Odia News Portal
Yearly Archives

2022

ଅବସର ନେଲେ ସୁରେଶ ରୈନା

କ୍ରିକେଟର ସବୁ ଫର୍ମାଟରୁ ଅବସର ନେଇଛନ୍ତି ସୁରେଶ ରୈନା । ପୂର୍ବରୁ ୨୦୨୦ ମସିହାରେ ଆନ୍ତର୍ଜାତିକ କ୍ରିକେଟରୁ ଅବସର ଘୋଷଣା କରିସାରିଥିଲେ ରୈନା । ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଥିବାବେଳେ ଆଇପିଏଲ ଓ ଉତ୍ତରପ୍ରଦେଶ ଘରୋଇ କ୍ରିକେଟ ପାଇଁ ସେ ଖେଳୁଥିଲେ । ଏବେ ସବୁ ଫର୍ମାଟରୁ

ପୁଣି ବର୍ଷାରେ ଭିଜିବ ରାଜ୍ୟ

ପୁଣି ବର୍ଷାରେ ଭିଜିବ ରାଜ୍ୟ । ଆସନ୍ତାକାଲି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହାର ପ୍ରଭାବରେ ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ

ଲାଣ୍ଡଫଲ୍‌ କଲା ସୁପର ଟାଇଫୁନ୍‌:ଦକ୍ଷିଣ କୋରିଆରେ ପ୍ରବଳ ବର୍ଷା ପବନ

ଲାଣ୍ଡଫଲ କଲା ସୁପର ଟାଫୁନ୍‌ ହିନ୍ନାମନୋର । ଦକ୍ଷିଣ କୋରିଆର ଦକ୍ଷିଣରେ ସ୍ଥଳଭାଗ ଛୁଇଁଛି ପ୍ରଳୟଙ୍କରୀ ସାମୁଦ୍ରିକ ଝଡ଼ । ଏହାର ପ୍ରଭାବରେ ଦକ୍ଷିଣ କୋରିଆରେ ପ୍ରବଳ ବର୍ଷା ପବନ ଜାରି ରହିଛି । କୋରିଆର ଆଣବିକ ପାଓ୍ଵାର ପ୍ଲାଣ୍ଟ ପ୍ରତି ବଢ଼ିଛି ସୁପର ଟାଇଫୁନ୍‌ ହିନ୍ନାମନୋର ବିପଦ । ସୁପର

ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ନୂଆଦିଲ୍ଲୀରୁ ଫେରିଲେ ମୁଖ୍ୟମନ୍ତ୍ରୀ । ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା । ଜୀବନବ୍ୟାପୀ ସାଧନା ପାଇଁ ନୂଆଦିଲ୍ଲୀରେ କ୍ୟାପିଟାଲ ଫାଉଣ୍ଡେସନ ପକ୍ଷରୁ ସମ୍ମାନୀତ ହେବା ପରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିବା ପାଇଁ ବିଜେଡି ପକ୍ଷରୁ ଭବ୍ୟ ଆୟୋଜନ

ଆଜି ଫେରୁଛନ୍ତି ମୁଖ୍ୟମନ୍ତ୍ରୀ : ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ବିଜେଡି ପ୍ରସ୍ତୁତ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତ ଶେଷ କରି ଆଜି ପୂର୍ବାହ୍ନରେ ଭୁବନେଶ୍ବର ଫେରିବେ। ଜନସେବା ଓ ବଳିଷ୍ଠ ନେତୃତ୍ବ ପାଇଁ କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ପକ୍ଷରୁ ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ ପାଇଁ ବିଜେଡି ପକ୍ଷରୁ ଏକ ବିଶାଳ ସ୍ବାଗତ

ରାଜଧାନୀରୁ ଜବତ ହୋଇଛି ନକଲି ସର୍ଫ ଏକ୍ସିଲ ଓ ଟାଟା ସଲ୍ଟ ପ୍ୟାକେଟ

ଖୋର୍ଦ୍ଧା ଜିଲା ପାହାଳ ଥାନା ଅନ୍ତର୍ଗତ ହଂସପାଳ ନିକଟସ୍ଥ ଶିବଶକ୍ତିନଗର ଲେନ୍ ୧୫ରେ ନକଲି ସର୍ଫ ଏକ୍ସିଲ ଓ ଟାଟା ସଲ୍ଟ ପ୍ୟାକେଟ ଜବତ ହୋଇଛି। ବିପୁଳ ନକଲି ସାମଗ୍ରୀ ଜବତ, ଜଣେ ଗିରଫ । ତେବେ ସଂପୃକ୍ତ କମ୍ପାନୀର ମାଲିକ ଫେରାର ଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ, ଏକ ଭଡ଼ା ଘରେ ବିନା

୬ରେ ଦିଲ୍ଲୀରୁ ଫେରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଦିଲ୍ଲୀ କାର୍ଯ୍ୟକ୍ରମ ଶେଷ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ ତାରିଖ ଦିନ ୧୧ଟାରେ ଭୁବନେଶ୍ୱର ଫେରିବେ । ଓଡ଼ିଶାବାସୀଙ୍କ ସେବାରେ ୨୫ ବର୍ଷ ପୂରଣ ଓ ଦିଲ୍ଲୀରେ ଜୀବନବ୍ୟାପୀ ସାଧନା ନିମନ୍ତେ କ୍ୟାପିଟାଲ ଫାଉଣ୍ଡେସନ ପକ୍ଷରୁ ସମ୍ମାନ ପରିପ୍ରେକ୍ଷୀରେ ବିମାନବନ୍ଦରରେ ନବୀନଙ୍କୁ

ନାଲି ପିମ୍ପୁଡ଼ି ଆତଙ୍କ: ଚନ୍ଦ୍ରାଦେଇପୁରରେ ସ୍ଥିତି ଅନୁଧ୍ୟାନ କଲା ଓୟୁଏଟି ଟିମ

ପିପିଲି ଚନ୍ଦ୍ରାଦେଇପୁରରେ ନାଲି ପିମ୍ପୁଡ଼ିଙ୍କ ଆତଙ୍କକୁ ଦୃଷ୍ଟିରେ ରଖି ଗ୍ରାଉଣ୍ଡରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ଓୟୁଏଟିର ୪ଜଣିଆ ପ୍ରତିନିଧି ଦଳ। ପିମ୍ପୁଡ଼ି କିଭଳି ନିୟନ୍ତ୍ରଣ କରାଯାଇ ପାରିବ ସେନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । କୀଟନାଶକ ଔଷଧ ପ୍ରୟୋଗ କରାଯାଇ ପିମ୍ପୁଡ଼ି

ଚୀନରେ ଶକ୍ତିଶାଳୀ ଭୂମିକମ୍ପ; ୭ ମୃତ

ଚୀନର ଦକ୍ଷିଣ-ପଶ୍ଚିମ ସିଚୁଆନ ଅଞ୍ଚଳର ଲୁଣ୍ଡିଗ୍ କାଉଣ୍ଟିରେ ୬.୬ ତୀବ୍ରତାର ଭୂମିକମ୍ପ ରେକର୍ଡ କରାଯାଇଛି। ୟୁଏସଜିଏସ ଏହି ସୂଚନା ଦେଇଛି। ଭୂମିକମ୍ପର ଝଟକା ଲୋକେ ଦ୍ୱିପ୍ରହରରେ ଅନୁଭବ କରିଥିଲେ। ଭୂମିକମ୍ପ ୧୦ କିଲୋମିଟର (୬ ମାଇଲ୍) ଗଭୀରରେ କୈନ୍ଦ୍ରିତ ଥିଲା। ଏଥିରେ ୭ ଜଣ ଲୋକଙ୍କ

ସୋନାଲି ଫୋଗଟ୍ ହତ୍ୟା ମାମଲା: ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟ ଯିବେ ପରିବାର

ହରିୟାଣାର ବିଜେପି ନେତ୍ରୀ ସୋନାଲି ଫୋଗଟ୍‌ଙ୍କୁ ଗୋଆ ରିସର୍ଟରେ ହତ୍ୟା କରାଯିବାର ପ୍ରାୟ ଦୁଇ ସପ୍ତାହ ଅତିକ୍ରାନ୍ତ ହୋଇସାରିଥିଲେ ସୁଦ୍ଧା ତାଙ୍କର ପରିବାରବର୍ଗ ପୁଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ସୋନାଲିଙ୍କ ପରିବାର ଇତିମଧ୍ୟରେ ହରିୟାଣା