନରେ ଆସିବ ଇଣ୍ଡକ୍ସନ ଟିମ୍‌। ଆସନ୍ତା ୧୬ରେ ଭୁବନେଶ୍ୱରରେ ଓ ପୁରୀ ରାଜଭବନ ପାଖରେ ଥିବା ବେଳାଭୂମିରେ ଭାରତୀୟ ବାୟୁସେନାର ଏୟାର ସୋ’ ଅନୁଷ୍ଠିତ ହେବ।

ଭିଜୁଛି ଓଡ଼ିଶା: ଆହୁରି ବର୍ଷିବ, ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୮ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ

ଲଘୁଚାପ ବର୍ଷାରେ ଭିଜୁଛି ଓଡ଼ିଶା । ବଙ୍ଗୋପସାଗରରେ ଆଜି ସୃଷ୍ଟି ହେବ ଅବପାତ । କିନ୍ତୁ ବାତ୍ୟା ସମ୍ଭାବନା ନାହିଁ । ଏହି ସୂଚନା ଦେଇଛନ୍ତି ଆଇଏମ୍‌ଡି ଡିଜି । ସକ୍ରିୟ ସୁଦୃଶ୍ୟ ଲଘୁଚାପ ପ୍ରଭାବରେ ଉପକୂଳ ସମେତ ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବର୍ଷା ଲାଗି ରହିଛି । ଆଜି ରାଜ୍ୟରେ

ଭୂକମ୍ପ ଝଟକାରେ ଥରିଲା ପାପୁଆ ନ୍ୟୁ ଗିନି

ଭୂକମ୍ପ ଝଟକାରେ ଥରିଲା ଇଣ୍ଡୋନେସିଆ ଦ୍ବୀପପୁଞ୍ଜର ପଶ୍ଚିମ ପାପୁଆ ନ୍ୟୁ ଗିନି । ଆଜି (ରବିବାର )ସକାଳେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ରିଚ୍ଟର ସ୍କେଲରେ ଏହାର ତିବ୍ରତା ୭.୭ ଆକଳନ ହୋଇଛି। କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ। ଏନେଇ ଆମେରିକାର ଭୂତତ୍ତ୍ବ ସର୍ବେକ୍ଷଣ ସୂତ୍ର

ବିପୁଳ ପରିମାଣର କଫସିରପ୍ ଜବତ: ୨ ଗିରଫ

ବରଗଡ଼ ପୁଲିସ ବିପୁଳ ପରିମାଣର କଫସିରପ ଜବତ କରିଛି । ଏଥିରେ ସମ୍ପୃକ୍ତ ଥିବା ଦୁଇ ଜଣ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି । ସୂଚନା ମତେ ବରଗଡ଼ ପୁଲିସ ବିଶ୍ୱସ୍ତ ସୂତ୍ରରୁ ଖବର ତୋରା ଲାଇନରୁ ବରଗଡ଼ ଟାଉନକୁ ଆସୁଥିବା ଏକ ଅଟୋ ରିକ୍ସାକୁ ତନଖି କରିଥିଲା । ଅଟୋରୁ ଚାଲାଣ ୮ ଶହ ବୋତଲ

ଚାର୍ଲସ ତୃତୀୟ ହେଲେ ବ୍ରିଟେନର ରାଜା

ରାଣୀ ଏଲିଜାବେଥଙ୍କ ଦେହାନ୍ତ ପରେ ଆଜି ବିଧିବଦ୍ଧ ଭାବେ ବ୍ରିଚେନର ରାଜା ଭାବେ ଦାୟିତ୍ବ ନେଇଛନ୍ତି ତାର୍ଲସ ତୃତୀୟ । ରାଣୀ ଏଲିଜାବେଥଙ୍କ ପୁଅ ଚାର୍ଲସ ତୃତୀୟଙ୍କୁ ବ୍ରିଟେନର ରାଜା ଭାବେ ଘୋଷଣା କରିବା ପରେ ପରେ ଦେଶବାସୀଙ୍କୁ ଅତି ଭାବୋଦ୍ଦିପକ ଉଦବୋଧନ ଦେଇଛନ୍ତି । ରାଣୀଙ୍କ ନିଧନ ଖବର

ହିଜାବ କାହିଁକି ବାଧ୍ୟତାମୂଳକ ହେବ, ନମାଜ କାହିଁକି ନୁହେଁ: ସୁପ୍ରିମକୋର୍ଟ

ହିଜାବକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟିକ ସଂସ୍ଥା ସୁପ୍ରିମକୋର୍ଟ । ହିଜାବ କାହିଁକି ମୁସଲିମ ମହିଳାଙ୍କ ପାଇଁ ଅତ୍ୟାବଶ୍ୟକ ଓ ବାଧ୍ୟତାମୂଳକ ବୋଲି ସୁପ୍ରିମକୋର୍ଟ ମୁସଲିମ ପକ୍ଷଙ୍କୁ ପ୍ରଶ୍ନ କରିଛନ୍ତି । ନମାଜ, ହଜ, ରୋଜା, ଜକାଟ ଓ ଓମାନ ପରି ପାଞ୍ଚଟି ଇସଲାମ ନୀତିକୁ

ମହାପ୍ରଭୁଙ୍କ ମହାପ୍ରସାଦରେ କାହିଁକି ପଡେ ନାହିଁ ଆଳୁ ଆସନ୍ତୁ ଜାଣିବା

ଜଗତର ନାଥ ଜଗନ୍ନାଥ । ପ୍ରତେକ ଓଡିଆଙ୍କର ଆରାଧ୍ୟ ଦେବତା ହେଉଛନ୍ତି ଜଗନ୍ନାଥ । ଯାହାଙ୍କ ପ।ଇଁ ସମଗ୍ର ବିଶ୍ୱରେ ଭାରତ ପରିଚିତ। ମହା ପ୍ରଭୁଙ୍କୁ ନେଇ ଏଭଳି ଅନେକ କଥା ରହିଛି ଯାହା ବିଷୟରେ ଆପଣ ଜାଣିବା ଦରକାର । ତେବେ ଆସନ୍ତୁ ଜାଣିବା ସେହି ମହାପ୍ରଭୁଙ୍କ ପାଖରେ ଲାଗୁ ହେଉଥିବା

ଦୁଇ ବସ୍ ମଧ୍ୟରେ ଧକ୍କା, ଜଳିଗଲେ ୨୦ ଯାତ୍ରୀ

ଦକ୍ଷିଣ ପଶ୍ଚିମ ନାଇଜେରିଆରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଅନ୍ୟ ଏକ ଗାଡି ସହିତ ଧକ୍କା ହେବା ପରେ ଏକ ବସରେ ନିଆଁ ଲାଗି ଅତିକମରେ ୨୦ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଏହି ସୂଚନା ଦେଇ ପୋଲିସ ଓ ଅଧିକାରୀମାନେ କହିଛନ୍ତି ଯେ ଏହି ଘଟଣା ଶନିବାର ଓୟୋ ରାଜ୍ୟର ଇବାରାପା ଅଞ୍ଚଳର