ଆଜି ପ୍ରକାଶ ପାଇବ ନିଟ୍ ରେଜଲ୍ଟ
ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ଆଜି ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍) ଅଣ୍ଡର ଗ୍ରାଜୁଏଟ୍ ପରୀକ୍ଷା ଫଳ-୨୦୨୨ ପ୍ରକାଶ କରିବ | ସନ୍ଧ୍ୟା ୬ଟାରୁ ୮ଟା ମଧ୍ୟରେ ରେଜଲ୍ଟ ପ୍ରକାଶ କରାଯାଇପାରେ | ଛାତ୍ରଛାତ୍ରୀ ଅଫିସିଆଲ୍ ୱେବସାଇଟ୍ neet.nta.nic.in ରେ ନିଜ!-->…