Odia News Portal
Yearly Archives

2022

ଶନି ଦେବଙ୍କ ପ୍ରତିମୂର୍ତ୍ତି ପୂଜା ଘରେ ରଖାଯାଏନାହିଁ କାହିଁକି

ହିନ୍ଦୁ ଧର୍ମ ଶାସ୍ତ୍ରନୁସାରେ ପ୍ରତ୍ୟେକ ଦେବାଦେବୀଙ୍କର ଏକ ଖାସ୍‌ ମହତ୍ତ୍ୱ ରହିଥାଏ। ଯାହା ବହୁତ ଗୁରୁତ୍ୱ ବହନ କରେ। ଆଉ ଏହି ମହତ୍ତ୍ୱ ସେମାନଙ୍କୁ ଅନ୍ୟ ଦେବାଦେବୀଙ୍କ ଠାରୁ ଅଲଗା କରିଥାଏ। ତେବେ ଶନିଙ୍କୁ ନ୍ୟାୟର ଦେବତା କୁହାଯାଏ । ଏଥିସହିତ ତାଙ୍କ କୋପ ଦୃଷ୍ଟିରୁ ରକ୍ଷା ପାଇବା ପାଇଁ

ହାତକୁ ଆସିଲା ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ମୋବାଇଲ୍ ଓ କଂପ୍ୟୁଟରର ଡାଟା ଫରେନସିକ ରିପୋର୍ଟ

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ପେନ ଡ୍ରାଇଭ, ମୋବାଇଲ, ଲାପଟପ ଓ ଟାବଲଏଡର ଫରେନସିକ ରିପୋର୍ଟ ଆସିଛି। କମିସନରେଟ ପୁଲିସ ପକ୍ଷରୁ ଏସଏଫଏସଏଲ ନିକଟକୁ ପଠାଯାଇଥିବା ଇଲୋକ୍ଟନିକ୍ସ ଗ୍ୟାଜେଟର ଫରେନସିକ ଅନାଲିସିସ ରିପୋର୍ଟ ମିଳିଛି। ଗୋଟିଏ କପି କୋର୍ଟ ଓ ଅନ୍ୟଟି ଡିସିପି ଓ ଆଇଆଇସିଙ୍କୁ

ବର୍ଷାଙ୍କୁ ଆପତ୍ତିଜନକ ପ୍ରଶ୍ନ

ବର୍ଷା-ଅନୁଭବ ପାରିବାରିକ ବିବାଦର ଶୁଣାଣିବେଳେ ଆଜି କଟକ ଫ୍ୟାମିଲି କୋର୍ଟରେ ସୃଷ୍ଟି ହୋଇଥିଲା ଅଭାବନୀୟ ପରିସ୍ଥିତି । ଅନୁଭବ ଓକିଲଙ୍କ କେତେକ ପ୍ରଶ୍ନ ଉପରେ ଆପତ୍ତି ଉଠାଇଥିଲେ ବର୍ଷା । ତାଙ୍କୁ ଏମିତି ପ୍ରଶ୍ନ ପଚରା ଯାଇପାରିବନି ବୋଲି ସେ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ନାରୀର

ସରକାରୀ ବିଜ୍ଞାପନରେ ରାଜନୈତିକ ପ୍ରଚାର: ଆମ୍ ଆଦମୀ ପାର୍ଟିରୁ ୯୭ କୋଟି ଟଙ୍କା ଆଦାୟ କରିବାକୁ ଦିଲ୍ଲୀ ଉପରାଜ୍ୟପାଳଙ୍କ…

ବିଜ୍ଞାପନ ପାଇଁ ସରକାରୀ ପାଣ୍ଠିର ଅପବ୍ୟବହାର ମାମଲାରେ ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସକ୍ସେନା ଶାସକ ଆମ୍ ଆଦମୀ ପାର୍ଟି (ଏଏପି) ରୁ ୯୭ କୋଟି ଟଙ୍କା ଆଦାୟ କରିବାକୁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ ବିଜ୍ଞାପନ ଆଳରେ ଆମ୍ ଆଦମୀ ପାର୍ଟି ରାଜନୈତିକ ପ୍ରଚାର କରୁଥିବା

ଇଡକଲ୍ ଡେପୁଟି ମ୍ୟାନେଜରଙ୍କ ବିରୋଧରେ ଭିଜିଲାନ୍ସ ଚଢ଼ାଉ

ଭିଜିଲାନ୍ସ ଜାଲରେ ପଡିଲେ ଇଡକଲ୍ ଡେପୁଟି ମ୍ୟାନେଜର । ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଇଡକଲ୍ ଅମ୍ପାଭାଲି ଲାଇମ୍ ଷ୍ଟୋନ ମାଇନ୍ସ ଡେପୁଟି ମ୍ୟାନେଜର ଗୟା ସାନ୍ତରାଙ୍କ ଘର ସମେତ ଏକକାଳୀନ ୭ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । ଭୁବନେଶ୍ୱର, କୋରାପୁଟ, ରାୟଗଡ଼ା ଓ ନୟାଗଡ଼ ସମେତ

ପୋଲିସ ପଞ୍ଝାରେ ‘ମୋ ବସ୍‌’ ଲୁଟେରା ଗ୍ୟାଙ୍ଗ

ସ୍ପେଶାଲ ସ୍କ୍ୱାର୍ଡ ପଞ୍ଝାରେ ମୋ ବସ୍ ଲୁଟେରା ଗ୍ୟାଙ୍ଗ ।ସାତ ଜଣ ଲୁଟେରାଙ୍କୁ କାବୁ କରିଛି କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ । ସେମାନଙ୍କ ନିକଟରୁ ୫୭ ହଜାର ଟଙ୍କା , ୯ଟି ମୋବାଇଲ୍ ଜବତ କରାଯାଇଛି । ଗିରଫ ଅଭିଯୁକ୍ତମାନେ କଟକ ଅଞ୍ଚଳର ବୋଲି ଜଣାପଡିଛି ।ଖବର ଅନୁଯାୟୀ, କିଛି

କଣ୍ଟାବାଜି ଜେଲରେ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା

ମମିତା ମେହେର ଘଟଣାରେ ଦୋଷୀ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା । କଣ୍ଟାବାଜି ମେଡିକାଲ ତାଙ୍କୁ ମୃତ ଘୋଷଣା କରାଯାଇଛି । ସୂଚନା ମୁତାବକ ତାଙ୍କୁ ଆଜି କୋର୍ଟରେ ହାଜର ହେବାର ଥିଲା । ଆଜି ଜେଏମଏଫସି କୋର୍ଟରେ ହାଜର ହୋଇଥାଆନ୍ତେ ଗୋବିନ୍ଦ । ସୂଚନାମୁତାବକ ବହୁଚର୍ଚ୍ଚିତ ସନସାଇନ ପବ୍ଲିକ

ବିଜେଡି ପ୍ରତିଷ୍ଠା ଦିବସ ପୂର୍ବରୁ ସୁପ୍ରିମୋ ନବୀନଙ୍କ ବାର୍ତ୍ତା

ଡିସେମ୍ବର ୨୬ରେ ବିଜେଡିର ୨୬ତମ ପ୍ରତିଷ୍ଠା ଦିବସ । ପ୍ରତିଷ୍ଠା ଦିବସ ପାଳନ ପୂର୍ବରୁ ଦଳୀୟ କର୍ମୀ, ନେତା ଓ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବର୍ଷସାରା ବିଭିନ୍ନ ଉତ୍ସର୍ଗୀକୃତ ଲୋକସେବା ମାଧ୍ୟମରେ ସବୁ

ବଢ଼ିଲା ଟ୍ରମ୍ପଙ୍କ ଅଡ଼ୁଆ, କ୍ୟାପିଟଲ ହିଲ୍ ହିଂସା ଘଟଣାରେ ଅପରାଧିକ ମାମଲା ରୁଜୁ ପାଇଁ ତଦନ୍ତ ପ୍ୟାନେଲର ସୁପାରିସ

କ୍ୟାପିଟଲ ହିଲ୍ (ଆମେରିକାର ସଂସଦ) ଉପରେ ଆକ୍ରମଣ ମାମଲାରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ଏହି ମାମଲାର ଯାଞ୍ଚ୍ କରୁଥିବା ତଦନ୍ତ ପ୍ୟାନେଲ ଟ୍ରମ୍ପଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିବା ପାଇଁ ସୁପାରିସ କରିଛି। ତେବେ ଟ୍ରମ୍ପ ଏହାକୁ ତାଙ୍କ

କେନ୍ଦ୍ରାପଡାକୁ ପାସେଞ୍ଜର ଟ୍ରେନ ଚଳାଇବାକୁ ବିଜେଡିର ଦାବି

କେନ୍ଦ୍ରାପଡ଼ାକୁ ପାସେଞ୍ଜର ଟ୍ରେନ ଚଳାଚଳ ନେଇ ବିଜେଡି ଆଜି ପ୍ରେସମିଟ କରିଛି। କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି ଯୋଗୁଁ କେନ୍ଦ୍ରାପଡାରେ ଏବଂ ମାର୍ଶାଘାଇରେ ଯାତ୍ରୀବାହୀ ଟ୍ରେନ ଚାଲି ପାରୁନି। ଚଳାଚଳ ପ୍ରକ୍ରିୟାରେ ବିଳମ୍ବ ହେଉଛି । ଯାହାକୁ ନେଇ ଆଜି କେନ୍ଦ୍ରାପଡା ଜିଲ୍ଲାରେ ଆନ୍ଦୋଳନ