ଏମିତି ଏକ ସ୍ଥାନ,ଯେଉଁଠି ଭୂମି ତଳେ ଜଳୁଛି ନିଆଁ
ଦୁନିଆରେ ଥିବା ରହସ୍ୟମୟ ସ୍ଥାନ ହେଉଛି ଅତି ପୁରୁଣ। କେବେକେବେ ତ ଲୋକମାନେ ଏହି ସ୍ଥାନକୁ ଯିବାକୁ ମନା କରିଦିଅନ୍ତି। କିଛି ସ୍ଥାନ ଏମିତି ଭୟଙ୍କର ହୋଇଥାଏ ଯେ ସେଠାକୁ ଯିବା ପାଇଁ ଲୋକମାନେ ଡରିଥାନ୍ତି। କିଛି ଦିନ ମଧ୍ୟରେ ସେହି ସ୍ଥାନ ଜନହୀନ ହୋଇଯାଏ। ଲୋକମାନେ ଏଠାକୁ ନଯିବାରୁ ଏହା!-->…