Odia News Portal
Yearly Archives

2022

୫୫ ବର୍ଷ ବୟସରେ ପାଦ ଥାପିଲେ ବଲିଉଡ ମେଗାଷ୍ଟାର ଅକ୍ଷୟ କୁମାର

ବଲିଉଡ ମେଗାଷ୍ଟାର ଅକ୍ଷୟ କୁମାର ଆଜି ୫୫ ବର୍ଷ ବୟସରେ ପାଦ ଥାପିଛନ୍ତି। ଜନ୍ମଦିନରେ ତାଙ୍କୁ ଅନେକ ଅଙ୍କେ ଶୁଭେଛା ଓ ଅଭିନନ୍ଦନ। ବଲିଉଡ଼ ଖିଲାଡ଼ି ଷ୍ଟାର୍ ସବୁବେଳେ ନିଜ ଫିଟନେସ ପାଇଁ ଚର୍ଚ୍ଚାରେ ରୁହନ୍ତି। ସେ ୧୯୯୧ ମସିହାରେ ଚଳଚ୍ଚିତ୍ର ସୌଗନ୍ଦ ଫିଲ୍ମ ସହିତ ବଲିଉଡରେ ଡେବ୍ୟୁ କରି

ସୋନାଲି ଫୋଗଟ ମୃତ୍ୟୁ ମାମଲା: କର୍ଲିଜ୍ ରେଷ୍ଟୁରାଣ୍ଟ ଭାଙ୍ଗିବା ଉପରେ ସୁପ୍ରିମକୋର୍ଟଙ୍କ ରୋକ୍

ବିଜେପି ନେତା ସୋନାଲି ଫୋଗଟ ମୃତ୍ୟୁ ମାମଲାରେ ଗୋଆର କର୍ଲିଜ୍ ରେଷ୍ଟୁରାଣ୍ଟକୁ ସୁପ୍ରିମକୋର୍ଟ ବଡ଼ ଆଶ୍ବସ୍ତି ପ୍ରଦାନ କରିଛନ୍ତି । ଏହି ରେଷ୍ଟୁରାଣ୍ଟକୁ ଗୋଆ ସରକାର ଭାଙ୍ଗିବାକୁ ନିଷ୍ପତ୍ତି ନେଇଥିଲେ । ଗୋଆ ସରକାରଙ୍କ ଏହି ପଦକ୍ଷେପ ଉପରେ ସୁପ୍ରିମକୋର୍ଟ ବର୍ତ୍ତମାନ ପାଇଁ ରୋକ୍

ମାଲକାନଗିରି,ହୀରାକୁଦ,କୋଣାର୍କ ଓ ବାରିପଦାରେ ହେବ ଏୟାର ଷ୍ଟ୍ରିପ୍

କେନ୍ଦ୍ର ସରକାରଙ୍କ ‘ ଉଡେ ଦେଶକା ଆମ୍ ନାଗରିକ(ଉଡାଣ) ଯୋଜନାର ପଞ୍ଚମ ପର୍ଯ୍ୟାୟରେ ଦେଶର ୫୦ ଅଭୟାରଣ୍ୟ , ତୀର୍ଥକ୍ଷେତ୍ର ଏବଂ ପର୍ଯ୍ୟଟନସ୍ଥଳୀକୁ ଏୟାର ଷ୍ଟ୍ରିପ୍ ଦ୍ବାରା ସଂଯୋଗ କରିବାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି। ଏହି ସବୁ ସ୍ଥାନ ମଧ୍ୟରୁ କେତେକ ସ୍ଥାନରେ

ନକଲି ଔଷଧ : ଭୁବନେଶ୍ୱରରେ ରେଡ

ଭୁବନେଶ୍ୱରର ବିଭନ୍ନ ମେଡିସିନ୍ ଦୋକାନରେ ଚଢାଉ ଆରମ୍ଭ ହୋଇଛି । ଡ୍ରଗ୍ସ ଇନସପେକ୍ଟର ମାନଙ୍କ ଦ୍ୱାରା ଏହି ଚଢାଉ ଜାରି ରହିଛି । ସାରା ଓଡ଼ିଶାରେ ଏବେ ଏହି ଚଢାଉ କରାଯାଇଛି । ପୂର୍ବରୁ କଟକର ବିଭିନ୍ନ ମେଡିସିନ୍ ଷ୍ଟୋର ଗୁଡିକରେ ଚଢାଉ କରାଯାଇଥିଲା । ଏବେ ରାଜଧାନୀର ବିଭିନ୍ନ ଷ୍ଟୋର

ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା

ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆଜି ବି ସକ୍ରିୟ ରହିଛି ଲଘୁଚାପ କ୍ଷେତ୍ର। ଆସନ୍ତା ୩୬ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ ତତସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ସମୁଦ୍ର ଏକ ସୁଦୃଶ୍ୟ ଲଘୁଚାପ

ନୀରଜଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଜାଭେଲିନ ତାରକା ନୀରଜ ଚୋପ୍ରା ପ୍ରଥମ ଭାରତୀୟ ଆଥଲେଟ ଭାବେ ଜୁରିଚ ଡାଏମଣ୍ଡ ଲିଗ ଟାଇଟଲ ଜିତିଛନ୍ତି । ନୀରଜ ୮୮.୪୪ ମିଟର ଯାଏଁ ଜାଭେଲିନ ଫିଙ୍ଗି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏହି ଉଲ୍ଲେଖନୀୟ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆଗକୁ ମଧ୍ୟ

ବ୍ରିଟେନ ରାଣୀ ଏଲିଜାବେଥଙ୍କ ୯୬ ବର୍ଷ ବୟସରେ ପରଲୋକ

ବ୍ରିଟେନ ରାଣୀ ଏଲିଜାବେଥ ଦ୍ବିତୀୟଙ୍କ ଗୁରୁବାର ୯୬ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସ୍କଟଲ୍ୟାଣ୍ଡର ବାଲମୋରାଲ କାଷ୍ଟଲରେ ଚିକିତ୍ସାଧୀନ ଅବସ୍ଥାରେ ରାଣୀ ଏଲିଜାବେଥ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏହି ସମୟରେ ରାଣୀଙ୍କ ବଡ ପୁଅ ପ୍ରିନ୍ସ ଚାର୍ଲ୍ସଙ୍କ ସମେତ ରାଜ ପରିବାରର ଅନେକ ସଦସ୍ୟ

ସୀତାରମଣଙ୍କୁ ଟାର୍ଗେଟ କଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଝିଅ

ତେଲେଙ୍ଗାନାରେ ଶାସକ ଦଳ ଟିଆରଏସ ଏମଏଲସି ଏବଂ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କେ.କବିତା କେନ୍ଦ୍ର ସରକାରଙ୍କ ଯୋଜନାକୁ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଟାର୍ଗେଟ କରିଛନ୍ତି। କବିତା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ଏଣିକି ତେଲ ଏବଂ ଡାଲି ପରି

ମୋଟାପଣ କମେଇବ ଜୁଆଣି ପାଣି

ଜୁଆଣି ପାଣି ପିଇବା ଦ୍ୱାରା ଗ୍ୟାସ୍, ବଦହଜମି, ପେଟ ଯନ୍ତ୍ରଣା ଏବଂ କୋଷ୍ଠକାଠିନ୍ୟ ଦୂର ହୋଇଥାଏ। ଜୁଆଣି ଆୟୁର୍ବେଦିକ ଗୁଣରେ ପରିପୂର୍ଣ୍ଣ ବୋଲି କୁହାଯାଏ। ଜୁଆଣି ପାଇଁ ସେବନ ଦ୍ୱାରା ଓଜନ ମଧ୍ୟ ନିୟନ୍ତ୍ରଣରେ ରହିଥାଏ। ଜୁଆଣିରେ ପ୍ରୋଟିନ୍, ଫ୍ୟାଟ୍, ମିନେରାଲ୍ସ, ଫାଇବର ଏବଂ

ବିଜେପିକୁ ମମତାଙ୍କ ଟାର୍ଗେଟ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ କେନ୍ଦ୍ର ସରକାରଙ୍କ ଉପରେ ପୁଣି ଥରେ ବର୍ଷିଛନ୍ତି । ଗୁରୁବାର ଦିଲ୍ଲୀରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କର୍ଯ୍ୟକ୍ରମକୁ ନେଇ ସେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସଠିକ ଭାବେ ତାଙ୍କୁ ନିମନ୍ତ୍ରଣ