ଆସନ୍ତା ୩୦ରେ ସରୁଛି ମାଗଣା ଟିକା ଅବଧି, ରାଜ୍ୟରେ ୭୫ ପ୍ରତିଶତ ଲୋକ ନେଇନାହାନ୍ତି ପ୍ରିକସନ ଡୋଜ
ରାଜ୍ୟରେ ଏ ପର୍ଯ୍ୟନ୍ତ ମାତ୍ର ୮୦ ଲକ୍ଷ ୯୦ ହଜାର ୩୮୬ ଜଣ ନେଇଛନ୍ତି କୋରୋନା ପ୍ରିକସନ ଡୋଜ । ଖୋର୍ଦ୍ଧା,କଟକ, ଜଗତସିଂହପୁର, ଅନୁଗୁଳ, ପୁରୀ, ସୁନ୍ଦରଗଡ ଜିଲ୍ଲାରେ ଟିକା ନେବା ପାଇଁ ଆଗ୍ରହ ପ୍ରକାଶ ପାଉନାହିଁ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା!-->…